ଦୁନିଆ ପ୍ରତ୍ୟେକ ମାମଲାରେ ବହୁତ ପଦୋନ୍ନତି କରିଛି। ଏହି ପଦୋନ୍ନତି ରେ ମନୁଷ୍ୟର ଦରକାରୀ ଜିନିଷ ମଧ୍ୟ ଉଦ୍ଭାବନ କରାଯାଉଛି। ମହିଳା ମାନଙ୍କ ସୁବିଧା ପାଇଁ ମଧ୍ୟ କେତେ ଜିନିଷ ର ଆବିଷ୍କାର ହେଉଅଛି। ପିରିଅଡସ କୁ ନେଇ ପ୍ରଥମେ ମହିଳା ମାନେ କପଡା ବ୍ୟବହାର କରୁଥିଲେ। ଏହା ପରେ ପ୍ୟାଡ ର ଆବିଷ୍କାର ହୋଇଥିଲା। ପ୍ୟାଡ ର ଆବିଷ୍କାର ରେ ମହିଳା ମାନଙ୍କୁ ବହୁତ ସୁବିଧା ହୋଇଯାଇଛି। ଏବେ ତ ଟ୍ୟାମ୍ପାନ ର ଉଦ୍ଭାବନ ମଧ୍ୟ ହୋଇ ସାରିଛି।
ଏହାର ଉଦ୍ଭାବନ ପରେ ମହିଳା ମାନଙ୍କୁ ବହୁତ ଅଧିକ ଆରାମ ମିଳୁଛି। କିନ୍ତୁ କୁହନ୍ତି କି ପ୍ରତ୍ୟେକ ଭଲ ଜିନିଷ ର ଦ୍ଵିତୀୟ ପାର୍ଶ୍ୱ ମଧ୍ୟ ଥାଏ ଓ ସେ ଭୟଙ୍କର ହୋଇଥାଏ। ଏହାର କ୍ଷତି ର ପରିଣାମ ଭୋଗିବାକୁ ପଡିଲା ୨୪ ବର୍ଷର ଏମି ବିଲିୟସ୍ମ ଙ୍କୁ। ଏମି ୟୁକେ ର ଏସେଶ୍ଵ ରେ ଟ୍ୟାମ୍ପାନ ବ୍ୟବହାର କରିବା କାରଣରୁ ହସ୍ପିଟାଲ ରେ ପହଞ୍ଚି ଗଲେ। ଗୋଟେ ଅବହେଳା ତାଙ୍କୁ ମୃତ୍ୟୁ ର ବାଟ ଦେଖାଇ ଦେଲା। ଆସନ୍ତୁ ଜାଣିବା ପୁରା ଘଟଣା…
ଏହି ମାମଲା ୟୁକେ ର ଏସେଶ୍ୱ ରୁ ସାମ୍ନାକୁ ଆସିଛି। ସେଠି ରହୁଥିବା ୨୪ ବର୍ଷର ଏମି ଟ୍ୟାମ୍ପାନ ବ୍ୟବହାର କରିବା କାରଣରୁ ହସ୍ପିଟାଲ ର ବାଟ ଦେଖାଇବାକୁ ପଡ଼ିଲା। ସାଧାରଣତଃ ପ୍ୟାଡ ଯାଗାରେ ଟ୍ୟାମ୍ପାନ ବ୍ୟବହାର କରିବାକୁ ସେ ଗୋଟିଏ ବଡ଼ ଅବହେଳା କରିଦେଲେ।
ପେସାରେ ପର୍ସନାଲ ଆସିଷ୍ଟାଣ୍ଟ ଏମି ମଧ୍ୟ ଗୋଟେ ଶିଶୁ ର ମାଆ। ଏମି ପିରିଅଡସ ରେ ଟ୍ୟାମ୍ପାନ ର ବ୍ୟବହାର କରୁଥିଲେ। ଏମିତି ହିଁ ଥରେ ସେ ପିରିଅଡସ ରେ ଟ୍ୟାମ୍ପାନ ବ୍ୟବହାର କରିଥିଲେ କିନ୍ତୁ ତାକୁ ବାହାର କରିବାକୁ ଭୁଲି ଗଲେ।
ଏମି ବାଥରୁମ କୁ ଟ୍ୟାମ୍ପାନ ବଦଳାଇବାକୁ ଯାଇଥିଲେ। କିନ୍ତୁ ତାଙ୍କୁ ତାଙ୍କ ସୂତା ହିଁ ମିଳିଲା ନାହିଁ। ଏହାପରେ ଏମି କୁ ଏମିତି ଲାଗିଲା କି କାଳେ ସେ ଟ୍ୟାମ୍ପାନ ବ୍ୟବହାର କରି ନଥିବେ। ଏଥିପାଇଁ ସେ ଆଉ ଏକ ଟ୍ୟାମ୍ପାନ ଭିତରେ ଦେଇ ଦେଲେ।
ପାଖାପାଖି ପାଞ୍ଚଦିନ ପରେ ଏମି ଙ୍କୁ ବ୍ୟକ୍ତିଗତ ଅଂଶ ରେ କୁଣ୍ଡେଇ ହେବା ଆରମ୍ଭ ହେଲା। ତାହା ସହ ତାଙ୍କୁ ବହୁତ କଷ୍ଟ ମଧ୍ୟ ହେଲା। ସେ ବୁଝିପାରିଲେ ନାହିଁ କି ତାଙ୍କର କଣ ହେଉଛି। ପ୍ରାୟତଃ ତାଙ୍କ ବାଡି ଭିତରେ ଥିବା ଟ୍ୟାମ୍ପାନ ରେ ବିଷାକ୍ତ ପଦାର୍ଥ ତିଆରି ହୋଇ ଯାଉଥିଲା।
ପାଖାପାଖି ପାଞ୍ଚଦିନ ପରେ ତାଙ୍କ ବ୍ୟକ୍ତିଗତ ଅଂଶ ରେ ଅଟକି ଥିବା ଟ୍ୟାମ୍ପାନ ବାହାରକୁ ଆସିଲା। ତାହା ପୁରା କଳା ହୋଇ ଯାଇଥିଲା ଓ ସେଥିରୁ ତାହା ବହୁତ ଜୋରେ ଗନ୍ଧ ମଧ୍ୟ ହେଉଥିଲା। ଏହାକୁ ଦେଖି ମହିଳା ଜଣକ ଚମକି ପଡିଲେ।
ଏଠି ହାଠତ ଚମକି ପଡ଼ିବା କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ରେ ଭର୍ତ୍ତି କରାଗଲା। ଯେଉଁ ଅବସ୍ଥାରେ ମହିଳା ଙ୍କୁ ହସ୍ପିଟାଲ ପଠାଗଲା ସେଥିରେ ଲୋକଙ୍କର ହାର୍ଟ ଫେଲ ହେବାର ସମ୍ଭାବନା ରହିଥିଲା।
କେତେକ ମାମଲାରେ ମଣିଷର ମୃତ୍ୟୁ ମଧ୍ୟ ହୋଇଯାଏ। ବ୍ୟକ୍ତିଗତ ସହାୟକ ଏମି ନିଜ ସହ ହୋଇଥିବା ଏହି ଘଟଣାକୁ ଲୋକମାନଙ୍କ ସହ ସେୟାର କଲେ। ସେ ଗତ ଦଶ ବର୍ଷ ହେଲା ଟ୍ୟାମ୍ପାନ ବ୍ୟବହାର କରୁଥିଲେ। କିନ୍ତୁ ସେ ଏବେ ତାହାର ବ୍ୟବହାର ବନ୍ଦ କରି ଦେଇଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।