ଭୂମି ପେଡନେକରଙ୍କ ଫିଲ୍ମ ଦୁର୍ଗାମତୀର ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ଭୂମିଙ୍କ ଅଲଗା ରୂପରେ ଦେଖିବାକୁ ମିଳିବେ। କିନ୍ତୁ ଏହା ପୂର୍ବରୁ ବି ଭୂମି ସିନେମାରେ ନିଜ ଚରିତ୍ରରେ ଦର୍ଶକଙ୍କ ହୃଦୟରେ ଜାଗା ବନାଇଛନ୍ତି। ତାଙ୍କର ଡେବ୍ୟୁ ସିନେମା ଦମ୍ ଲଗାକେ ହଈଶାରେ ଓଜନ ବଢ଼ାଇବା ଠାରୁ ନେଇ ସାଂଗ କି ଆଖଂ ରେ ବୁଢ଼ୀ ମା ପର୍ଯ୍ୟନ୍ତ,ସବୁ ଚରିତ୍ରରେ ଭୂମି ବହୁତ ଭଲ ଅଭିନୟ କରିଛନ୍ତି। ଆସନ୍ତୁ ଏକ ନଜର ତାଙ୍କ ଇନ ୟାଦଗର ଚରିତ୍ର ଆଡ଼କୁ ପକାଇବା।
ସିନେମା ଦମ୍ ଲଗାକେ ହଈଶାରେ ଭୂମି ପେଡନେକର ବହୁତ ଓଜନ ବାଲା ଏକ ମହିଳାର ଚରିତ୍ର ନିଭେଇ ଥିଲେ। ଏହା ତାଙ୍କର ଡେବ୍ୟୁ ସିନେମା ଥିଲା ଏବଂ ତାଙ୍କର ପ୍ରଥମ ସିନେମା ରେ ଭୂମି ଏକ ମୋଟି ମହିଳା ହୋଇ ଦର୍ଶକଙ୍କ ପ୍ରଶଂସା ଲୁଟିଥିଲେ। ସିନେମା ଏବଂ ସିନେମାରେ ଭୂମିଙ୍କ କାମକୁ ବହୁତ ପସନ୍ଦ କରାଯାଇଛି।
ବାଲା ରେ ଭୂମି ଏକ ସାବନି ଝିଅର ଚରିତ୍ର ନିଭେଇ ଥିଲେ। ଭୂମି ତାଙ୍କ ଚରିତ୍ରକୁ ବହୁତ ଭଲରେ ନିଭେଇ ଥିଲେ। ତାଙ୍କ ଚରିତ୍ରକୁ ଧରି ରଖିଥିଲେ।
ନେଟପ୍ଳିକ୍ସ୍ ମୁବି ଲସ୍ଟ ସ୍ଟୋରିଜ୍ ରେ ଭୂମି ପେଡନେକର ଏକ ଚାକରାଣୀ ର ଚରିତ୍ର ନିଭେଇ ଥିଲେ। ଏହି ଚରିତ୍ରରେ ବି ଭୂମି ସୁନ୍ଦର ଲାଗୁଥିଲେ।ସେ ତାଙ୍କ ଚରିତ୍ର ସାଥିରେ ପୂରା ନ୍ୟାୟ କରିଥିଲେ ଯେଉଁ କାରଣରୁ ତାଙ୍କ କାମକୁ ଦର୍ଶକଙ୍କର ବି ଭଲପାଇବା ମିଳିଥିଲା।
ଟଏଲେଟ୍ ଏକ ପ୍ରେମ୍ କଥାରେ ଭୂମି ଅକ୍ଷୟ କୁମାରଙ୍କ ସହିତ ନଜର ଆସିଥିଲେ।ସେ ଏକ ଶକ୍ତ ମହିଳା ଚରିତ୍ରରେ ଫିଲ୍ମରେ ଦେଖିବାକୁ ମିଳିଥିଲେ। ହେଲେ ତାଙ୍କ ଚାହାଣିରେ ବେଶୀ କିଛି ପରିବର୍ତ୍ତନ ଆସିନଥିଲା କିନ୍ତୁ ତାଙ୍କ ଚରିତ୍ରକୁ ବହୁତ ସମର୍ଥନ ମିଳିଥିଲା।
ସୋନଚିଡିଆ ସିନେମାରେ ଭୂମି ଶକ୍ତ ମହିଳା ଚରିତ୍ର ପ୍ଳେ କରିଥିଲେ। ତାଙ୍କ ଚାହାଣୀ ଗାଁ ମହିଳାଙ୍କ ଚାହାଣୀ ପରି କରାଯାଇଥିଲା ଯେଉଁଥିରେ ଭୂମି ତାଙ୍କ ଅଭିନୟରେ ଚମକ୍ ଲଗାଇ ଦେଇଥିଲେ।
ସାଂଡ କି ଆଂଖରେ ଭୂମି ଏବଂ ତାପସୀ ପନ୍ନୁ ଦୁଇଜଣ ଅଭିନେତ୍ରୀ ବୃଦ୍ଧ ମହିଳା ଚରିତ୍ରରେ ନଜର ଆସିଥିଲେ। ଦୁଇଜଣ ଗୁଳି କରୁଥିବା ଜେଜେମା ର ଚରିତ୍ର ନିଭେଇ ଥିଲେ। ଭୂମି ଏଥିରେ ବି ବହୁତ କମାଲ୍ ନଜରରେ ଆସିଥିଲେ। ସେ ଯେ କେବଳ ନିଜ ରୂପରଙ୍ଗ ଏବଂ ଚାଲିଚଳଣି ରେ ଚରିତ୍ରର ଅନୁରୂପ ବଦଳାଇ ଥିଲେ ବରଂ କହିବାର ଶୈଳୀ ଏବଂ ଅଭିନୟରେ ବି ପାରିବା ପଣିଆକୁ ଦେଖାଇଛନ୍ତି।
ଏହି ସିନେମାରେ ଭୂମିଙ୍କର ଗ୍ଳାମରସ୍ ରୂପ ଦେଖିବାକୁ ମିଳିଥିଲା।ସେ ଏକ ମଧ୍ୟମ ଧରଣର ସ୍ତ୍ରୀ ର ଚରିତ୍ର ପ୍ଳେ କରିଥିଲେ। ଏଥିରେ ଚରିତ୍ର ମୁତାବକ ତାଙ୍କର ଗ୍ଳାମର ଏବଂ ରୌବ ଖୋଲିକରି ସାମ୍ନାକୁ ଆସିଥିଲା।
ଦୁର୍ଗାମତୀର ଟ୍ରେଲର ଏବେ ମୁକ୍ତିଲାଭ ହୋଇଛି। ଏଥିରେ ବି ଭୂମିଙ୍କର ଅଲଗା ଚରିତ୍ର ଦେଖିବାକୁ ମିଳିବ। ହେଲେ ଦର୍ଶକ ଭୂମିଙ୍କ ଅଭିନୟକୁ ମିଶ୍ରଣ ଧରଣର ପ୍ରତିକ୍ରିୟା ଦେଉଛନ୍ତି ହେଲେ ନଜର ମାମଲାରେ ଭୂମି ତାଙ୍କ ଅନ୍ୟ ସିନେମା ପରି ପୁଣିଥରେ ଅଲଗା ନଜରରେ ଆସିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।