ମଣିଷର ଦୃଷ୍ଟି ସାମ୍ନାରେ ଅନେକଥର ଏପରି ଜିନିଷ ରହିଥାଏ ଯାହା କେବଳ ତା’ର ନୁହେଁ ବରଂ ଅନେକ ଲୋକଙ୍କର ଜୀବନ ବଦଳାଇ ଦେବାର ଶକ୍ତି ରଖିଥାଏ | କିନ୍ତୁ ଅନେକ ସମୟରେ ଆମେ ଜିନିଷ ଗୁଡିକୁ ଉପେକ୍ଷା କରିଦେଇଥାଉ, ଯାହାପରେ ବହୁତ ସମୟ ପର୍ଯ୍ୟନ୍ତ ଏହି ମୂଲ୍ୟବାନ ଜିନିଷ ଆମ ଦୃଷ୍ଟିରୁ ଦୂରେଇ ରହିଥାଏ | ଏମିତି ହିଁ କିଛି ହୋଇଛି ସ୍କଟଲ୍ୟାଣ୍ଡରେ, ଯେଉଁଠାରେ ଏକ ନ୍ୟାସନାଲ ପାର୍କରେ ଅନେକ ବର୍ଷ ପୁରୁଣା ଗୋଟିଏ ଗୁମ୍ଫା ରହିଥିଲା | କିନ୍ତୁ କେହି ସେ ଗୁମ୍ଫା ଭିଅତରକୁ ଯାଉ ନଥିଲେ |
ପରେ ଯେତେବେଳେ ଲୋକମାନେ ତା’ଭିତରକୁ ଗଲେ ସେମ,ଆଣେ ଆଚମ୍ବିତ ରହିଗଲେ | ଭିତରେ ସୁଇନର ଖଣି ରହିଥିଲା | ଏହି ଖଣି କୌଣସି ମାମୁଲି ଖଣି ନଥିଲା ଏଥିରେ ଆରବ ଆରବ ମୂଲ୍ୟର ସୁନା ରହିଥିଲା | ବର୍ତ୍ତମାନ ସ୍କଟଲ୍ୟାଣ୍ଡ ସରକାର ନଭେମ୍ବରରୁ ଏହି ଖଣିକୁ ଖୋଲିବାର ପ୍ରସ୍ତୁତିରେ ରହିଛି | ଏହାଦ୍ୱାରା ଦେଶକୁ ନାହୁତ ଲାଭ ହେବା ସହିତ ଲୋକମାନଙ୍କୁ ନିଯୁକ୍ତି ମଧ୍ୟ ମିଳିବ |
ସ୍କଟଲ୍ୟାଣ୍ଡର ଯେଉଁ ଅଂଚଳରେ ଏହି ଖଣି ମିଳିଛି ସେହି ସ୍ଥାନକୁ ପାହାଡ ଏବଂ ଶୂନଶାନ ଖଣ୍ଡର ପାଇଁ ଲୋକ ଜାଣିଥାନ୍ତି | ଏଥିରେ ଥିବା ଏକ ଗୁମ୍ଫା ବର୍ତ୍ତମାନ ଦେଶର ଅର୍ଥବ୍ୟବସ୍ଥାକୁ ଶକ୍ତିଶାଳୀ କରିବାର ପ୍ରସ୍ତୁତି କରି ନେଇଛି |
ଏହି ଖଣିର ନାମ କୋନିଶ ମାଇନ ଅଟେ | ରହ ସ୍କଟଲ୍ୟାଣ୍ଡର ଟିନଡ୍ରମ ଏବଂ ଟ୍ରାସସ୍ଚ ନ୍ୟାସନାଲ ପାର୍କ ମଧ୍ୟରେ ପଡିଥାଏ | ଏହି ଖଣିରେ ନଭେମ୍ବର ଠାରୁ ପ୍ରଡକ୍ସନ ଆରମ୍ଭ ହୋଇଯିବ | ଏହା ଦେଶର ପ୍ରଥମ ସୁନା ଖଣି ଅଟେ |
ଏହି ଖଣି କାରଣରୁ ଦେଶରେ ଅନେକ ଲୋକଙ୍କୁ ନିଯୁକ୍ତି ମିଳିବ | ଏଥିସହିତ ବର୍ତ୍ତମାନ ଏହାର ଆଖପାଖ ଅଞ୍ଚଳରେ ଆହୁରି ତୀବ୍ରତାର ସହିତ ସର୍ଚ୍ଚ ଅଭିଯାନ ଆରମ୍ଭ କରିଦିଆଯାଇଛି | ଯାହାଦ୍ୱାରା ଜଣାପଡି ପାରିବ ଯେ ଏପରି ଆହୁରି କୌଣସି ଖଣି ରହିଛି କି ନାହିଁ |
ଏହି ଖଣିର ଟେଣ୍ଡର ସ୍କଟଲ୍ୟାଣ୍ଡ ରିସାର୍ସ ନେଇଛି, ଯାହାର ଲକ୍ଷ୍ୟ ବର୍ଷରେ ୨୩ ହଜାର ୫ ଶହ ଆଉନ୍ସ ସୁନାକୁ ଜନ୍ମଦେବା | ବର୍ତ୍ତମାନ ଖଣିରେ ଥିବା ସୁନାର ସୁନାର ମୂଲ୍ୟ ପ୍ରାୟ ୨୨ ଆରବ ୨୮ କୋଟିରୁ ଅଧିକ ବୋଲି ଆକଳନ କରାଯାଇଛି |
ଏହି ସୁନାର ୨୫ ପ୍ରତିଶତକୁ ଗହଣା ଆକାରରେ ବନାଇ ବିକ୍ରିକରିବାର ପ୍ରସ୍ତୁତିରେ ରହିଛି | ଯେଉଁ କାରଣରୁ ବର୍ତ୍ତମାନ ଗହଣା କ୍ଷେତ୍ରରେ ଦୁନିଆରେ ସ୍କଟଲ୍ୟାଣ୍ଡର ସ୍ଥାନ ଆହୁରି ତୀବ୍ରତାରେ ଶକ୍ତିଶାଳୀ ହେବ |
କୁହାଯାଉଛି ଯେ ଏହି ଖଣି କାରଣରୁ ଦେଶର ଅର୍ଥବ୍ୟବସ୍ଥା ବହୁତ ଶକ୍ତିଶାଳୀ ହୋଇଯିବ | ଏହି ଖଣିରେ କେବଳ ସୁନା ନୁହେଁ ବରଂ କାନ୍ଥରେ ମଧ୍ୟ ସୁନା ରହିଛି | ଣେକ ଲୋକ ଏହି ଖଣିରୁ ସୁନା ନେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି |
ସୂଚନାଯୋଗ୍ୟ ଯେ, ଏମିତିରେ ଏହି ଖଣି ୧୯୮୦ ଦଶକରେ ନଜର ଆସିଯାଇଥିଲା କିନ୍ତୁ ସେ ସମୟରେ କେହି ଏଥିପ୍ରତି ଧ୍ୟାନ ଦେଇ ନଥିଲେ | ଏହାଦ୍ୱାରା ଏଥିରେ ପ୍ରଡକ୍ସନ କରାଯାଇ ପାରି ନଥିଲା ଏବଂ ଲୋକମାନେ ଏହି ଖଣି ବିଜ଼ସୟରେ ଭୁଲି ହିଁ ଯାଇଥିଲେ | ବର୍ତ୍ତମାନ ଯେତେବେଳେ ଦେଶକୁ ଆବଶ୍ୟକତା ପଡିଲା ସେତେବେଳେ ଏହି ଖଣିକୁ ପୁନଃ ଆରମ୍ଭ କରାଯାଉଛି |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।