କୌଣସି ବି ସଂମ୍ପର୍କ କୁ ନିଭେଇବା ପାଇଁ ବିଶ୍ବାସ,ଭରସା ଏବଂ ପରସ୍ପର କୁ ଭଲ କରି ଯାଣିବା ନିହାତି ଆବଶ୍ୟକ। କୁହାଯାଏ ବିବାହ ଜନ୍ମ ଜନ୍ମ ର ବନ୍ଧନ ହୋଇଥାଏ। କିନ୍ତୁ ଏବେ ଭାରତୀୟ ସମାଜ ରେ ବହୁତ ପରିର୍ବତ୍ତନ ଦେଖିବାକୁ ମିଳୁଛି। ଭୋପାଲ ଏକ ଏମିତି ଦୃଶ୍ୟ ସାମ୍ମନା କୁ ଆସିଛି। ଯିଏ ସମାଜ ର ଭାବନା ରୁ ବାହାରି ନିଜ ସଂମ୍ପର୍କ ର ପରସ୍ପର ମଧ୍ୟ ରେ ବୁଝା ମଣା କରି ଉଦାହରଣ ଦେଇଛନ୍ତି।
ଘଟଣା ବିଷୟରେ ଜାଣିଲେ ଆପଣ ନିଶ୍ଚିତ ଚମକି ପଡିବେ। ଆଜ୍ଞା ହଁ ଭୋପାଲ ରେ ଏମିତି ଏକ ଘଟଣା ସାମ୍ମନା କୁ ଆସିଛି। ବିବାହ ର ତିନି ବର୍ଷ ପରେ ସ୍ତ୍ରୀ ସ୍ବାମୀ ଙ୍କର ବିବାହ ତାଙ୍କ ପ୍ରେମୀକା ସହ କରିବାରେ ସାହାର୍ଯ୍ୟ କରିଛନ୍ତି। ବସ୍ତବରେ ସ୍ବାମୀ ବିବାହ ପରେ ପ୍ରେମିକା କୁ ଭୁଲି ପାରି ନଥିଲେ। ଯେତେବେଳେ ଏହି କଥା ସ୍ତ୍ରୀ ଙ୍କୁ ଜଣା ପଡିଥିଲା ସେତେବେଳେ ସେ ତାଙ୍କ ସ୍ବାମୀ ଙ୍କର ବିବାହ ପ୍ରେମିକା ସହ କରିବାର ନିସ୍ପତି ନେଇଥିଲେ।
ଓକିଲ ଙ୍କ କହିବା ଅନୁସାରେ ସ୍ବାମୀ ଏହି ଦୁଇ ଜଣକକ ସହ ରହିବାକୁ ଚାହୁଁଛନ୍ତି ଯେଉଁଟା କି କନୁନ ହିସାବରେ ଅସମ୍ଭମ ଅଟେ। କିନ୍ତୁ ସ୍ତ୍ରୀ ସ୍ବାମୀଙ୍କ ଖୁସି ପାଇଁ ସ୍ବାମୀଙ୍କୁ ତଲାଖ ଦେଇ ଦେଲେ। ଏବଂ ପ୍ରେମିକା ସହ ବିବାହ କରିବାରେ ସାହାର୍ଯ୍ୟ କଲେ।
Bhopal: After 3 years of marriage, wife helps husband get married to his girlfriend.
"He wanted to be in marital relationship with both which isn't legally possible. But the wife is very mature, she divorced him & helped him marry his girlfriend," says lawyer.#MadhyaPradesh pic.twitter.com/hT5SKouMip
— ANI (@ANI) November 7, 2020
ମଧ୍ୟ୍ୟପ୍ରଦେଶର ଭୋପାଲରେ ଗତ ବର୍ଷ ମଧ୍ୟ ଏପରି ଏକ ଘଟଣା ସାମ୍ମନାକୁ ଆସିଥିଲା। ଯେଉଁଠି ସାତ ବର୍ଷ ପରେ ସ୍ତ୍ରୀ ସ୍ବାମୀ ଙ୍କୁ ତଲାଖ ଦେଇଥିଲେ। ଯେଉଁଥି ପାଇଁକି ସେ ତାଙ୍କ ପ୍ରେମିକା ସହ ନୂଆ ଜୀବନ ଆରମ୍ଭ କରିପାରିବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।