ମହିଳାଙ୍କ ବିନା ମନୁଷ୍ୟ ଜୀବନର କଳ୍ପନା କରିବା ମଧ୍ୟ ବହୁତ କଷ୍ଟସାଧ୍ୟ ଅଟେ। ମହିଳାମାନଙ୍କୁ ଘରର ଲକ୍ଷ୍ମୀ ମନାଯାଇ ଥାଏ। ଘରର ମହିଳା ହିଁ ହୋଇଥାନ୍ତି ଯେଉଁମାନେ ଘରକୁ ସ୍ଵର୍ଗ ବନେଇ ପାରନ୍ତି କିନ୍ତୁ ଯଦି ମହିଳା ଚାହିଁବ ତ ଘରକୁ ବିଗାଡି ମଧ୍ୟ ପାରିବ। ଆପଣ ସମସ୍ତେ ଏକ ଲୋକକଥା ତ ଶୁଣିଥିବେ କି ମହିଳାମାନଙ୍କ ସ୍ବଭାବକୁ ନିଜେ ଭଗବାନ ମଧ୍ୟ ବୁଝି ପାରନ୍ତି ନାହିଁ ତ ସାଧାରଣ ବ୍ୟକ୍ତି କ’ଣ ବୁଝିପାରିବେ।
ମହିଳାମାନେ ପରିବାର ବନେଇଥାନ୍ତି।ଏକ ହସ-ଖୁସିର ପରିବାର ପଛରେ ମହିଳାମାନଙ୍କର ବହୁତ ବଡ଼ ଯୋଗଦାନ ରହିଥାଏ। ଜଣେ ମହିଳା କାହାର ଝିଅ ହୋଇଥାଏ ତ କାହାର ସ୍ତ୍ରୀ ହୋଇଥାଏ ଏବଂ କାହାର ମାଆ ହୋଇଥାଏ। ଗୋଟିଏ ମହିଳାର ଅନେକ ପ୍ରକାର ରୂପ ଥାଏ, ଯାହାକୁ ଜାଣିବା ସାଧାରଣ ଲୋକଙ୍କ ପାଇଁ ସହଜ କଥା ନୁହେଁ। ଯଦି ଆପଣ ମଧ୍ୟ ମହିଳାମାନଙ୍କୁ ବୁଝିବା ପାଇଁ ଚାହୁଁଛନ୍ତି ତା’ହେଲେ ଏଥିପାଇଁ ଅଧିକ ମୁଣ୍ଡଖର୍ଚ୍ଚ କରିବାର ଆବଶ୍ୟକତା ପଡ଼ିବ ନାହିଁ। ମହିଳାମାନଙ୍କ ସହ ଯୋଡ଼ି ହୋଇଥିବା ସବୁ ରହସ୍ୟ ତାଙ୍କ ନିଜ ଶରୀରର ଏହି ତିନି ଅଙ୍ଗରେ ଲୁଚି ରହିଥାଏ।
ଯଦି ଆପଣ କୌଣସି ମହିଳାଙ୍କ ବିଷୟରେ କିଛି ଜାଣିବା ପାଇଁ ଇଛୁକ ଅଟନ୍ତି ତାହେଲେ ଆପଣଙ୍କୁ ତାଙ୍କ ଶରୀରର ଏହି ୩ଟି ଅଙ୍ଗ ଉପରେ ନଜର ଦେବାକୁ ହେବ। ଆଜି ଆମେ ଆପଣଙ୍କୁ ମହିଳାମାନଙ୍କର ଏମିତି ତିନିଅଙ୍ଗ ବିଷୟରେ ଜଣାଇବାକୁ ଯାଉଛୁ ଯାହା ତାଙ୍କ ସହିତ ଯୋଡି ହୋଇଥିବା ସମସ୍ତ ରହସ୍ୟକୁ ଖୋଲି ଦେଇଥାଏ।
ଓଠ
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆପଣ ମହିଳାମାନଙ୍କ ବ୍ୟବହାର ବିଷୟରେ ଜାଣିପାରିବେ। ଯେମିତି କି ଆମେ ସବୁଲୋକ ଜାଣିଛୁ କି ମହିଳାମାନଙ୍କ ଚେହେରା ଉପରେ ସବୁଠାରୁ ଆକର୍ଷଣୀୟ ଅଙ୍ଗ ତାଙ୍କ ଓଠ ହୋଇଥାଏ।ଆପଣ ମହିଳାମାନଙ୍କ ଓଠକୁ ଦେଖି ତାଙ୍କ ସ୍ଵଭାବ ଏବଂ ବ୍ୟକ୍ତିତ୍ବ ବିଷୟରେ ଜାଣିପାରିବେ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କ ଓଠ ନାଲି,ପତଳା, ଚିକ୍କଣ ଏବଂ ଭଲ ଆକାରର ହୋଇଥାଏ ସେହି ମହିଳା ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି। ଏହି ମହିଳା ନିଜ ସ୍ବାମୀଙ୍କ ପ୍ରେମକୁ ପ୍ରାପ୍ତ କରିଥାନ୍ତି। ଏହି ପ୍ରକାର ମହିଳାମାନଙ୍କର ବିବାହିତ ଜୀବନ ବହୁତ ଭଲରେ ଅତିବାହିତ ହୋଇଥାଏ। ଏହି ମହିଳାମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଯଦି କୌଣସି ମହିଳାଙ୍କ ତଳ ଓଠ ମୋଟା ଏବଂ କଳା ହୋଇଥାଏ ତାହେଲେ ଏହାକୁ ଠିକ ବୋଲି ମନାଯାଇ ନଥାଏ।ଏହାର ମାନେ ହେଉଛି କି ସେହି ମହିଳା ନିଜ ସ୍ବାମୀଙ୍କୁ ବହୁତ ଶୀଘ୍ର ହରେଇ ଦେଇଥାନ୍ତି।
ମହିଳାମାନଙ୍କ ଥୋଡିରେ ଡିମ୍ପଲ
ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ମହିଳାମାନଙ୍କ ଚେହେରାରେ ଥୋଡିର ଏକ ଅଲଗା ମହତ୍ତ୍ଵ ଥିବାର କୁହାଯାଇଛି। ମହିଳାମାନଙ୍କ ଥୋଡିରୁ ଆପଣ ତାଙ୍କ ବିଷୟରେ ବହୁତ ପ୍ରକାର ସୂଚନା ପାଇପାରିବେ। ଯଦି ମହିଳାମାନଙ୍କ ଥୋଡି ଉପରେ ଡିମ୍ପଲ ହୋଇଥାଏ ତାହେଲେ ଏହି ମହିଳା ମାନେ ଖୁସି ମିଜାଜ ଏବଂ ବିଶ୍ବସ୍ତ ବୋଲି ମନାଯାଇ ଥାନ୍ତି। ଏହି ମହିଳାମାନେ ସ୍ବଭାବରେ ବହୁତ ଦୟାଳୁ ହୋଇଥାନ୍ତି। ଯଦି କୌଣସି ମହିଳାଙ୍କ ଥୋଡି ଗୋଲ ହୋଇଥାଏ ତାହେଲେ ଏମିତି ମହିଳା ବହୁତ ଭାଗ୍ଯଶାଳୀ ବୋଲି କୁହାଯାଇଥାଏ। ଯେଉଁ ମହିଳାମାନଙ୍କର ଲମ୍ବା ଥୋଡି ହୋଇଥାଏ ସେମାନଙ୍କର ସାଂସାରିକ ସୁଖ ଆଡ଼କୁ ଧ୍ୟାନ ଅଧିକ ରହିଥାଏ। ଏମିତି ମହିଳାମାନଙ୍କ ଠାରୁ ସବୁବେଳେ ଦୂରରେ ରହିବା ଆବଶ୍ୟକ କାରଣ ସେମାନଙ୍କର ଗଣତି ଚରିତ୍ରହୀନ ମହିଳାମାନଙ୍କ ସହିତ କରାଯାଇଥାଏ।
ଭ୍ରୂଲତା
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଦେଖା ଯିବ ତ ଯେଉଁ ମହିଳାମାନଙ୍କର ଭ୍ରୂଲତା ଅବସ୍ଥିତି ଧନୁ ଆକାରର ହୋଇଥାଏ, ସେମାନେ ବହୁତ ସୁନ୍ଦର ଏବଂ ଚରିତ୍ରବାନ ହୋଇଥାନ୍ତି। ଏହାର ବିପରୀତରେ ଯଦି କୌଣସି ମହିଳାଙ୍କର ଭ୍ରୂଲତା ସିଧା ଲମ୍ବା ଏବଂ ମୋଟା ହୋଇଥାଏ ତାହେଲେ ଏହାକୁ ଠିକ ବୋଲି ମନାଯାଇ ନଥାଏ। ଯେଉଁ ମହିଳାମାନଙ୍କ ନାକ ଉପରେ ଦୁଇଟି ପାର୍ଶ୍ଵରୁ ଭ୍ରୂଲତା ମିଶିଥାଏ ଏମିତି ସ୍ତ୍ରୀମାନଙ୍କୁ ସ୍ଵାମୀ ସୁଖ ଅଧିକ ମିଳିପାରି ନଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।