ସୁପରମାର୍କେଟ ରେ ମ୍ୟାଜିକାଲ ଅଣ୍ଡରଓୟାର ପିନ୍ଧି ପହଞ୍ଚିଲେ ମହିଳା, ବାରମ୍ବାର ପୋଷାକ ଟେକି କରୁଥିଲେ ଲଜ୍ଜ୍ୟାଜନକ କାର୍ଯ୍ୟ

ଆପଣ ସପିଂମହଲରେ କେତେ ଘଟଣା ବିଷୟରେ ଶୁଣିଥିବେ। କେତେ ଥର ଲୋକେ ରଙ୍ଗୀନ ହାତରେ ଧରା ପଡିଯାଆନ୍ତି ଓ ଆଉ କେତେଥର ଚେକିଙ୍ଗ ର କାରଣରୁ ଗେଟ ପାଖରେ ତାଙ୍କର ରହସ୍ୟ ଖୋଲି ଯାଇଥାଏ। ଆଜିର ସମୟରେ ସବୁ ଯାଗାରେ ସିସିଟିଭି କ୍ୟାମେରା ଲଗା ଯାଇଛି, ତେବେ ବି ଲୋକଙ୍କର ଏତେ ସାହସ ଯେ ସେ ଚୋରି କରିବାକୁ ଚେଷ୍ଟା କରିବାର ନଜର ଆସନ୍ତି। ଋଷ ର ଏକ ସୁପରମାର୍କେଟ ରେ ଜଣେ ମହିଳା ଙ୍କ ଚୋରି କ୍ୟାମେରା ରେ ରେକଡ ହୋଇଗଲା। ମହିଳା ର ଏହି ଲଜ୍ଜ୍ୟାଜନକ କାର୍ଯ୍ୟ ସେଠି ଲାଗିଥିବା କ୍ୟାମେରାରେ ରେକଡ ହୋଇଗଲା। କେତେ ଲୋକ ଲେଖିଲେ କି ମହିଳା ଜଣକ ମ୍ୟାଜିକାଲ ଅଣ୍ଡରଓୟାର ପିନ୍ଧିଥିଲା,  ଯାହା ଭିତରେ ମହିଳା ଜଣକ ଗୋଟେ ପରେ ଗୋଟେ କେତେ ଜିନିଷ ପୁରାଉ ଥିଲା। କିନ୍ତୁ ସେ ଧରା ପଡିଗଲା। ଯାହାର ଫଟୋ ଏବେ ଭାଇରାଲ ହେଉଛି।

ଏହି ଘଟଣା ଋଷ ରୁ ସାମ୍ନାକୁ ଆସିଛି, ଯାହା କ୍ରେଶ୍ନୋଦର ରେ ଥିବା ଗୋଟିଏ ସୁପରମାର୍କେଟ ରେ ଜଣେ ମହିଳା ର ଲଜ୍ଜ୍ୟା ଜନକ କାମ ରେକଡ ହୋଇଛି। ଏହି ମହିଳା ଜଣକୁ ସିକ୍ୟୁରିଟି ଷ୍ଟାଫ ସେତେବେଳେ ଦେଖିଲେ ଯେତେବେଳେ ସେ ନିଜ ପୋଷାକ ରେ ଜିନିଷ ଚୋରାଇ ରଖୁଥିଲେ।

ମହିଳା ଜଣକ ମାର୍କେଟ କୁ ଏକା ସପିଂ କରିବାକୁ ଯାଇଥିଲେ। ସେ ସେଠି ବୁଲି ବୁଲି ସପିଙ୍ଗ କରୁଥିଲା। କିନ୍ତୁ ଦେଖିଲେ ସେ ନିଜର ପୋଷାକ ଉଠାଇ ନଇଁବାର ନଜର ଆସିଲା। ସେ ନିଜ ପୋଷାକ କୁ ଟେକୁଥିଲା ବେଳେ ସିକ୍ୟୁରିଟି ଷ୍ଟାଫ ତାଙ୍କୁ ଦେଖିଦେଲେ।

ମହିଳା ଜଣକର ଏହି କାମକୁ ମାର୍କେଟର ଅନ୍ୟ ଲୋକମାନେ ମଧ୍ୟ ଦେଖିଲେ। କିନ୍ତୁ କେହି ବୁଝି ପାରିଲେ ନାହିଁ କି ମହିଳା ଜଣକ ବାରମ୍ବାର ନିଜର ପୋଷାକ କାହିଁକି ଟେକୁଥିଲା? କିଛି ଲୋକଙ୍କୁ ଲାଗିଲା କି କାଳେ ତାଙ୍କ ଡ୍ରେସ ରେ କିଛି ଅସୁବିଧା ଅଛି।

ପ୍ରାୟତଃ ବହୁତ ଡେରି ରେ ଚିନ୍ତା କରିବା ପରେ ସିକ୍ୟୁରିଟି କୁ ବୁଝା ପଡ଼ିଲା କି ସେ ମହିଳା ଜଣକ ଚୋରି କରୁଥିଲା। ବୁଲି ବୁଲି ମହିଳା ଜଣକ ଜିନିଷ ଉଠାଉ ଥିଲା ଓ ତାହା ପରେ ନିଜ ଅଣ୍ଡରଓୟାରରେ ପୁରାଉ ଥିଲା।

ଏହି ଘଟଣା ୫ ଅକ୍ଟୋବର ରେ ସାମ୍ନାକୁ ଆସିଛି। ଯେତେବେଳେ ସନ୍ଧ୍ୟାରେ ଜିନିଷ ଆସିଲା ସେତେବେଳେ ସେ ମହିଳା ଜଣକ ସେଠି ଚୋରି କରିବା ଆରମ୍ଭ କଲା। ଷ୍ଟାଫ ତାଙ୍କୁ ଦେଖି ଦେଲେ ଓ ପୁଣି ତାଙ୍କର ଚେିକିଂ ଆରମ୍ଭ କଲେ। ଷ୍ଟାଫ ତାଙ୍କ ପେଟରୁ କେତେ ଜିନିସ ବାହାର କଲା।

ମହିଳା ଜଣକର ମ୍ୟାଜିକାଲ ଅଣ୍ଡରଓୟାରରୁ ଷ୍ଟାଫ ସସ୍ ଓ ସାବୁନ ବାହାର କଲା। ସେ ଫ୍ରିଜ ରୁ ମିଠାର ପ୍ୟାକେଟ ବାହାର କରି ପେଟ ରେ ପୁରାଉ ଥିଲା।

ଏବେ ସୋସିଆଲ ମିଡିଆରେ ତାହାର ଭିଡିଓ ଭାଇରାଲ ହେଉଛି। କେତେ ଲୋକ ଲେଖିଲେ କି ମହିଳା ଜଣକ ମ୍ୟାଜିକାଲ ଅଣ୍ଡରଓୟାର ପିନ୍ଧିଥିଲା, ଯାହା ଭିତରେ ମହିଳା ଜଣକ ଗୋଟେ ପରେ ଗୋଟେ ଏତେ ଜିନିଷ ପୁରାଉ ଥିଲା। କିନ୍ତୁ ସେ ଧରା ପଡିଗଲା।

Leave a Reply

Your email address will not be published. Required fields are marked *