ସୈଫ ମିଡିଆରେ ତୈମୁରଙ୍କର କ୍ୟୁଟ ଆକ୍ଟିଭିଟିଜ ବିଷୟରେ କହିଛନ୍ତି। ଏହା ସହିତ ସେ ତୈମୁରଙ୍କର ଫ୍ୟୁଚର ବିଷୟରେ ରାୟ ଦେଇଛନ୍ତି। ସୈଫଙ୍କର କହିବା ଏହାକି ଫ୍ୟାମିଲ ପରି ବଡ ହୋଇ ତୈମୁର ଅନ୍ୟ ଲୋକଙ୍କ ପରି ଫିଲ୍ମରେ କାମ କରୁଥିବାର ଦେଖିବାକୁ ମିଳିବେ।
ତୈମୁର ଖାନ ସବୁଠାରୁ ବଡ ପପୁଲାର ଷ୍ଟାର କିଡ଼ସ ମାନଙ୍କ ମଧ୍ୟରୁ ଗୋଟିଏ। ତାଙ୍କର ଫଟୋଜ ଏବଂ ଆକ୍ଟିଭିଟିଜ ସବୁବେଳେ ଭଲ ରହି ଆସିଛି। ଯେଉଁଠି ଗୋଟିଏ ପଟେ ମା କରିନା କାପୁର ଖାନ ତୈମୁରଙ୍କର ରେୟାର ଫଟୋଜ ଶେୟାର କରିଆସିଛନ୍ତି ସେହିପରି ତାଙ୍କ ବାପା ସୈଫ ମଧ୍ୟ ମିଡିଆରେ ତୈମୁରଙ୍କର କ୍ୟୁଟ ଆକ୍ଟିଭିଟିଜ ବିଷୟରେ କହିଛନ୍ତି। ଏହା ସହିତ ସେ ତୈମୁରଙ୍କ ଫ୍ୟୁଚର ବିଷୟରେ ମଧ୍ୟ ରାୟ ଦେଇଛନ୍ତି। ସୈଫ ଙ୍କର କହିବା ଏହାକି ବଡ ହୋଇ ତୈମୁର ମଧ୍ୟ ଫ୍ୟାମିଲର ଅନ୍ୟ ଲୋକଙ୍କ ପରି ଫିଲ୍ମରେ ଆକ୍ଟିଙ୍ଗ୍ କରୁଥିବାର ନଜର ଆସିବେ।
ବଲିଉଡର ନବାବ ବା ସୈଫ ଅଲି ଖାନ କେତେକ ଇନ୍ଟ୍ରବ୍ୟୁରେ ତୈମୁରଙ୍କ ବିଷୟରେ କହୁଥିବାର ନଜର ଆସିଛନ୍ତି। ହିନ୍ଦୁସ୍ତାନ ଟାଇମସ କୁ ଦେଇଥିବା ଇଣ୍ଟରଭିୟୁରେ ସେ କହିଛନ୍ତି କି ମୋ ଭଉଣୀ ଫିଲ୍ମରେ କାମ କରୁଛନ୍ତି। ମୋ ଓ୍ବାଇଫ୍ ଏବଂ ଏକ୍ସ ଓ୍ବାଇଫ୍ ମଧ୍ୟ। ପାଖାପାଖି ସବୁଲୋକ। ମୋ ଝିଅ ଆକ୍ଟ୍ରସେ ଅଟନ୍ତି। ମୋ ପୁଅ ଆକ୍ଟର ହେବାକୁ ଚାହୁଁଛି। ମତେ ଲାଗୁଛି କି ଆଗକୁ ତୈମୁର ମଧ୍ୟ ଆକ୍ଟର ରୂପରେ ଦେଖିବାକୁ ମିଳି ପାରନ୍ତି। ସେ ଏବେ ଠାରୁ ଆମକୁ ଏଣ୍ଟରଟେନ କରୁଛି।
View this post on Instagram
ତୈମୁର ଅଲି ଖାନଙ୍କ କଥା କହିବା ତ ତାଙ୍କୁ ଖେଳିବା ବହୁତ ପସନ୍ଦ। କରିନା ମଧ୍ୟ ସୋଶିଆଲ ମିଡିଆରେ ତୈମୁୁରଙ୍କର କେତେକ ଫଟୋଜ ସେୟାର କରି ଆସିଛନ୍ତି। ତୈମୁରଙ୍କର ଜେଜେବାପା ମାନେ ନବାବ ପଟୌଦୀ ଅଲି ଖାନ ଦେଶର ପପୁଲାର କ୍ରିକେଟର ମାନଙ୍କ ମଧ୍ୟରୁ ଜଣେ। ଏମିତିରେ ତୈମୁରଙ୍କୁ କ୍ରିକେଟ ବହୁତ ପସନ୍ଦ।
ବଣ୍ଟି ଔର ବବଲି ୨ ରେ ଆସିବେ ନଜର:
ଓ୍ବାର୍କ ଫ୍ରଣ୍ଡର କଥା କରିବେ ତ ଗତ କିଛି ସମୟରୁ ସୈଫ କେତେକ ପ୍ରୋଜେକ୍ଟସ ର ଅଶଂ ବନିବାର ନଜର ଆସିଛନ୍ତି। ଫିଲ୍ମରେ ନିଜର ୟୁନିକ ଲୁକ୍ସ ପାଇଁ ଚର୍ଚ୍ଚାରେ ରହିଛନ୍ତି। କଲାକାଣ୍ଡୀ , ଶେଫ , ଲାଲ କଫତାନ , ତାନାଜୀ ଏବଂ ଜବାନୀ ଜାନେମନ ପରି ଫିଲ୍ମର ରେ ଅଶଂ ଥିଲେ। ଆକ୍ଟର ବଣ୍ଟି ଏବଂ ବବଲି ୨ ଏବଂ ଭୂତ ପୋଲିସିର ଅଶଂ ରହିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ । ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।