ଏହି ସୁନ୍ଦରି ଝିଅ ପ୍ରଥମେ କରନ୍ତି ବନ୍ଧୁତା, ପୁଣି ନିଜ କାମକୁ ଦେଇଥାନ୍ତି ଏପରି ରୂପ, ପୋଲିସ କରୁଛି ବହୁତ ଦିନରୁ ଖୋଜ

ରାୟପୁର: ଛତିଶଗଡ ପୋଲିସମାନେ ଏକ ବହୁତସୁନ୍ଦର ଏବଂ ଉଚ୍ଚ ପ୍ରତିଷ୍ଠିତ ମହିଳାଙ୍କୁ ଗିରଫ କରିଛନ୍ତି ଯିଏ ତାଙ୍କର ଏକ ବନ୍ଧୁଙ୍କ ସହିତ ମିଶି ରାୟପୁର, ଦୁର୍ଗ-ଭିଲାଇ ଠାରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ଅଲଗା ଅଲଗା ନାମରେ ଜିମ, କ୍ଳବ ଏବଂ ଗାର୍ଲସ ହଷ୍ଟେଲ ପର୍ଯ୍ୟନ୍ତ ଡ୍ରଗସ ଏବଂ କୋକେନ ପ୍ରେରଣ କରୁଥିଲେ।

ମୁମ୍ବାଇ ପର୍ଯ୍ୟନ୍ତ ଅଛି ଏହି ଝିଅଟିର ହାତ

ମୁଖ୍ୟକଥା, ଏହି ଝିଅଟିର ନାମ ପ୍ରିତ କୌର ନିରଂକାରୀ ଅଟେ,  ଯାହାକୁ ଭିଲାଇ ପୋଲିସମାନେ ବୁଧବାର ଦିନ ତାଙ୍କ ବନ୍ଧୁ ହର୍ଷବର୍ଦ୍ଧନ ଶର୍ମାଙ୍କୁ ଘଟଣା ସ୍ଥଳରୁ ଧରିଛନ୍ତି। ଏହି ଦୁଇଜଣ ଲମ୍ବା ସମୟରୁ ଦୁର୍ଗ-ଭିଲାଇରେ ଡ୍ରଗସ ବ୍ୟବସାୟର ଧନ୍ଦା ଚଲାଉଥିଲେ। ହର୍ଷବର୍ଦ୍ଧନ ଏବଂ ପ୍ରୀତ ରାଜଧାନୀ ସହିତ ରାଜ୍ୟର ଅନ୍ୟ ଏକ ବଡ଼ ସହରରେ ଏଜେଣ୍ଟଙ୍କ ଦ୍ଵାରା ବିକ୍ରି କରୁଥିଲେ। ତାଙ୍କ ହାତ ମୁମ୍ବାଇ ପର୍ଯ୍ୟନ୍ତ ଥିଲା।

ଦୁଇମାସ ପର୍ଯ୍ୟନ୍ତ ପୋଲିସ ଦୁଇଜଣଙ୍କର କରୁଛନ୍ତି ଖୋଜ

ଜଣାଯାଇଛି କି ପ୍ରୀତ ମୁମ୍ବାଇରେ ଡ୍ରଗସ କାରବାରର ବ୍ୟବସାୟ କରୁଥିଲେ। ଏହା ପରେ ହର୍ଷବର୍ଦ୍ଧନ ଛତିଶଗଡ଼ର କେତେ ସହରରେ କୋକିନ‌ ପ୍ରେରଣ କରୁଥିଲେ। ପୋଲିସକୁ ପ୍ରୀତ ଏବଂ ହର୍ଷଙ୍କ ବିଷୟରେ ପ୍ରମାଣ ଡ୍ରଗସ ବ୍ୟବସାୟୀ ରାୟଡେନଙ୍କ ଫୋନରୁ ମିଳିଥିଲା।ରାୟଡେନ ମୁମ୍ବାଇର ଡ୍ରଗସ ବ୍ୟବସାୟୀ ଅଟନ୍ତି। ପାଖାପାଖି ଦୁଇମାସ ପର୍ଯ୍ୟନ୍ତ ପୋଲିସର ଖୋଜରେ ଅଛନ୍ତି ଏହି ଦୁଇଜଣ।

ଧନୀଝିଅ ଏବଂ ଉଦ୍ଧତପୁଅ ମାନଙ୍କ ଉପରେ ରଖିଛନ୍ତି ନଜର

ପ୍ରୀତ ବୋଧହୁଏ ଧନୀ ଝିଅମାନଙ୍କ ସହିତ ପୂର୍ବରୁ ବନ୍ଧୁତା କରୁଥିଲେ, ପୁଣି ସେମାନଙ୍କ ସହିତ ବହୁତ ବଡ଼ ପାର୍ଟିକୁ ବି ଯାଉଥିଲେ। ଯେତେବେଳେ ତାଙ୍କ ସହିତ ଭଲ ବନ୍ଧୁତା ହୋଇଯାଏ ତ ସେ ଡ୍ରଗସ ଏବଂ କୋକେନ ପ୍ରେରଣ କରନ୍ତି। କେବଳ ଏତିକି ନୁହେଁ ଫେସବୁକ ମାଧ୍ୟମରେ ବି ତାଙ୍କର କେତେ ଉଦ୍ଧତପୁଅ ବନ୍ଧୁ ଅଛନ୍ତି, ଯାହାଦ୍ଵାରା ସେ ନିଶା ଧନ୍ଦା କରାଉଥିଲେ। ଏହି ପ୍ରକାରରେ ପ୍ରୀତ କେତେ ପୁଅଙ୍କ ଜୀବନ ନଷ୍ଟ କରିଦେଇଛନ୍ତି। ଦେଖିବାକୁ ସେ ଯେତିକି ସୁନ୍ଦର ଦେଖାଯାଆନ୍ତି, କିନ୍ତୁ କାମ ତାଙ୍କର ତାଠାରୁ ବି ଆହୁରି ଛୋଟ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *