ଏହି ଚର୍ଚ୍ଚିତ ଅଭିନେତ୍ରୀମାନେ Oops ମୋମେଣ୍ଡର ହୋଇଥିଲେ ଶିକାର, ଟ୍ରାନ୍ସପରେଣ୍ଟ ଡ୍ରେସ ପାଇଁ ହେବାକୁ ପଡିଲା ଲଜ୍ଜିତ

ବଲିଉଡର ହସିନାମାନଙ୍କ ସୁନ୍ଦରତା ଦେଖିବା ଯୋଗ୍ୟ ଅଟେ। ବଲିଉଡରେ ଏମିତି କେତେକ ଅଭିନେତ୍ରୀ ଅଛନ୍ତି ଯେ ନିଜର ସୁନ୍ଦରତାରେ କେତେକ ଲୋକମାନଙ୍କୁ ସେ ତାଙ୍କର ଦିଓ୍ବାନା ବନେଇଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରିର ଏହି ହିରୋଇନ ମାନେ ନିଜର ଫ୍ୟାସନ ପାଇଁ ବହୁୁତ ଚର୍ଚିତ। ସୁନ୍ଦରତା ବିଷୟରେ ଏହି ବଲିଉଡର ଅଭିନେତ୍ରୀ ହଲିଉଡ ଅଭିନେତ୍ରୀ ମାନଙ୍କୁ ମଧ୍ୟ ହରାଇ ଦେବେ।

ବଲିଉଡରେ ଏପରି କେତେକ ହିରୋଇନ ଅଛନ୍ତି ଯିଏ ନିଜର ଫ୍ୟାସନ ସେନ୍ସ ଏବଂ ଆକର୍ଷକ ଡ୍ରେସେସକୁ ନେଇ ବହୁତ ଫେମସ ହୋଇଥାନ୍ତି , କିନ୍ତୁ କେତେ ଥର ଏହି ଅଭିନେତ୍ରୀ ମାନଙ୍କ ଡ୍ରେସ ତାଙ୍କୁ ଧୋକା ଦେଇଥାଏ । ଆଜ୍ଞା ହଁ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଉପ୍ସ ମୋମେଣ୍ଡର ଶିକାର ହୋଇଛନ୍ତି। ଆଜି ଆମେ ଏହି ଲେଖା ମାଧ୍ୟରେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ , ଯେତେବେଳେ କ୍ୟାମେରାର ନଜର ତାଙ୍କ ଡ୍ରେସ ଉପରେ ଥିଲା ସେତେବେଳେ ତାଙ୍କ ଡ୍ରେସ ତାଙ୍କୁ ଧୋକା ଦଇଦେଲା।

ପ୍ରିୟଙ୍କା ଚୋପ୍ରା

ମିସ ଓ୍ବାଲ୍ଡର ଜିତି ଥିବା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପରା ବଲିଉଡର ସବୁଠାରୁ ମହଙ୍ଗା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ବଲି ମନା ଯାଇଥାଏ। ସେ ବଲିଉଡ ସହିତ ହଲିଉଡରେ ମଧ୍ୟ ନିଜର ଅଭିନୟର ଜାଦୁ ଦେଖାଇଛନ୍ତି। ପ୍ରିୟଙ୍କା ଚୋପରା ନିଜ ଫ୍ୟାସନରେ ହଲିଉଡ ଅଭିନେତ୍ରୀ ମାନଙ୍କୁ ମଧ୍ୟ ପଛରେ ପକେଇ ଦିଅନ୍ତି। ନିଜର ହଟକେ ଫ୍ୟାସନ ପାଇଁ ଫେମସ ଅଭିନେତ୍ରୀ ପ୍ରିୟଙ୍କା ଚୋପରା କେତେ ଥର ଉପ୍ସ ମୋମେଣ୍ଟର ଶିକାର ହୋଇଛନ୍ତି। ଥରେ ପ୍ରିୟଙ୍କା ବ୍ଲାକ ରଙ୍ଗର ଟ୍ରାନ୍ସପେରେଣ୍ଟ ଡ୍ରେସ ପିନ୍ଧିିଥିଲେ, ଯାହା ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ।

କ୍ୟାଟ୍ରିନା କ୍ୟାଫ।

ଫିଲ୍ମ ଅଭିନେତ୍ରୀ କ୍ୟାଟ୍ରିନା କ୍ୟାଫଙ୍କ ସୁନ୍ଦଳରତା ର ଲକ୍ଷ ଲକ୍ଷ ଲୋକ ଦିଓ୍ବାନା ଅଟନ୍ତି। ସେ ନିଜର ଟ୍ୟାଲେଣ୍ଟରେ ସମସ୍ତଙ୍କୁ ଦିଓ୍ବାନା କରିଛନ୍ତି। ବଲିଉଡ ଜଗତରେ କ୍ୟାଟ୍ରିନା କ୍ୟାଫ ନିଜର ଟ୍ୟାଲେଣ୍ଟ ପାଇଁ ବହୁତ ପରିଚିତ। ଏହି ମୋମେଣ୍ଟରେ ମଧ୍ୟ କ୍ୟାଟ୍ରିନାଙ୍କ ନାମ ମଧ୍ୟ ସାମିଲ ଅଛି। କ୍ୟାଟ୍ରିନା କ୍ୟାଫ ଟ୍ରାନ୍ସପେରେଣ୍ଟ ଟପ୍ସ ସହିତ ଏୟାରପୋର୍ଟରେ ସ୍ପଟ ହୋଇ ସାରିଛନ୍ତି , ଯାହାପାଇଁ ସେ ବହୁତ ଚର୍ଚ୍ଚାରେ ଆସିଥିଲେ।

କରିନା କାପୁର।

ବଲିଉଡ ଜଗତର ଫେମସ ହିରୋଇନ ମାନଙ୍କ ମଧ୍ୟରୁ ଜଣେ କରିନା କାପୁର ଅଟନ୍ତି। ସ୍ନେହରେ ଲୋକମାନେ ତାଙ୍କୁ ବେବୋ କୁହନ୍ତି। ସେ କେତେକ ଫିଲ୍ମରେ ଅତି ସୁନ୍ଦର ରୋଲ କରିଛନ୍ତି। କରିନା ପ୍ରଥମରୁ ହିଁ ତାଙ୍କ ଫ୍ୟାସନ ପାଇଁ ପରିଚିତ। କରିନା କାପୁର ମଧ୍ୟ କେତେକଥର ଉପ୍ସ ମୋମେଣ୍ଟର ଶିକାର ହୋଇଛନ୍ତି। କରିନା ଟ୍ରାନ୍ସପେରେଣ୍ଟ ଟପ ପିନ୍ଧିଥିଲେ।

ମଲ୍ଲିକା ଶେରାଓ୍ବତ।

ମଲ୍ଲିକା ଶେରାଓ୍ବତ ସର୍ବଦା ନିଜର ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚି ଅଟନ୍ତି। ମଲ୍ଲିକା ଏକ ଇଭେଣ୍ଟରେ ଟ୍ରାନ୍ସପେରେଣ୍ଟ ଏବଂ ବୋଲ୍ଡ ଡ୍ରେସ ପିନ୍ଧି ଆସିଥିଲେ , ଯେଉଁଥି ପାଇଁ ସେ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିଲେ।

ସୁଶ୍ମିତା ସେନ।

ବଲିଉଡ ଜଗତର ଫେମସ ଅଭିନେତ୍ରୀ ଏବଂ ପୂର୍ବତମ ମିସ ୟୂନିଭର୍ସ ଜିତି ଥିବା ଅଭିନେତ୍ରୀ ସୁଶ୍ମିତା ସେନ ସୁନ୍ଦରତାରେ କାହାଠାରୁ କମ ନୁହଁନ୍ତି। ଗୋଟିଏ ଇନ୍ଟ୍ରବ୍ୟୁରେ ଟ୍ରାନ୍ସପେରେଣ୍ଟ ଡ୍ରେସ ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା।

ସୋନାକ୍ଷୀ ସିନ୍ହା।

ବଲିଉଡର ଫେମସ ଅଭିନେତ୍ରୀ ଏକ ଇଭେଣ୍ଟରେ ଟ୍ରାନ୍ସପେରେଣ୍ଟ ଗାଉନ ପିନ୍ଧି ଯାଇଥିଲେ , ଯାହାପାଇଁ ସୋସିଆଲମିଡିଆରେ ଟ୍ରୋଲ ହେବାକୁ ପଡିଥିଲା। ସୋଶିଆଲ ମିଡିଆରେ ଲୋକମାନେ ସୋନାକ୍ଷୀଙ୍କୁ ଏହା ମଧ୍ୟ ପଚାରିଥିଲେ କି ଆପଣଙ୍କ ସଂସ୍କାର କୁଆଡେ ଗଲା।

ଦୀପିକା ପାଦୁକନ।

ଦୀପିକା ପାଦୁକନଙ୍କ ସୁନ୍ଦରତାର ଲକ୍ଷ ଲକ୍ଷ ଲୋକ ଦିଓ୍ବାନା ଅଟନ୍ତି। ଫ୍ୟାସନରେ ଦିପୀକା ସମସ୍ତଙ୍କ ଠାରୁ ବହୁତ ଆଗରେ। ଦୀପିକାଙ୍କୁ ଏୟାରପୋର୍ଟରୁ ବହାରୁଥିବା ସମୟରେ ଟ୍ରାନ୍ସପେରେଣ୍ଟ ଲୁକରେ ଦେଖିବାକୁ ମିଳିଥିଲେ।

ଶ୍ରଦ୍ଧା କାପୁର।

ଶ୍ରଦ୍ଧା କାପୁର ଏକ ଇଭେଣ୍ଟରେ ଟ୍ରାନ୍ସପେରେଣ୍ଟ ଡ୍ରେସ ପିନ୍ଧି ଆସିଥିଲେ ଯାହା ପାଇଁ ସେ ବହୁୁତ ଚର୍ଚ୍ଚାର ବିଷୟ ବନିଥିଲେ।

ଜାରିନ ଖାନ।

ଅଭିନେତ୍ରୀ ଜାରିନ ଖାନ ଏକ ଇଭେଣ୍ଟରେ ଟ୍ରାନ୍ସପେରେଣ୍ଟ ଡ୍ରେସ ପିନ୍ଧି ପହଁଚିଥିଲେ , ଯାହାପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥିଲା।

ସନୀ ଲିୟୋନ।

ଅଭିନେତ୍ରୀ ସନୀ ଲିୟୋନଙ୍କୁ କେତେ ଥର ସୋଶିଆଲ ମିଡିଆରେ ନିଜର କପଡା ପାଇଁ ଟ୍ରୋଲ ହେବାକୁ ପଡିଛି। ସନୀ ଲିୟୋନ ଏକ ଫଙ୍କସନରେ ବ୍ଲାକ ରଙ୍ଗର ଟ୍ରାନ୍ସପେରେଣ୍ଟ ଡ୍ରେସ୍ ପିନ୍ଧିଥିଲେ।

Leave a Reply

Your email address will not be published. Required fields are marked *