30 ବର୍ଷ ପରେ ଏହି ସାତ ଟି ଜିନିଷ ନଖାଇଲେ ଭଲ, ସ୍ୱାସ୍ଥ୍ୟ ପାଇଁ ଏହା ହାନିକାରକ

ତିରିଶି ବର୍ଷ ପରେ ଶରୀରରେ ଆଉ ଆଗ ଭଳି ଫୁର୍ତ୍ତି ନଥାଏ। ବୟସର ଏହି ସ୍ତର ରେ ମହିଳା ଏବଂ ପୁରୁଷ ଙ୍କ ଶରୀର ଏମିତି ବଦଳିଥାଏ ଯାହା କାରଣରୁ ଫିଟ ରହିବା ଅସମ୍ଭବ ହୋଇଯାଇଥାଏ। ହରମୋନ ରେ ଆସିଥିବା ଏହି ଅସୁବିଧା କାରଣ ରୁ ଆଖିରୁ ରଶ୍ମି, ଧଳା ଚୁଟି, କମ ଫୁର୍ତ୍ତି ଏବଂ ଚେହେରା ରେ ଝୁରିଆ ସଫା ଦେଖା ଯାଇଥାଏ। ଏଜିଙ୍ଗ ଏବଂ ନ୍ୟୁଟ୍ରିସନ ର ଵୈଜ୍ଞାନିକ ଏହାର ପଛରେ ଖାଇବା ପିଇବାର ବଡ଼ ଭୂମିକା ମାନିଛନ୍ତି। ଏକ୍ସପୋର୍ଟ କହିବା ଅନୁଯାଇ ତିରିଶି ବର୍ଷ ହେବା ମାତ୍ରେ ହିଁ ନିଜର ଡାଇଟ ରୁ କିଛି ଜିନିଷ କୁ ଦୂରେଇ ଦେବା ଦରକାର।

google

କେମ୍ବ୍ରିଜ ୟୁନିଭରସିଟି ର ତଥ୍ୟ ମୁତାବକ ଗୋଟେ ଲୋକ ଗୋଟିଏ ଦିନରେ ୨୩୦୦ ମିଲି ଗ୍ରାମ ରୁ ଅଧିକ ସୋଡିୟମ ଖାଇବା ଜରୁରୀ। ଯେତେବେଳେ ବଜାର ରେ ମିଳୁଥିବା ପ୍ରସିଦ୍ଧ କ୍ୟାନସୁପ ର ଏକ ସରବିଗ ରେ ଦିନମାନ ଦିଆଯାଉଥିବା ସୋଡ଼ିୟମ ର ମାତ୍ର ୪୦ ପ୍ରତିଶତ ହୋଇଥାଏ।ଏହା ସ୍କିନ ଏଜିଙ୍ଗ ଏବଂ ବ୍ଲଡ଼ ପ୍ରେସର ର ଘାତକ ହୋଇଥାଏ।

google

ତିରିଶି ବର୍ଷ ରେ ପହଞ୍ଚିବା ମାତ୍ରେ ହିଁ ଅଧିକ ମିଠା ଏବଂ କାବର୍ସ ରେ ଖାଇବାରେ ସଂଯୋଗ ରଖିବାକୁ ପଡ଼ିବ। ଡାଇଟସିଆନ ମାର୍ଥେ ମାଟ୍ରିକ କହିଛନ୍ତି କି ବଢୁଥିବା ବୟସ ସହିତ ମଣିଷର ନିଦ ଧୀରେ ଧୀରେ କମ ହେବାକୁ ଲାଗିଥାଏ ଏବଂ ସେ ଦିନରେ ଅଧିକ ସୁଗାର କାରର୍ସ ସେବନ କରିବାକୁ ଲାଗିଥାଏ, ଯେଉଁଥିପାଇଁ ଅଧିକ ମୋଟା ହେବାକୁ ଲାଗିଥାଏ।

ବୈଜ୍ଞାନିକ କହିବା ଅନୁଯାଇ ଦିନ ଭାରି UV (altraviolet) କିରଣ ର ସମ୍ପର୍କ ରେ ଆସି ଆମର ତ୍ବୋଚା ଖରାପ ହୋଇଥାଏ। ହେଲେବି ରାତିରେ ଶୋଇବା ସମୟରେ ଆମର କୋଷ ଏହାକୁ ଠିକ୍ କରି ଦେଇଥାଏ। କାଫେନେଟେଡ ଡ୍ରିଙ୍କସ ଆମର ଶୋଇବାକୁ ଖରାପ କରିଦେଇଥାଏ ଏବଂ ଏହି କାରଣରୁ ଶୋଇବା ସମୟରେ କାମ କରୁଥିବା କୋଷ ଯେଉଁ ଖରାପ ହୋଇଥାଏ ତାକୁ ଭଲ କରି ପାରି ନଥାଏ।

google

ବ୍ରେକଫାଷ୍ଟ ରେ ବ୍ୟବହାର କରାଯାଉଥିବା ମଇଦା ରୁ ତିଆରି ଧଳା ବ୍ରେଡ ଦେହ ପାଇଁ କ୍ଷତି କାରକ ହୋଇଥାଏ।ଏଥିରେ ସୁଗାର, କାବର୍ସ ଏବଂ ଫ୍ୟାଟ ବହୁତ ଅଧିକ ମାତ୍ରାରେ ଥାଏ। ଏହା କେବଳ କବଜ, ଡାଇଜେସନ ର ସମସ୍ୟା ବଢାଇ ନଥାଏ ଆହୁରି ଆନ୍ତୋ ପାଇଁ ମଧ୍ୟ ହାନିକାରକ ହୋଇଥାଏ।

google

ବଢୁଥିବା ବୟସ ସାଙ୍ଗରେ ମଣିଷ ର ଡାଇଜେସନ ସିଷ୍ଟମ୍ ମଧ୍ୟ କମଜୋର ହୋଇଯାଇଥାଏ।ତିରିଶି ବର୍ଷ ପରେ ଅଧିକ ଲୋକ ଖେଳ ଏବଂ ଅନ୍ୟ ଫିଜିକାଲ ଆକ୍ଟଭିଟ କରିନଥାନ୍ତି।ଏମିତି ବି ଡିପଫ୍ରାଏ ଏବଂ ଜଙ୍ଗ ଫୁଡ କୁ ପଚନ କରିବାରେ ଅସୁବିଧା ହୋଇଥାଏ। ଏହାର ପ୍ରଭାବ ଆପଣଙ୍କ ଚୁଟି, ସ୍କିନ ଏବଂ ଆପଣଙ୍କ ଶରୀର ର ଅନ୍ୟ ଭାଗରେ ମଧ୍ୟ ଦେଖାଯାଇଥାଏ।

google

ତିରିଶି ବର୍ଷ ପରେ ମଣିଷ ର କିଡନୀ, ଲିଭର ଭଳି ପ୍ରମୁଖ ଅଙ୍ଗ ଧୀରେ ଧୀରେ ମଳିନ ପଡ଼ିବାକୁ ଲାଗିଥାଏ।ଏହି କାରଣରୁ ତିରିଶି ବର୍ଷ ପରେ ଲୋକମାନଙ୍କର ଏଥିରେ ଜଡିତ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ।ଏଥି ପାଇଁ ଆପଣଙ୍କୁ ମଦ ସେବନ କରିବା ବିଲକୁଲ ବନ୍ଦ କରିବାକୁ ପଡ଼ିଥାଏ। ମଦ କେବଳ ଆପଣଙ୍କ କିଡନୀ ଏବଂ ଲିଭର୍ ଖରାପ କରି ନଥାଏ ବରଂ ମୋଟା, ଡାଇବେଟିସ ଭଳି ଗମ୍ଭୀର ରୋଗ କରାଇ ଦେଇଥାଏ।

google

ଯଦି ଆମିଷ ପ୍ରିୟ ତ ଆପଣ କିଛି ସତର୍କ ରହିବାକୁ ପଡ଼ିବ।ପ୍ରକୃତ ରେ ନନଭେଜ ଏକ ହେଭି ଡାଇଟ ଅଟେ।ଯାହା ଶରୀରରେ ବଢୁଥିବା ବୟସ ଅନୁଯାଇ ଏହାକୁ ପଚନ କରିବା ମୁସ୍କିଲ ହୋଇଯାଇଥାଏ।ଏହାର ପ୍ରତିଦିନ ଡାଇଟ ଆପଣଙ୍କୁ ରୋଗରେ ମଧ୍ୟ ପକାଇ ପରେ।ରେଡମିଟ ଏବଂ ପ୍ରୋଷେଡମିଟ ଠାରୁ ଆପଣଙ୍କୁ ଦୂରେଇ ରଖିବା ଉଚିତ। ଯଦି ଆପଣ ଚାହିଁବେ ଏହାର ଜାଗାରେ ସାଲମନ ଫିସ ର ବ୍ୟବହାର ମଧ୍ୟ କରିପାରିବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *