ଦୀପାବଳୀ ଆସିବାକୁ ଯାଉଛି। ଘର ସଫା କରିବାରେ ଆପଣ ମଧ୍ୟ ନିଶ୍ଚୟ ଏକାଠି ହୋଇଥିବେ। ଦୀପାବଳୀ ପାଇଁ ସଫା କରିବା ସମୟରେ ଲୋକମାନଙ୍କୁ ନିଜ ଘରୁ ବହୁତ ପୁରୁଣା ଜିନିଷ ମିଳିଥିବ। କିଛି ଜିନିଷ କୁ ଲୋକେ କବାଡ ରେ ଫୋପାଡି ଦିଅନ୍ତି ତ କିଛି କୁ କାମ ଭାବି ପୁଣିଥରେ ରଖି ଦିଅନ୍ତି। ସେଠି କିଛି ଏମିତି ଜିନିଷ ଥାଏ, ଯାହା ପ୍ରକୃତରେ ବହୁତ ମୂଲ୍ୟବାନ ହୋଇଥାଏ, କିନ୍ତୁ ଲୋକଙ୍କୁ ତାହାର ମୂଲ୍ୟ ଜଣା ନଥାଏ। ଇଣ୍ଟରନେଟ୍ ରେ ଏହି ଜିନିଷ ର ମୂଲ୍ୟ ଲକ୍ଷେ ଅଟେ କିନ୍ତୁ ଲୋକେ ସୂଚନା ଅଭାବରୁ ତାହାର ଫାଇଦା ଉଠାଇ ପାରନ୍ତି ନାହିଁ। ପୁରୁଣା ନୋଟ ଓ ମୁଦ୍ରା କୌଣସି ଧନରୁ କମ୍ ନୁହେଁ। ଯେଉଁ ମୁଦ୍ରା କୁ ଆମେ ବେକାର ଭାବୁଥାଉ, ପ୍ରକୃତରେ ତାହାର ମୂଲ୍ୟ ଆପଣଙ୍କୁ ଲକ୍ଷପତି କରିପାରେ। ଯଦି ସଫା ସମୟରେ ଯେଉଁ ଦୁଇଟି ନୋଟ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯଦି ତାହା ଆପଣଙ୍କ ପାଖକୁ ଆସେ ତାହେଲେ ତାକୁ ରଖିବା ବଦଳରେ ବିକ୍ରି କରି ଆପଣ ଏକ ଲକ୍ଷରୁ ପଚାଶ ହଜାର ଯାଏ ଗୋଟିଏ ନୋଟ ରେ ରୋଜଗାର କରିପାରିବେ।
ଆଜିର ସମୟରେ ଭାରତର ଲୋକମାନେ ନଗଦ ବିହୀନ କାରବାର କରିବାକୁ ପସନ୍ଦ କରନ୍ତି। ଏହା ସହଜ ହୋଇଥାଏ। ଆପଣଙ୍କୁ ଟଙ୍କା ନେଇ ଏଠି ସେଠି ବୁଲିବାକୁ ପଡେନାହିଁ। ଖାସ କରି ବିମୁଦ୍ରୀକରଣ ପରେ ଏହାର ଟ୍ରେଣ୍ଡ ବୃଦ୍ଧି ପାଇଛି।
ବିମୁଦ୍ରୀକରଣ ସମୟରେ ଆମେ ଦେଖିଲୁ କି କେମିତି ରାତିଆ ରାତି କିଛି ନୋଟ ର ବ୍ୟବହାର ରେ ବ୍ୟାନ ଲଗାଇ ଦିଆଗଲା। ମାତ୍ର ଗୋଟିଏ ରାତିରେ ୫୦୦ ଓ ୧୦୦୦ ଟଙ୍କାର ନୋଟ ବେକାର ହୋଇଗଲା। ଏହା ବଦଳରେ ନୂଆ ନୋଟ ଆସିଗଲା।
ଭାରତରେ ପୁରୁଣା ସମୟରୁ ଏମିତି ହେଇ ଆସୁଛି। ପୂର୍ବ ସମୟରେ ଭାରତରେ ୫ ରୁ ୫୦ ପଇସା ଯାଏ ଚାଲୁଥିଲା। ଏବେ ଏହା ଚାଲୁ ନାହିଁ। ତାହା ପରେ ମଧ୍ୟ ଏମିତି କେତେ ଲୋକ ଅଛନ୍ତି, ଯାହାଙ୍କ ପାଖରେ ସେ ମୁଦ୍ରା କିମ୍ବା ନୋଟ ଆଜି ମଧ୍ୟ ଅଛି।
କିଛି ଲୋକେ ତାହାକୁ ସଉକ ରେ ନିଜ ପାଖରେ ରଖନ୍ତି ତ କିଛି ଲୋକ କେଉଁ ସ୍ମୃତି କିମ୍ୱା ଚିହ୍ନ ଉପରେ। ଏମିତିରେ ଯଦି ଆପଣଙ୍କ ପାଖରେ ୫ କିମ୍ୱା ୧୦ ର ଏହି ପୁରୁଣା ନୋଟ ଅଛି, ତାହେଲେ ସେ ଆପଣଙ୍କୁ ଚୁଟକି ରେ ମାଲାମାଲ କରି ଦେଇପାରେ।
ଇଣ୍ଟରନେଟ୍ ରେ ୧୦ ର ଏହି ପୁରୁଣା ନୋଟ ଏକ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଏହି ନୋଟ କୁ ଭଲ ଭାବରେ ଦେଖନ୍ତୁ। ଏହି ପୁରୁଣା ନୋଟ ବଦଳରେ ଲୋକେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି।
ତାହା ସହିତ ୫ ର ଏହି ପ୍ରକାରର ନୋଟ ମଧ୍ୟ ଏବେ ମୂଲ୍ୟବାନ ହୋଇଯାଇଛି।, ଏହାର ମୂଲ୍ୟ ମଧ୍ୟ ଇଣ୍ଟରନେଟ୍ ରେ ୫୦ ହଜାର ଯାଏ ଦେଖାଯାଉଛି। କେତେ ଲୋକ ଏହି ନୋଟ କୁ କିଣିବାକୁ ଚାହୁଁଛନ୍ତି।
ବାସ୍ତବରେ, ଏହି ନୋଟ ପୂର୍ବ ସମୟରେ ଛପା ହେଉଥିଲା। ଏବେ ଏହି ନୋଟ ଗୁଡ଼ିକର ଛପା ବନ୍ଦ ହୋଇଯାଇଛି। ଏମିତିରେ ଏବେ ଏହା ବିରଳ ଅଟେ। ଲୋକମାନେ ବିରଳ ନୋଟ ଗୁଡିକୁ ସଂଗ୍ରହ କରି ନିଜର ସଂଗ୍ରହ କୁ ବଢ଼ାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି।
ଏମିତିରେ ଯଦି ଆପଣଙ୍କ ପାଖରେ ମଧ୍ୟ ଏହି ନୋଟ ଅଛି, ତାହେଲେ ଆପଣ ତାକୁ ବିକ୍ରି କରି ଭଲ ଟଙ୍କା ରୋଜଗାର କରିପାରିବେ। ଇଣ୍ଟରନେଟ ରେ ଘରେ ବସି ଆପଣଙ୍କୁ ଏହାକୁ ବିକ୍ରି କରିବାକୁ ହେବ। ଆପଣଙ୍କୁ ଏଥିପାଇଁ କେଉଁଠିକୁ ଯିବା ଆସିବା କରିବା ଦରକାର ନାହିଁ।
ଇଣ୍ଡିଆମାର୍ଟ ଓ ଶାପକ୍ଲୁସ ଛଡା ଏମିତି କେଉଁ ୱେବସାଇଟ୍ ଅଛି ଯେଉଁଠି ଆପଣ ଏହି ନୋଟ ଗୁଡିକୁ ବିକ୍ରି କରିପାରିବେ। ଏହି ସାଇଟ୍ ରେ ଆପଣ ନିଜକୁ ସେଲର ର ଯାଗାରେ ରେଜିଷ୍ଟର କରି ସେଥିରେ ନିଜ ନୋଟ ଗୁଡ଼ିକର ଛବିକୁ ଅପଲୋଡ଼ କରି ବିକ୍ରି କରିପାରିବେ।
ତାହେଲେ ଡେରି କେଉଁ କଥାର। ଯଦି ଆପଣଙ୍କୁ ମଧ୍ୟ ଘରେ ଏହି ୫ ଓ ୧୦ ର ଏହି ପୁରୁଣା ନୋଟ ମିଳେ ତାହେଲେ ଚୁଟକି ରେ ଫାଇଦା ଉଠାଇ ପାରିବେ। ମାତ୍ର ଗୋଟିଏ ନୋଟ ର ମୂଲ୍ୟରେ ଆପଣ ହୋଇପାରିବେ ଲକ୍ଷପତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ । ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।