କେବଳ ତବୁ ନୁହେଁ, ଅଜୟ ଦେବଗନଙ୍କ ସାଳି ଓ ରାନୀ ମୁଖାର୍ଜୀଙ୍କ ଦିଅର ପର୍ଯ୍ୟନ୍ତ, ଏହି 11 ଜଣ ସେଲିବ୍ରିଟି ଜୀବନ ସାଥୀକୁ ଅପେକ୍ଷା କରିଛନ୍ତି |

ବଲିଉଡ ଅକ୍ଟର ତବ୍ବୁ ଏବେ ୪୯ ବର୍ଷ ବୟସ ର ହୋଇ ଗଲେଣି। ତାଙ୍କର ଜନ୍ମ ୧୯୭୧ ମସିହା ନଭେମ୍ବର ୪ ରେ ହାଇଦ୍ରାବାଦ ରେ ହୋଇଥିଲା। ତବ୍ବୁ ଙ୍କର ଅସଲି ନାମ ତବସ୍ସୁମ ହାଶମୀ । ୮୦ ଏବଂ ୯୦ ଶଦକ ର ଆକ୍ଟର ଫରାହ ନାଜ ତାଙ୍କର ବଡ ଭଉଣୀ। ସେ ଓ୍ବେଟ୍ରନ ଆକ୍ଟ୍ରସେ ଶବନା ଆଜମୀ ଏବଂ ବାବା ଆଜମୀ ଙ୍କ ଝିଆରି। ଫିଲ୍ମ ବୈଗ୍ରାଉଣ୍ଡର ହୋଇଥିବାରୁ ତବ୍ବୁ ଛୋଟ ବେଳୁ ଆକ୍ଟିଙ୍ଗ କରିବା ପାଇଁ ଆଗ୍ରହୀ ଥିଲେ। ସେ ୧୪ ବର୍ଷ ବୟସ ରେ ଦେବାନ୍ଦଙ୍କ ଫିଲ୍ମ ହମ ନୌଜବାନରେ କାମ କରିଥିଲେ। କେତେକ ସୁପର ହିଟ ଫିଲ୍ମରେ କାମ କରିଥିବା ତବ୍ବୁ ଏ ପର୍ଯ୍ୟନ୍ତ ବିବାହ କରି ନାହଁନ୍ତି ଏବଂ ଏହାର ଦୋଷି ସେ ନିଜର ସାଙ୍ଗ ଅଜୟ ଦେବଗନ କହୁଛନ୍ତି। ଏକ ଇନ୍ଟ୍ରବ୍ୟୁ ରେ ସେ କହିଥିଲେ କି ଅଜୟଙ୍କ ପାଇଁ ସେ ଆଜି କୁଆଁରୀ ଅଛନ୍ତି। ଅଜୟ ତାଙ୍କର ବିବାହ ହେବାକୁ ଦେଇ ନଥିଲେ। ବଲିଉଡରେ କେବଳ ତବ୍ବୁ ନୁହଁନ୍ତି ଆଉ କେତେକ ଆକ୍ଟର ମଧ୍ୟ ଅଛନ୍ତି ଯେଉଁମାନେ ନିଜର ଲାଇଫି ପାର୍ଟନରର ଅପେକ୍ଷାରେ ଅଛନ୍ତି। ଏମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ୪୦, ୫୦ ବର୍ଷ ପାର କରିଗଲାଣି।

୫୪ ବର୍ଷ ବୟସ ର ସଲମାନ ଙ୍କର କେତେ ଜଣକ ସହ ଆଫୟାର ଥିଲା କିନ୍ତୁ ରିୟଲ ଲାଇଫର ଯୋଡି କାହା ସହ ହୋଇ ପାରି ନାହିଁ। ଆଜି ବି ସେ ନିଜର ଲାଇଫି ପାର୍ଟନର ର ଅପେକ୍ଷାରେ ରହିଛନ୍ତି। ୧୯୯୦ ରେ ଫିଲ୍ମ ବାଗୀରେ ଏଣ୍ଟ୍ରି କରିଥିବା ନଗମା ମଧ୍ୟ ଏ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି। ତାଙ୍କର ବୟସ ୪୫ ବର୍ଷ। ସେ ବଲିଉଡ ବ୍ୟତିତ ତାମିଲି,ବଙ୍ଗଳା,ଭୋଜପୁରି।କନ୍ନଡ, ତେଲୁଗୁ ଏବଂ ପଞ୍ଜାବି ଫିଲ୍ମ ରେ ମଧ୍ୟ କାମ କରିଛନ୍ତି।

ମିସ ୟୁନିବର୍ସ ଙ୍କ ସୁନ୍ଦରତା ସମସ୍ତେ ଦିଓ୍ବାନା ଅଟନ୍ତି । କିନ୍ତୁ ସୁଶ୍ମିତା ମଧ୍ୟ ଏ ପର୍ଯ୍ୟନ୍ତ ବିବାହ କରି ନହାଁନ୍ତି। ତାଙ୍କୁ କେତେକ ହିଟ ଫିଲ୍ମ ରେ ଦେଖେ ଯାଇଛି। ବିଓ୍ବି ନମ୍ବର ଓ୍ବାନ,ମେଁ ହୁଁ ନା, କ୍ୟୁଁ କି ମେଁ ଝୁଟ ନେହିଁ ବୋଲତା ପରି ଫିଲ୍ମ ରେ ସେ କାମ କରିଛନ୍ତି। ୪୪ ବର୍ଷ ବୟସ ର ସୁଶ୍ମିତା ଙ୍କର ପାକିସ୍ଥାନ କ୍ରିକେଟର ବସୀମ ଅକରମ ଙ୍କ ନାଁ ଯୋଡା ଯାଇଥିଲା।

ଆକ୍ଟର ବିନୋଦ ଖନ୍ନାଙ୍କ ପୁଅ ଅକ୍ଷୟ ଖନ୍ନା ମଧ୍ୟ ଏ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି। ତାଙ୍କର ବୟସ ୪୫ ବର୍ଷ। ଅକ୍ଷୟ ଆଜି ମଧ୍ୟ ଫିଲ୍ମ ର ନେଗେଟିଭ୍ ଏବଂ ସପୋଟିଙ୍ଗ ରୋଲ ରେ ଦେଖିବାକୁ ମିଳୁଛି।

ଫିଲ୍ମ କହୋନା ପ୍ୟାର ହେ ଏବଂ ଗଦର ଭଳି ଫିଲ୍ମ କରିଥିବା ଅମିଷା ପଟେ ମଧ୍ୟ ଏ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି। କେତେକ ଫଟୋ କୁ ନେଇ ତାଙ୍କୁ ଟ୍ରୋଲ କରାଯାଇଛି। ୪୪ ବର୍ଷ ବୟସ ର ଅମିଷା ଙ୍କୁ ଏବେ କମ ଫିଲ୍ମ ରେ ଦେଖିବାକୁ ମିଳୁଛି।

ଟିଭି ର ଡ୍ରାମା କୁଇନ ନାମରେ ଫେମସ ଏକତା କାପୁର ୪୫ ବର୍ଷ ବୟସ ର ହୋଇ ଗଲେଣି। ତାଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଲାଇଫ ପାର୍ଟନର ମିଳି ନାହିଁ। କୁହାଯାଉଛି କି ସେ ସରୋଗେସି ଏକ ପୁଅ ର ମା ହୋଇଛନ୍ତି।

ଅଯୟ ଦେବଗନ ଙ୍କ ସାଳୀ ତନିଷା ମୁଖାର୍ଜୀ ୪୨ ବର୍ଷ ର ଅଟନ୍ତି। ସେ ମଧ୍ୟ ଏପର୍ଯ୍ୟନ୍ତ କୁଆଁରୀ ଅଛନ୍ତି। ଫିଲ୍ମ ରୁ ଦୂର ରେ ଥିବା ତନିଷା ମଧ୍ୟ ନିଜର ଜୀବନ ସାଥି ଙ୍କ ଅପେକ୍ଷା ରେ ଅଛନ୍ତି।

ରାନୀ ମୁଖାର୍ଜୀ ଙ୍କ ଦିଅର ଏବଂ ୟଶ ଚୋପରା ଙ୍କ ସାନ ପୁଅ ଉଦୟ ଚୋପରା ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଝିଅ କୁ ନିଜର ଜୀବନ ସାଥି ବନେଇ ନାହାଁନ୍ତି। ୪୭ ବର୍ଷ ବୟସ ର ଉଦୟ ଜାଜାବର ଜୀବନ ବିତାଉ ଛନ୍ତି।

୪୮ ବର୍ଷ ବୟସ ର ଫିଲ୍ମମେକର କରନ ଜୌହର ଏବେ ଯାଏ ସିଙ୍ଗିଲ ଅଛନ୍ତି। କିନ୍ତୁ ତାଙ୍କୁ ଆକ୍ଟର ଟ୍ବିଂକିଲ ଖନ୍ନା ପସନ୍ଦ ଥିଲେ ଏବଂ ସେ ତାଙ୍କୁ ଅଫର ମଧ୍ୟ କରି ଥିଲେ। କିନ୍ତୁ ଟ୍ବୁଂକିଲ ପ୍ରପୋଜାଲ କୁ ମନା କରି ଦେଇଥିଲେ।

ଜାଓ୍ବେଦ ଅଖତର ଙ୍କ ଝିଅ ଏବଂ ଫରାନ ଅଖତର ଙ୍କ ଭଉଣୀ ଜୋୟା ଅଖତର ବି ବିବାହ କରି ନାହଁନ୍ତି। ତାଙ୍କର ବୟସ ୪୮ ବର୍ଷ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *