ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ କୌଣସି ବିଶେଷ ଜିନିଷ କିମ୍ବା ଅଙ୍କ ଉପରେ ବହୁତ ବିଶ୍ୱାସ ରହିଥାଏ | ଏପରି ଲୋକ ଗୁଡ ଲକ ପାଇଁ ନିଜର ଗାଡ଼ିରେ କିଛି ବିଶେଷ ଅଙ୍କର ନମ୍ବର ଲଗାଇଥାନ୍ତି | କିମ୍ବା କୌଣସି ବିଶେଷ ରଙ୍ଗକୁ ନିଜର ଭାଗ୍ୟଶାଳୀ ରଙ୍ଗ ଭାବରେ ଗ୍ରହଣ କରିଥାନ୍ତି ଏବଂ ନିଜର ଅଧିକାଂଶ ଜିନିଷ ସେହି ରଙ୍ଗରେ କ୍ରୟ କରିଥାନ୍ତି | ଏପରି ଲୋକ ଏହି ଲକି ଜିନିଷ ଗୁଡିକୁ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରହିଥାନ୍ତି | ଏହାର ଫଳସ୍ୱରୂପ ବର୍ତ୍ତମାନ ସମୟରେ ଅନଲାଇନରେ ଏକ ବିଶେଷ ପ୍ରକରର ନୋଟ ବିକ୍ରି କରି ଆପଣ ଲକ୍ଷପତି ହୋଇପାରିବେ | ଅନଲାଇନରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ଉତ୍ସୁକତାର ସହିତ ୭୮୬ ଅଙ୍କ ଥିବା ନୋଟକୁ ଖୋଜୁଛନ୍ତି | ଏହି ଅଙ୍କକୁ ଅନେକ ଲୋକ ଶୁଭ ବୋଲି ଭାବୁଛନ୍ତି | ଯଦି ଆପଣଙ୍କ ପାଖରେ ମଧ୍ୟ କୌଣସି ଏପରି ନୋଟ ଅଛି ଯେଉଁଥିରେ ଏହି ଅଙ୍କ ରହିଛି ତେବେ ଆପଣ ମଧ୍ୟ ତାକୁ ଅନଲାଇନ ବିକ୍ରି କରି ଘରେ ବସି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ପାରିବେ | ଆସନ୍ତୁ ଆପଣଙ୍କୟା କହୁଛୁ ଏହି ବିଶେଷ ନୋଟର ବିବରଣୀ ଏବଂ କିପରି ଏହାକୁ ବିକ୍ରି କରାଯିବ |
ଅନଲାଇନରେ ଏପରି ଅନେକ ସାଇଟ ଗୁଡିକ ରହିଛି, ଯେଉଁଗୁଡିକ ପୁରୁଣା ନୋଟ ବିକ୍ରି କରିଥାନ୍ତି | ଅନେକ ଲୋକଙ୍କୁ ପୁରୁଣା ନୋଟ ଜମା କରିବାର ଶୌକ ରହିଥାଏ | ସେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଥାନ୍ତି | ବର୍ତ୍ତମାନ ସମୟରେ ଏହି ସାଇଟ ଗୁଡିକରେ ଏକ ବିଶେଷ ପ୍ରକାରର ନୋଟର ବହୁତ ଚାହିଦା ରହିଛି |
କିନ୍ତୁ ଏହି ନୋଟରେ ତାଙ୍କ ନଜର ଏକ ସବୁଠୁ ବିଶେଷ ଜିନିଷ ଉପରେ ରହିଛି | ତାହା ହେଉଛି ଏହା ଉପରେ ଲେଖା ଯାଇଥିବା ଏକ ବିଶେଷ ଅଙ୍କ | ଏହା ଉପରେ ୭୮୬ ଲେଖା ଯାଇଥିବା ଆବଶ୍ୟକ ରହିଛି | ୭୮୬ ଲେଖା ଯାଇଥିବା ନୋଟର ବହୁତ ଚାହିଦା ରହିଛି | ଏଥିପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି |
eBAY ଇଣ୍ଡିଆନ ଓଲଡ କଏନ ଏବଂ କ୍ଲିକ ଇଣ୍ଡିଆ ପରି ସାଇଟ ଗୁଡିକ ଏହି ନୋଟ ଗୁଡିକର ସନ୍ଧାନରେ ଅଛନ୍ତି | ଏହାଉପରେ ଅନେକ ଲୋକମାନେ ୭୮୬ ନମ୍ବର ଥିବା ନୋଟର ଚାହିଦା କରିଛନ୍ତି | ଯଦି ଆପଣଙ୍କ ପାଖରେ ଏପରି ନୋଟ ରହିଛି ତେବେ ଆପଣ ସେସବୁକୁ ଏହି ସାଇଟରେ ଫୋଟୋ ଦିଅନ୍ତୁ ଏବଂ ବିକ୍ରି କରି ପାରିବେ |
କ୍ଲିକ ଇଣ୍ଡିଆ ସାଇଟରେ ଆପଣଙ୍କୁ ହ୍ଵାଟ୍ସଆପରେ ମଧ୍ୟ ଏହାକୁ ସିଧାସଳଖ ବିକ୍ରି କରିବାର ଲିଙ୍କ ମିଳିଯିବ | ଏହା ଉପରେ ଆପଣ ସେଲରଙ୍କ ରୂପରେ ରେଜିଷ୍ଟାର କରି ନିଜର ପାଖରେ ଥିବା ନୋଟ ବିକ୍ରି କରି ପାରିବେ | ଯଦି ସଠିକ ସୂଚନା ଥାଏ ତେବେ ଏହା ବହୁତ ସହଜରେ ହୋଇଯିବ |
ଆପଣଙ୍କୁ ଏଗୁଡ଼ିକୁ ବିକ୍ରି କରିବା ପାଇଁ ଅନ୍ୟ କେଉଁଠିକୁ ଯିବାକୁ ପଡିବ ନାହିଁ | ଆପଣ ସିଧା ସଳଖ ନିଜକୁ ସେଲର ଭାବରେ ରେଜିଷ୍ଟାର କରନ୍ତୁ ଏବଂ ପୁଣି ନିଜ ପାଖରେ ଥିବା ନୋଟର ଫୋଟୋକୁ ଅପଲୋଡ଼ କରି ଦିଅନ୍ତୁ | ଏହାପରେ ଲୋକମାନେ ଆପଣଙ୍କୁ ନିଜେ ହିଁ ସମ୍ପର୍କ କରିବେ |
ବର୍ତ୍ତମାନ ଦୁଇ ଟଙ୍କାର ଏହି ପୁରୁଣା ନୋଟର ମୂଲ୍ୟ ୮୦ ହଜାର ଟଙ୍କାରୁ ଅଧିକ ଅଟେ | ଏହାର ଚାହିଦାକୁ ଦେଖି ଖୁବଶୀଘ୍ର ଏହାର ମୂଲ୍ୟ ଏକ ଲକ୍ଷ ଟଙ୍କାକୁ ଅତିକ୍ରମ କରିବାର ଆଶା କରାଯାଉଛି | କେବଳ ଆପଣଙ୍କୁ ନିଜର ପୁରୁଣା ଖଜଣା ମଧ୍ୟରେ ଏହି ନୋଟକୁ ଖୋଜିବାର ରହିଛି |
ଆପଣଙ୍କୁ ନୋଟ ତଳେ ଲେଖାଯାଇଥିବା ନମ୍ବରରେ ୭୮୬ ଖୋଜିବାକୁ ପଡିବ | ଏହା ବର୍ତ୍ତମାନର ୫୦୦ ଟଙ୍କା ନୋଟରେ ମଧ୍ୟ ରହିଛି | ଏହାକୁ ମଧ୍ୟ ଅନେକ ଲୋକ ଖୋଜୁଛନ୍ତି | ତେବେ ଯଦି ଆଗକୁ ଆପଣ ଏଟିଏମରୁ ଟଙ୍କା ବାହାର କରୁଛନ୍ତି ଏବଂ ସେଥିରେ ଆପଣଙ୍କୁ ଏହି ନମ୍ବର ନଜର ଆସେ ତେବେ ଆପଣ ତାକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ପାରିବେ |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।