ଝିଅଙ୍କ ମୃ-ତ୍ୟୁରେ ଡେଝରିୟାଙ୍କ ବାପାମାଆ ଭାଙ୍ଗି ଯାଇଛନ୍ତି। GoFundMe ନାମକ ପେଜରେ, ଡେଝରିୟାଙ୍କ ବାପା Raheem Alla ଲେଖିଥିଲେ- ୮ଫେବୃଆରୀ ଦିନ ମୋ ଝିଅ ଡିଝରିୟା ଆମକୁ ଛାଡି ଚାଲିଯାଇଛି।
ଆମେରିକାନ ଟିକିଟକ ଷ୍ଟାର Dazhariaa Quint Noyes (ଡେଝରିୟା) ସୋମବାର ଦିନ ଆ-ତ୍ମ-ହ-ତ୍ୟା କରି ଜୀ-ବନ ଦେଇ ଦେଇଛନ୍ତି। ସେ ୧୮ବର୍ଷର ଥିଲେ। ଡେଝରିୟା, Dee ନାମରେ ପ୍ରସିଦ୍ଧ ଥିଲେ। ଆ-ତ୍ମ-ହ-ତ୍ୟା ପୂର୍ବରୁ ସେ ଏକ ଭିଡିଓ ଶେୟାର କରିଥିଲେ, ଯାହାକୁ ସେ ଶେଷପୋଷ୍ଟ ବୋଲି କହିଥିଲେ। ଭିଡିଓର କ୍ୟାପଶନରେ ସେ ଲେଖିଥିଲେ- ଓକେ, ମୁଁ ଜାଣିଛି କି ମୁଁ ଆପଣ ସମସ୍ତଙ୍କୁ ବିରକ୍ତି କରୁଛି, ଏହା ମୋର ଶେଷ ପୋଷ୍ଟ ଅଟେ।
View this post on Instagram
ଡେଲି ମେଲର ଖବର ମୁତାବକ, ଡେଝରିୟାଙ୍କ ବାପାମାଆ ତାଙ୍କ ମୃ-ତ୍ୟୁ ଖବରର ନିଶ୍ଚିତକରଣ କରାଇଛନ୍ତି। ସେ କହିଛନ୍ତି କି ଡେଝରିୟା ଆ-ତ୍ମ-ହ-ତ୍ୟା କରିଛନ୍ତି।
ଡେଝରିୟାଙ୍କ ବାପା ଲେଖିଛନ୍ତି ଏହି ମେସେଜ
ଝିଅର ମୃ-ତ୍ୟୁ-ରେ ଡେଝରିୟାଙ୍କ ବାପାମାଆ ଭାଙ୍ଗି ଯାଇଛନ୍ତି। GoFundMe ନାମକ ପେଜରେ, ଡେଝରିୟାଙ୍କ ବାପା Raheem Alla ଲେଖିଛନ୍ତି- ୮ଫେବୃଆରୀ ଦିନ ମୋ ଝିଅ ଡିଝରିୟା ଆମକୁ ଛାଡି ଚାଲିଯାଇଛି। ସେ ମୋ ବନ୍ଧୁ ଥିଲା ଏବଂ ମୁଁ ମୋ ଝିଅକୁ ସମାଧୀ ଦେବାପାଇଁ କୈାଣସି ପ୍ରକାରରେ ପ୍ରସ୍ତୁତ ନଥିଲି। ସେ ବହୁତ ଖୁସି ଥିଲା। ଯେତେବେଳେ ମୁଁ ଘରକୁ ଆସୁଥିଲି ତ ମୋତେ ରାସ୍ତାରୁ ହିଁ ଦେଖି ବହୁତ ଖୁସି ହୋଇ ଯାଉଥିଲା। ମୁଁ କେବଳ ଏହା ଚାହୁଁଥିଲି କି ସେ ନିଜ ଚିନ୍ତା ଏବଂ ଆ-ତ୍ମ-ହ-ତ୍ୟା-ର ନି-ଷ୍ପ-ତ୍ତି ବିଷୟରେ ମୋ ସହିତ କଥା ହୋଇଥାନ୍ତା। ଆମେ ସେ କଥାର ସମା-ଧାନ କରିଥାନ୍ତୁ। ବର୍ତମାନ ମୁଁ ଘରକୁ ଆସୁଛି ତ ମୋ ଅ-ପେ-କ୍ଷା କରିବା ପାଇଁ ତୁମେ ନାହଁ।ଡୈଡି ଲଭ ୟୁ।
View this post on Instagram
ଜଣା ଯାଉଛି କି ଡେଝରିୟା ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ ଥିଲେ। ଟିକିଟକରେ ମଧ୍ୟ ତାଙ୍କର ବହୁତ ଭଲ ଫ୍ୟାନ ଫଲୋଇଙ୍ଗ ଥିଲେ। ସେ ଇନଷ୍ଟାଗ୍ରାମ ଏବଂ ୟୁ ଟ୍ୟୁବରେ ମଧ୍ୟ ବହୁତ ଆକ୍ଟିଭ ଥିଲେ। ଡେଝରିୟା ଇନଷ୍ଟାଗ୍ରାମରେ Bxbygirlldeeରେ ଆକାଉଣ୍ଟ କରିଥିଲେ। ଡେଝରିୟାଙ୍କ ମୃ-ତ୍ୟୁ-ରେ ତାଙ୍କ ଫ୍ୟାନ୍ସ ମଧ୍ୟ ଦୁଃଖରେ ଅଛନ୍ତି।