Tiktok stars : କିଏ ରାଣୀ ମୁଖାର୍ଜୀ ଙ୍କ ସାଥିରେ ତ କିଏ ସଲମାନ ଖାନ ଙ୍କ ସହିତ କରିଲେ କାମ, ବୟସ କେବଳ ୧୪ ରୁ ୩୦ ବର୍ଷ ମଧ୍ୟରେ

ଚୀନ କୁ ବଡ଼ ଝଟକା ଦେବା ପାଇଁ ଭାରତ ୫୯ ଚୀନ ଆପ କୁ ବୈଧ କରି ଦେଇଛି । ୫୯ ଟି ଆପ ମଧ୍ୟରୁ ଅଧିକ ଚର୍ଚ୍ଚା ଟିକ ଟକ ର ହେଉଛି , କାହିଁକି ନା ଏହା ଭାରତ ରେ ବହୁତ ଲୋକପ୍ରିୟ ଅଟେ । ଏକ ଗବେଷଣା ଅନୁସାରେ ୨୦୧୯ ରେ ଭାରତୀୟ ୟୁଜର ଟିକ ଟକ ରେ ୫.୫ ଅରବ ଘଣ୍ଟା ଟିକ ଟକ ରେ ବିତାଇଛନ୍ତି । ମୋବାଇଲ ଓ ଡାଟା ଏନାଲିଟିକ୍ସ ଫର୍ମ App Annie ଅନୁସାରେ ଆଣ୍ଡ୍ରଏଡ ୟୁଜର ୨୦୧୮ ରେ ଫୁଲ ୯୦୦ ମିଲିୟନ ଘଣ୍ଟା ଟିକ ଟକ ରେ କଟାଇ ଥିଲେ ।

ଭାରତ ରେ ଟିକ ଟକ ର ୟୁଜର ମଧ୍ୟ ବହୁତ ବଢିଥିଲା । ଡିସେମ୍ବର ୨୦୧୯ ରେ ଟିକ ଟକ ର ମାସିକ ଆକ୍ଟିଭ ୟୁଜର ଙ୍କ ସଂଖ୍ୟା ୮୧ ମିଲିୟନ ହୋଇଯାଇଥିଲା । ଡିସେମ୍ବର ୨୦୧୮ ଅନୁସାରେ ଏହା ୯୦% ବଢ଼ିଥିଲା । ଏମିତି କିଛି ଟିକ ଟକ ଷ୍ଟାର ଙ୍କ ବିଷୟରେ ଆସନ୍ତୁ ଜାଣିବା ।

ରିୟାଜ ଅଲୀ – ୨୧.୨ ମିଲିୟନ ଫୋଲୋବର୍ସ

୨୧.୨ ମିଲିୟନ ଫୋଲୋବର୍ସ ସହିତ ରିୟାଜ ଅଲୀ ଭାରତ ର ସବୁଠାରୁ ଲୋକପ୍ରିୟ ଟିକଟକ ଷ୍ଟାର ଅଟନ୍ତି । ସେ ନିଜର ଡାନ୍ସ , କମେଡି ଓ ଲିପ ସିକ ଭିଡିଓ ପାଇଁ ଲୋକପ୍ରିୟ ଅଟନ୍ତି । ରିୟାଜ ଭୁଟାନ ରେ ରୁହନ୍ତି କିନ୍ତୁ ସେ ଭାରତୀୟ ନାଗରିକ ଅଟନ୍ତି । ରିୟାଜ ଙ୍କ ବାଳ ଷ୍ଟାଇଲ ତାଙ୍କର ଫୋଲୋବର୍ସ ଙ୍କ ମଧ୍ୟରେ ଲୋକପ୍ରିୟ ଅଟେ । ସେ ଏବେ ଫେଜୁ ଓ ଆଶିକା ଭଳି ଲୋକପ୍ରିୟ ଟିକଟକ ଷ୍ଟାରଙ୍କ ସହିତ ଭିଡିଓ କରୁଛନ୍ତି । ଇନଣ୍ଟାଗ୍ରାମ ରେ ରିୟାଜ ଙ୍କ ୫.୩ ମିଲିୟନ ଫୋଲୋବର୍ସ ଅଛନ୍ତି ।

ନିଶା ଗୁରାଗେନ – ୨୦.୭ ମିଲିୟନ ଫୋଲୋବର୍ସ

ନିଶା ଗୁରାଗେନ ନିଜର ପ୍ରସିଦ୍ଧ ଅଭିନୟ ଓ ଲିପ୍ସିଙ୍ଗ ପାଇଁ ଟିକଟକ ରେ ଫେମସ ଅଟନ୍ତି । ନିଶା ଙ୍କୁ ଏଞ୍ଜେଲ ନିଶା ନାମରେ ମଧ୍ୟ ଜଣା ଯାଆନ୍ତି ଯାହା ତାଙ୍କର ଉପନାମ ଅଟେ । ନିଶା ଙ୍କ ଟିକଟକ ରେ ୨୦.୭ ମିଲିୟନ ଫୋଲୋବର୍ସ ଅଛନ୍ତି । ନିକଟରେ ସେ ଦୁଇଟି ପଞ୍ଜାବୀ ଗୀତ ନା ଲଡେୟା କର ଓ ଜଟ୍ଟ ବେ ଜଟ୍ଟ ରେ ଦେଖା ଦେଇଥିଲେ ।

ଫୈସଲ ଶେଖ – ୨୨.୭ ମିଲିୟନ ଫୋଲୋବର୍ସ

୨୨.୭ ମିଲିୟନ ଫୋଲୋବର୍ସ ସହିତ ଫୈସଲ ଶେଖ ଭାରତ ର ଟପ୍ ଟିକଟକ ଷ୍ଟାର ଅଟନ୍ତି । ଫୈଜୁ ଙ୍କ ଜନ୍ମ ମୁମ୍ବାଇ ରେ ହୋଇଥିଲା । ସେ ୨୪ ବର୍ଷ ର ଅଟନ୍ତି ଓ ଲିପ୍ସିଙ୍ଗ ଭିଡିଓ ପାଇଁ ଫେମସ ଅଟନ୍ତି । ଆରମ୍ଭ ରେ ସେ କମେଡି ଭିଡିଓ କରୁଥିଲେ । ଫୈସଲ ଙ୍କ ଇନଣ୍ଟାଗ୍ରାମ ଆକାଉଣ୍ଟ ରେ ୭.୭ ମିଲିୟନ ଫୋଲୋବର୍ସ ଅଛନ୍ତି ଓ ଏବେ ସେ ଭେରିଫାଇଡ ଇନଣ୍ଟାଗ୍ରାମ ଆକାଉଣ୍ଟ ଅଛି । ତାଙ୍କର ଭିଡିଓ ରେ ୧.୪ ବିଲିୟନ୍ ଲାଇକ ମିଳିଛି ।

ଜତ୍ରତ ଜୁବୈର – ୨୦.୧ ମିଲିୟନ ଫୋଲୋବର୍ସ

ଟିକ ଟକ ରେ ୨୦.୧ ମିଲିୟନ ଫୋଲୋବର୍ସ ସହିତ ଜତ୍ରତ ଜୁବୈର ରହମାନୀ ଭାରତ ରେ ସବୁଠାରୁ ଲୋକପ୍ରିୟ ଟିକ ଟକ ୟୁଜର ଅଟନ୍ତି । ଜତ୍ରତ ଜୁବୈର ରହମାନୀ ଗୋଟେ ଭାରତୀୟ ଫିଲ୍ମ ଓ ଟେଲିଭିଜନ ଅଭିନେତ୍ରୀ ଅଟନ୍ତି । ସେ ୨୦୦୯ ରେ ନିଜର କ୍ୟାରିୟର ର ଆରମ୍ଭ କରିଥିଲେ କିନ୍ତୁ ୨୦୧୧ ରେ କଲର୍ସ ଟିଭି ର ଫୁଲବା ମାଧ୍ୟମରେ ପରିଚିତ ହୋଇଥିଲେ । ଜତ୍ରତ ୧୭ ବର୍ଷ ର ଅଟନ୍ତି ଓ ମୁମ୍ବାଇ ର ଅଟନ୍ତି । ଇନଣ୍ଟାଗ୍ରାମ ରେ ଜତ୍ରତ ଜୁବୈର ଙ୍କ ୧୧.୮ ମିଲିୟନ ଫୋଲୋବର୍ସ ଅଛନ୍ତି । ସେ ଫିଲ୍ମ ‘ହିଚକୀ’ ରେ ନତାଶା ଭୂମିକା ନିଭାଇଥିଲେ ।

ଅରିଶଫା ଖାନ – ୧୯.୭ ମିଲିୟନ ଫୋଲୋବର୍ସ

ଅରିଶିଫା ଖାନ ଜଣେ ଟେଲିଭିଜନ ଅଭିନେତ୍ରୀ ଓ ସୋସିଆଲ ମିଡ଼ିଆ ଷ୍ଟାର ଅଟନ୍ତି । ସେ ୨୦୧୨ ରେ ଟେଲିଭିଜନ ଧାରାବାହିକ ଏକ ବୀର କୀ ଅରଦାସ….. ବୀରା ସହିତ ଜଣେ ବାଳଅଭିନେତ୍ରୀ ରୂପରେ କ୍ୟାରିୟର ଆରମ୍ଭ କରିଥିଲେ । ଟିକ ଟକ ରେ ତାଙ୍କର ୧୯.୭ ମିଲିୟନ ଫୋଲୋବର୍ସ ଅଛନ୍ତି । ଅରିଶିଫା ଖାନ ଙ୍କ ର ମଧ୍ୟ ଏକ ୟୁଟ୍ୟୁବରେ ଚ୍ୟାନେଲ ଅଛି ଯେଉଁଥିରେ ସେ ଫ୍ୟାଶନ ଓ ବିୟୁଟି ଟିପ୍ସ ଦିଅନ୍ତି ।

ଗରିମା ଚୈରସିୟା – ୧୭.୦ ମିଲିୟନ ଫୋଲୋବର୍ସ

ଗରିମା ଚୈରସିୟା ଟିକଟକ ରେ ବହୁତ ହଟ୍ ଗାର୍ଲ୍ ରୂପରେ ଲୋକପ୍ରିୟ ଅଟନ୍ତି । ଟିକ ଟିକ ରେ ତାଙ୍କର ୧୭.୦ ମିଲିୟନ ଫୋଲୋବର୍ସ ଅଛନ୍ତି ।

ଅବନୀତ କୌର -୧୭.୩ ମିଲିୟନ ଫୋଲୋବର୍ସ

ଡାନ୍ସ ଇଣ୍ଡିଆ ଡାନ୍ସ ଲିଟିଲ ମାଷ୍ଟର୍ସ ୨୦୧୦ ରେ ଶୀର୍ଷ ୩ ଫାଇନାଲଲିଷ୍ଟ ଙ୍କ ମଧ୍ୟରେ ଜଣେ । ଅବନୀତ ଙ୍କ ର ୧୭.୩ ମିଲିୟନ ଫୋଲୋବର୍ସ ଅଛନ୍ତି । ସେବେଠାରୁ ସେ ଡାନ୍ସ ର ସୁପର ଷ୍ଟାର ଓ ଝଲକ ଦିଖଲାଜା ଭଳି ଡାନ୍ସିଙ୍ଗ ରିୟଲିଟୀ ଶୋ ରେ ଭାଗ ନେଇଛନ୍ତି । ଅବନୀତ ଜଣେ ଅଭିନେତ୍ରୀ , ଫ୍ୟାଶନ ଇନଫ୍ଲୁଏସର , ଡାନ୍ସର , ୟୁଟ୍ୟୁବର ଓ ଲେଖିକା ଅଟନ୍ତି । ସେ ବିଭିନ୍ନ ଟିଭି ଧାରାବାହିକ ରେ ଅଭିନୟ କରିଛନ୍ତି । ସେ ରାଣୀ ମୁଖାର୍ଜୀ ଙ୍କ ‘ମର୍ଦାନୀ’ ଦ୍ଵାରା ବଲିଉଡ ରେ ପ୍ରବେଶ କରିଥିଲେ । ନିକଟରେ ଅବନୀତ କୌର , ସିଦ୍ଧାର୍ଥ ନିଗମ ଙ୍କ ସହିତ SAB ଟିଭି ସିରିୟାଲ ଅଲାଦୀନ ରେ କାମ କରୁଛନ୍ତି ।

ସମୀକ୍ଷ ସୂଦ – ୧୩.୮ ମିଲିୟନ ଫୋଲୋବର୍ସ

ସମୀକ୍ଷ ସୂଦ ଜଣେ ପେଶାଦାର ମଡେଲ ଓ ଟିଭି ଅଭିନେତ୍ରୀ ଅଟନ୍ତି । ସେ କମେଡି ଭିଡିଓ କ୍ଲିପ , ଡାନ୍ସ ଭିଡିଓ ପାଇଁ ପ୍ରସିଦ୍ଧ ଅଟନ୍ତି । ୨୦୧୨ ରେ ସେ SAB TV ର କିଡ ଶୋ ବଳବୀର ରେ ନିଜର ଆରମ୍ଭ କରିଛନ୍ତି । ଟିକଟକ ରେ ତାଙ୍କର ଆକ୍ସନ ଭିଡିଓ ବହୁତ ପ୍ରସିଦ୍ଧ ଅଟେ ।

ଆଶିକା ଭାଟିୟା – ୧୨.୧ ମିଲିୟନ ଫୋଲୋବର୍ସ

ଆଶିକା ଭାଟିୟା ହିନ୍ଦୀ ଟିଭି ଧାରାବାହିକ ‘ ମୀରା’ ରେ ଯୁବ ମୀରା ର ଭୂମିକା ନିଭାଇଥିଲେ । ସେ ସଲମାନ ଖାନ ଙ୍କ ‘ ପ୍ରେମ ରତନ ଧନ ପାଓ ‘ ରେ ତାଙ୍କର ଭଉଣୀ ରାଜକୁମାରୀ ରାଧିକା ରୂପରେ କାମ କରିଥିଲେ । ତାଙ୍କର ଅଭିନୟ ସ୍କିଲ୍ସ ବହୁତ ସୁନ୍ଦର ଅଟେ ଯାହା ଆପ ରେ ଫେମସ ଅଟେ । ତାଙ୍କର ୧୨.୧ ମିଲିୟନ ଫୋଲୋବର୍ସ ଅଛନ୍ତି ।

ନଗମା ମିର୍ଜକର – ୧୧.୩ ମିଲିୟନ ଫୋଲୋବର୍ସ

ନଗମା ଲିପ୍ସିଙ୍ଗ , କମେଡି ଓ ଅନ୍ୟ ଭିଡିଓ ପୋଷ୍ଟ କରୁଥିଲେ । ଅଧିକ ଭିଡିଓ ସେ ଅଜୀଜ ଦରବାର ଙ୍କ ସହିତ କରିଛନ୍ତି ।

ଅଜୀଜ ଦରବାର – ୧୯.୬ ମିଲିୟନ ଫୋଲୋବର୍ସ

ଅଜୀଜ ଦରବାର ଐସ ପ୍ରୋଡକ୍ସନ କମ୍ପାନୀ ର ସଂସ୍ଥାପକ ଓ ନିର୍ଦ୍ଦେଶକ ଅଛନ୍ତି । ସେ କୋରିୟୋଗ୍ରାଫର ଓ ଡାନ୍ସର ହେବା ସହିତ ଇଣ୍ଡିଆ ଟିକଟକ କରନ୍ତି ।

ଲକି ଡାନ୍ସର -୧୪.୩ ମିଲିୟନ ଫୋଲୋବର୍ସ

ଲକି ଡାନ୍ସର ଙ୍କ ଟିକଟକ ରେ ୧୪.୩ ମିଲିୟନ ଫୋଲୋବର୍ସ ଅଛନ୍ତି । ତାଙ୍କର ଅସଲି ନାମ ଅରହାନ ଖାନ ଅଟେ । ସେ ନିଜର ଡାନ୍ସିଙ୍ଗ ଓ ଲିପ୍ସିଙ୍ଗ ଭିଡିଓ ପାଇଁ ଲୋକପ୍ରିୟ ଅଟନ୍ତି । ସେ ଏବେ ୧୮ ବର୍ଷ ର ଅଟନ୍ତି ଓ ନୂଆଦିଲ୍ଲୀ ର ଅଟନ୍ତି ।

ମଞ୍ଜୁଲ ଖଟ୍ଟର – ୧୨.୮ ମିଲିୟନ ଫୋଲୋବର୍ସ

୧୨.୮ ମିଲିୟନ ଫୋଲୋବର୍ସ ସହିତ ମଞ୍ଜୁଲ ଭାରତ ରେ ସବୁଠୁ ଲୋକପ୍ରିୟ ଟିକଟକ ଷ୍ଟାର ଅଟନ୍ତି । ସେ ‘MALE CRUSH OF INDIA ‘ ନାମରେ ମଧ୍ୟ ଜଣା ଯାଆନ୍ତି ଯେମିତି ଟିକଟକ ରେ ଲିପ୍ସିଙ୍ଗ ପାଇଁ ଜଣା ଯାଆନ୍ତି । ମଞ୍ଜୁଲ ସିଏ ଅଟନ୍ତି ଯାହାଙ୍କର ପ୍ରଶଂସକ ଭୟାନକ ଡାନ୍ସିଙ୍ଗ ସେସ ଓ ବରାବର କୋମିଂ ଟାଇମିଙ୍ଗ ପାଇଁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *