ଯୁ-ଦ୍ଧ କରୋନା ସହ ନାହିଁ କି ଲୋକମାନଙ୍କ ସହ:-
ଆଜି ଦେଶ କରୋନା ସହ ଯୁ-ଦ୍ଧ କରୁଛି। ଏଥିରେ ବହୁତ ଲୋକଙ୍କ ଜୀବନ ଯାଇ ସାରିଛି, ଏବଂ ଆଉ କିଛି ଲୋକ କରୋନା ସହ ଲ-ଢେ଼-ଇ ଜାରି ରଖିଛନ୍ତି। ଡାକ୍ତର ଏବଂ ନର୍ସ ଲଗାତାର ଭାବେ ନିଜ କାମ କରିଛଲିଛନ୍ତି। କିନ୍ତୁ କିଛି ଲୋକ ସେମାନଙ୍କ ଉପରେ ରା-ଗୁଛନ୍ତି। ଆମେ ଜାଣି ରଖିବା ଉଚିତ ଯେ, ଯୁ-ଦ୍ଧ କରୋନା ସହ ନାହିଁକି, ଡାକ୍ତର ଏବଂ ନର୍ସ ସହ ନୁହେଁ। ଏବେ ଏକ ଚିତ୍ର ଭାଇରାଲ ହେଉଛି, ଯେଉଁଠି ଆମେ ଦେଖିବାକୁ ପାଇବା ଯେ, ଡାକ୍ତର ଏବଂ ନର୍ସ କିଭଳି ଭାବେ ଯନ୍ତ୍ରଣା ପାଉଛନ୍ତି।
I hd Covid n was admitted for 6 days. This picture will stay with me. For the ones reading this tweet- they are humans too! As a mental health professional I couldn't help but be there for them. Follow the thread .. #COVIDSecondWave #COVID19 #COVID pic.twitter.com/xqxU37o1gL
— Vandana Mahajan (@oceanblue11oct) April 15, 2021
ବନ୍ଦନା ମହାଜନ ନାମକ ଏକ ଟ୍ୱିଟର ୟୁଜର୍ସ ଏହାକୁ ସେୟାର କରିଛନ୍ତି। ଏଥିରେ ଦେଖାଯାଇ ପାରିବ, କିଭଳି ଏକ ନର୍ସ ଥକି ବସିଛି। ସେ ଲେଖିଛି, ମତେ କୋଭିଡ ଥିଲା, ମୁଁ ଛଅ ଦିନ ହେଲା ଆଡ଼ମିଟ ହୋଇଥିଲି। ଏହି ଚିତ୍ର ମୋ ସାଥିରେ ରହିବ। ଯିଏ ଏହି ଟ୍ୱିଟ ପଢ଼ୁଛି ସେ ମଧ୍ୟ ଜଣେ ମଣିଷ।
ଆପଣ କେତେ ସମୟ ପର୍ଯ୍ୟନ୍ତ ଡ୍ୟୁଟିରେ ରହୁଛ:-
I asked a nurse on duty – how long have you been doing this?
She said Since Covid hit. I hv a son who stays with my parents. For the first few months of Covid I stayed in the hostel. I didnt go home. Now he has exams, so I finish my duty..go home teach— Vandana Mahajan (@oceanblue11oct) April 15, 2021
ସେ ଏହି ଟ୍ୱିଟରେ ଆଗକୁ ଲେଖିଛନ୍ତି, ମୁଁ ଏକ ଡ୍ୟୁଟିରେ ରହିଥିବା ଏକ ନର୍ସକୁ ପଚାରିଲି ଆପଣ ଏହା କେତେଦିନ ହେଲା କରିଆସିଲେଣି। ସେ କହିଲେ ଯେଉଁ ଦିନଠୁ କୋଭିଡ ଆସିଲାଣି। ମୋର ଏକ ପିଲା ଅଛି ସେ ଏବେ ପ୍ୟାରେଣ୍ଟଙ୍କ ସହ ରହୁଛି। ପୂର୍ବରୁ ହଷ୍ଟେଲରେ ଥିଲା। ତାର ଏକ୍ସଜାମ ଆସିଲାଣି କିନ୍ତୁ ମୁଁ ଘରକୁ ଯାଇପାରୁ ନାହିଁ।
ସେ ମାତା, ଝିଅ ଓ ପତ୍ନୀ ମଧ୍ୟ:-
I asked a nurse on duty – how long have you been doing this?
She said Since Covid hit. I hv a son who stays with my parents. For the first few months of Covid I stayed in the hostel. I didnt go home. Now he has exams, so I finish my duty..go home teach— Vandana Mahajan (@oceanblue11oct) April 15, 2021
ସେ ଆଗକୁ କହିଛନ୍ତି, ତାଙ୍କର ସ୍ବାମୀ ଗଲ୍ଫରେ ରୁହନ୍ତି। ଚାରି ବର୍ଷ ପରେ ସେ ଫେରୁଛନ୍ତି, ମୁଁ ତାଙ୍କୁ ଆଣିବାକୁ ଏୟାରପୋର୍ଟ ଯିବାକୁ ଚାହୁଁଛି। କିନ୍ତୁ ଯାଇପାରିଲି ନାହିଁ।
ସେଠାରେ ଏକ ମାଉସୀ ଥିଲେ
him…..My husband works in the gulf. He is coming home after 4 years. I want to go to the airport to receive him but can't. She is a mother , a wife n a daughter.
— Vandana Mahajan (@oceanblue11oct) April 15, 2021
ସେ ଆଗକୁ ଲେଖିଛନ୍ତି, ସେଠାରେ ଜଣେ ମାଉସୀ ମଧ୍ୟ ଥିଲେ, ଯିଏ ମୋ ପାଇଁ ପାଣି ଗ୍ଲାସ ଆଣନ୍ତି। ମୁଁ ତାଙ୍କୁ ଧନ୍ୟବାଦ କହିବାରୁ ସେ କହିଲେ ଆଜି ପର୍ଯ୍ୟନ୍ତ ମତେ କେହି କହି ନାହାନ୍ତି। ସେ ନିଜ ଜୀବନର ସମସ୍ତ ଘ-ଟ-ଣା କହିଦେଲେ ଏବଂ ୧୦ ମିନିଟରେ ଆମ ଭିତରେ ସମ୍ପର୍କ ବାନ୍ଧି ହୋଇଗଲା।
There is a mausi who gets a glass of water for me. I thank her and she says -no one has said that to me ever.
And then she narrated the story of her life. How she has a family , how tough its been for her!
10 minutes later , we have formed a bond.— Vandana Mahajan (@oceanblue11oct) April 15, 2021
ସେ ଆଗକୁ ଲେଖିଛନ୍ତି, ଜଣେ ମେଲ ନର୍ସ ମତେ ସବୁଦିନ ଚେକଅପ କରିବା ପାଇଁ ଦିନ ଆସୁଥିଲା। ମୁଁ ତା ସହ କଥାବାର୍ତ୍ତା ଆରମ୍ଭ କଲି। ମୁଁ ପଚାରିଲି କାଲି ଆପଣ କାହାକୁ CPR ଦେଇଥିଲେ। ସେ କହିଲେ ସେହି ରୋଗୀ ମରିସାରିଛି, ଆମେ ମାନେ ନିଜର ବେଷ୍ଟ ଦେଇଥିଲୁ।
A sister told me that their biological clock has been disrupted. They have stomach problems, ulcers in their mouth and if one of them is menstruating , changing a sanitary pad is a humanly impossible task.
— Vandana Mahajan (@oceanblue11oct) April 15, 2021
ସେ ଆଗକୁ ଲେଖିଛନ୍ତି, ଡକ୍ଟରଙ୍କର ଡ୍ୟୁଟି ବହୁତ ଅଧିକ ଏକଜାଟ ହୋଇଥାଏ। କୋଭିଡ ୱାର୍ଡ଼ରେ କାମ କରୁଥିବା ସମସ୍ତଙ୍କୁ ଏହା ଭ-ୟ ଲାଗିଥାଏ ଯେ, ତାକୁ ମଧ୍ୟ କରୋନା ନ ହେଇଯାଉ। ସେ ନିଜର ଅନ୍ୟ ଟ୍ୱିଟରରେ ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁଗ୍ରହ କରୁଛନ୍ତି।
I hd Covid n was admitted for 6 days. This picture will stay with me. For the ones reading this tweet- they are humans too! As a mental health professional I couldn't help but be there for them. Follow the thread .. #COVIDSecondWave #COVID19 #COVID pic.twitter.com/xqxU37o1gL
— Vandana Mahajan (@oceanblue11oct) April 15, 2021
ଲୋକମାନେ ମଧ୍ୟ ଡାକ୍ତର ମାନଙ୍କର ଚିତ୍ର ସେୟାର କରିଛନ୍ତି। ୟୁଜର୍ସ ମାନେ ସେମାନଙ୍କୁ ସାଲ୍ୟୁଟ ମଧ୍ୟ ମାରୁଛନ୍ତି।
So important that everyone read this thread. They need not suffer becoz of your stupidity. #StayHomeStaySafe and show some love for all #frontlineworkers.
HAVE A HEART! https://t.co/dLlH1u2YoH— Aparna (@aparnark30) April 16, 2021
ଲୋକମାନେ ତାଙ୍କର ସୂତ୍ର ଅନୁସାରେ ଲୋକମାନେ ଅଧିକାଂଶ ମାସ୍କ ପିନ୍ଧୁ ନାହାନ୍ତି। ଏବଂ ମାସ୍କ ପିନ୍ଧିବା ସହ ଲୋକମାନେ ସତର୍କତା ଅବଲମ୍ବନ କରିବା ଦରକାର। ଲୋକଙ୍କ ଠାରୁ ଦୂରତା ବନାଇ ରଖନ୍ତୁ, ନଚେତ ଆପଣଙ୍କ ଅନେକ ଲୋକଙ୍କ ଜୀ-ବ-ନ ସଂ-କ-ଟ-ରେ ପଡ଼ିପାରେ।