ହାତ ଗୋଡ଼ରେ କଷ୍ଟ, ଅଣ୍ଟା ବିନ୍ଧା, ପେଟର କଷ୍ଟ ଭଳି ସମସ୍ୟା ୯୦ ବର୍ଷ ପର୍ଯ୍ୟନ୍ତ ରହିବ ନାହିଁ, ମାତ୍ର ୨ ଥର ବ୍ୟବହାର କରନ୍ତୁ ଏହି ଜିନିଷ

ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଏମିତି ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ ଦ୍ୱାରା ଆପଣଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ଦୂର ହୋଇଯିବ। ଦୁର୍ବଳତା ଲାଗିବା ବା ଶରୀରରେ ଯଦି କଷ୍ଟ ଅନୁଭବ ହେଉଛି, ଶୋଇକି ଉଠିବା ଦ୍ୱାରା ଯଦି ଏନର୍ଜୀ ଲେଶନ ଅନୁଭବ କରିବା ଏମିତି ଅନେକ ପ୍ରକାରର ସମସ୍ୟା ଏହାର ସେବନ ଦ୍ୱାରା ଦୂର ହୋଇଥାଏ। ଏହାର ସେବନ ଦ୍ୱାରା ଆପଣ ୫୦ ବର୍ଷ ବୟସରେ ବି ୨୫ ବର୍ଷ ଭଳି ଅନୁଭବ କରିବେ। ଆଜି ଆମେ ଆପଣ ମାନଙ୍କୁ ଏମିତି ଘରୋଇ ସାମଗ୍ରୀର ଏମିତି ଏକ ଟ୍ରିପର ଉପଚାର ନେଇ ଆସିଛୁ ଯାହାର ସେବନ ଦ୍ୱାରା ଆପଣ ନିଜ ଶରୀରକୁ ସବୁଦିନ ପାଇଁ ସୁସ୍ଥ ରଖିପାରିବେ। ଆସନ୍ତୁ ଜାଣିବା କେମିତି ଏହାକୁ ବନେଇବେ ଏବଂ ଆପଣ ଏହାର ସେବନ କେମିତି କରିବେ।

କ୍ଷୀର:

ଏକ ଗ୍ଲାସ ଉଷୁମ କ୍ଷୀର ନିଅନ୍ତୁ ଯଦି ଆପଣ ଚାହିଁବେ ଅଧ ଗ୍ଲାସ କ୍ଷୀର ମଧ୍ୟ ନେଇପାରିବେ।

ପାନ ମହୁରୀ:

ଏହା ପରେ ପାନ ମହୁରୀ ନିଅନ୍ତୁ, ପାନମହୁରୀ ଆପଣଙ୍କୁ ନିଜ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ। ଆପଣଙ୍କୁ ଏକ ଚାମଚ ପାନମହୁରୀ ନେବାକୁ ପଡିବ। ଆପଣ ମାନେ ଜାଣିଥିବେ ପାନ ମହୁରୀ ଆମ ପେଟ ଏବଂ ହଜମ ପାଇଁ  କେତେ ଅଧିକ ଲାଭଦାୟକ ଅଟେ। ପେଟକୁ ଥଣ୍ଡା ରଖିବା ପାଇଁ, ଗ୍ୟାସକୁ ଦୂର କରିବା ପାଇଁ, ପାନ ମହୁରୀ ବହୁତ ଅଧିକ ଲାଭଦାୟକ ଅଟେ। କ୍ଷୀରରେ ପାନ ମହୁରୀ ମିଶେଇ ସେବନ କରିବା ଦ୍ୱାରା ଆପଣ ଦେଖିବେ  ଆପଣଙ୍କୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ।

ଏହା ପରେ ଆବଶ୍ୟକ ଅଳ୍ପ ଅଦା ଆପଣ ଏହାକୁ ସପ୍ତାହରେ ଥରେ କିମ୍ବା ଦୁଇ ଥର ସେବନ କରନ୍ତୁ। ଦେଖିବେ ଆପଣଙ୍କ ଶରୀରକୁ ଏମିତି ଏନର୍ଜୀ ମିଳିବ ଯାହା ଆପଣ କେବେବି କଳ୍ପନା ବି ମଧ୍ୟ କରିନଥିବେ।

ପ୍ରଥମେ ଆପଣ ଏହି କ୍ଷୀରରେ ଏକ ଚାମଚ ପାନ ମହୁରୀ ମିଶାନ୍ତୁ। ଏହା ପରେ ଏକ ଇଞ୍ଚର ଅଦାକୁ ଛେଞ୍ଚୀ  ଏହି କ୍ଷୀରରେ ମିଶାନ୍ତୁ। ଏହା ପିଲାଙ୍କଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ। ଏହି ମିଶ୍ରିତ କ୍ଷୀରକୁ ଦୁଇ ମିନିଟ ଗ୍ୟାସରେ ବସେଇ ଭଲ ଭାବରେ ଫୁଟାନ୍ତୁ। ଯେମିତି ପାନ ମହୁରୀ ଏବଂ ଅଦାର ପୋଷକ ତତ୍ୱ କ୍ଷୀରକୁ ଆସିଯିବ। ଦେଖିବେ କ୍ଷୀରର ରଙ୍ଗ ବଦଳିବାକୁ ଲାଗିବ। ବନ୍ଧୁଗଣ ସବୁଠୁ ଭଲ କଥା ହେଲା ଏହାର କେତେବେଳେବି ସେବନ କରିପାରିବେ।

ଏହା ଦ୍ବାରା ଦୁର୍ବଳତା, ଆଣ୍ଠୁ ଗଣ୍ଠିର କଷ୍ଟ , ଅଣ୍ଟା ବିନ୍ଧା, ମୁଣ୍ଡ ବିନ୍ଧା, ଛାତିର ଜ୍ଵଳନ, ଛାତି ବିନ୍ଧିବା, ଏବଂ ପେଟ ଯଦି ଖରାପ ଥାଏ ତେବେ ଏହିଭଳି ସମସ୍ତ ସମସ୍ୟା ପାଇଁ ଏହା ବହୁତ ଅଧିକ ଲାଭଦାୟକ ଅଟେ। ଦୁଇ ମିନିଟ ପରେ ଏହାକୁ ଗ୍ୟାସରୁ ଓଲ୍ହାଇ ଛାଣି ନିଅନ୍ତୁ। ଏବେ ଆପଣ ଏଥିରେ ମିଶ୍ରିକୁ ଗୁଣ୍ଡ କରି ମିଶାନ୍ତୁ,ଯଦି ମିଶ୍ରି ନଥାଏ ତାହେଲେ ଏଥିରେ ଚିନିକୁ ମଧ୍ୟ ଗୁଣ୍ଡ କରି ମିଶେଇ ପାରିବେ। ଯଦି ମିଠା ଖାଇବା ପସନ୍ଦ ନିହେଁ ତେବେ ଏଥିରେ ଆପଣ କିଛି ନମିଶେଇ ମଧ୍ୟ ପିଇ ପାରିବେ। ବିନା ମିଶ୍ରିରେ ମଧ୍ୟ ଏହା ଆପଣଙ୍କ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏହାର ଆପଣ ସେବନ କରନ୍ତୁ ଦେଖିବେ ଆପଣଙ୍କୁ ଏହାର ଚମତ୍କାର ଫାଇଦା କେମିତି ମିଳିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *