ବଲିଉଡର ଏହି ସ୍ଟାର ମାନେ ଲଭ ମ୍ୟାରେଜକୁ ଛାଡି କରିଥିଲେ ଆରେଞ୍ଜ ମ୍ୟାରେଜ, ନାଁ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ ଏବଂ ସାଉଥର ସୁପରଷ୍ଟାର ଧନୁଷ ତାମିଲି ର୍ନିଦେଶକ ଏବଂ ର୍ନିମାତା କସ୍ତୁରୀ ରାଜାଙ୍କର ପୁଅ ଅଟନ୍ତି। ଧନୁଷ ରଜନୀକାନ୍ତଙ୍କ ଝିଅ ସହ ଆରେଞ୍ଜ ମ୍ୟାରେଜ କରିଛନ୍ତି।

ବଲିଉଡ ଆକ୍ଟ୍ରସେ ମାଧୁରୀ ଦିକ୍ଷୀତି ରାମ ନେନେଙ୍କ ସହ ଆରେଞ୍ଜ ମ୍ୟାରେଜ କରିଛନ୍ତି। ସଞ୍ଜୟ ଦତ୍ତଙ୍କ ସହ ବ୍ରେକପ୍ ପରେ ମାଧୁରୀ ଆରେଞ୍ଜ କରିବାର ନିସ୍ପତି ନେଇଥିଲେ।

ଶାହିଦ କାପୁର ବଲିଉଡର କେତେକ ଆକ୍ଟ୍ରସେ ମାନଙ୍କ ସହ ପ୍ରେମ ସମ୍ପର୍କରେ ରହି ସାରିଛନ୍ତି। କିନ୍ତୁ ତାଙ୍କର ମୀରା ରାଜପୂତଙ୍କ ସହ ୨୦୧୫ରେ ଆରେଞ୍ଜ ମ୍ୟାରେଜ ହୋଇଥିଲା।

ଆକ୍ଟର ନୀଲ ନିତନୀ ମୁକେଶ ୨୦୧୭ ଫେବୃଆରୀ ୯କୁ ଉଦୟପୁରର ରୁକ୍ମିଣୀଙ୍କ ସହ ଆରେଞ୍ଜ ମ୍ୟାରେଜ କରିଥିଲେ। ନୀଲ ନିତୀନ ମୁକେଶ ଏବଂ ରୁକ୍ମିଣୀ ଡେସ୍ଟିନେଷନ ମ୍ୟାରେଜ କରିଥିଲେ।

ରାକେଶ ରୋଶନ ପିଙ୍କି ଙ୍କ ସହିତ ପୁରା ନୀତି ନିୟମରେ ଆରେଞ୍ଜ ମ୍ୟାରେଜ କରିଥିଲେ। ପିଙ୍କି ବଲିଉଡର ଜଣାଶୁଣା ର୍ନିଦେଶକ ଏବଂ ର୍ନିମାତା ଜେ ଓମ ପ୍ରକାଶଙ୍କର ଝିଅ।

ବଲିଉଡର ଦିଗଜ ଦିବଂଗତ ଅଭିନେତା ଶମ୍ମୀ କାପୁର ୧୯୬୯ରେ ନୀଲା ଦେବୀଙ୍କ ସହିତ ଆରେଞ୍ଜ ମ୍ୟାରେଜ କରିଥିଲେ।

ନିକିତିନ ଧିର ଆକ୍ଟ୍ରସେ କୃତୀକା ସେଙ୍ଗରଙ୍କ ସହିତ ଆରେଞ୍ଜ ମ୍ୟାରେଜ କରିଥିଲେ। ନିକିତିନଙ୍କ ବାପା ତାଙ୍କ ପାଇଁ କୃତୀକାକୁ ପସନ୍ଦ କରିଥିଲେ।

ବିବେକ ଓବରୟଙ୍କ ପ୍ରେମ ସମ୍ପର୍କ ଐଶ୍ବର୍ୟାଙ୍କ ସହିତ ଥିଲା। ବିବେକ ପ୍ରିୟଙ୍କା ଅଲ୍ବାଙ୍କ ସହ ଆରେଞ୍ଜ ମ୍ୟାରେଜ କରିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *