ଥରେ ଶୋଇଛୁ ମାନେ ସବୁବେଳେ ମୋ ପାଖରେ ଶୋଇବୁ,ନହେଲେ ଭିଡିଓ କରିବି ଭାଇରାଲ।

କୁହାଯାଏ ପ୍ରେମ ପବିତ୍ର,ପ୍ରେମ ଚିରନ୍ତନ,ପ୍ରେମ ଶାଶ୍ୱତ। ହେଲେ ଆଜି କାଲି ନା ପବିତ୍ର ନା ଶାଶ୍ୱତ ନା ହିଁ ଚିରନ୍ତନ। କିଛି ପ୍ରେମିକ ପ୍ରେମିକାଙ୍କ ପାଇଁ ପ୍ରେମର କେବଳ ଶାରୀ-ରିକ ସ-ମ୍ପର୍କ। ବିବାହ ପୂର୍ବରୁ ମିଛ ଭରଷା ମିଛ ପ୍ରତି-ଶ୍ରୁତି ଦେଇ ନିଜ ପ୍ରେମିକ ପ୍ରେମିକାଙ୍କ ସାଥିରେ ରାତି କା-ଟିବା ଆଜିର କିଛି ଯୁବପୀଢ଼ିଙ୍କ ପାଇଁ ଏହା ନିତିଦିନିଆ ଘଟ-ଣା ପାଲଟି ଯାଇଛି। ଆଉ ଏନେଇ ବାରମ୍ବାର ଖବର ଦେଖିବାକୁ ମିଳେ କି ପ୍ରଥମେ ପ୍ରେମ ପରେ ଶାରୀ-ରିକ ସମ୍ପ-ର୍କ ଆଉ ତା ପରେ ପ୍ରେମରେ ଜଣେ ଅନ୍ୟ ଜଣଙ୍କୁ ଧୋ-କା ଦିଏ। ହେଲେ ବର୍ତ୍ତମାନ ଆମେ ଯେଉଁ ଘଟଣା ଆପଣଙ୍କୁ ଜଣାଇବାକୁ ଯାଉଛୁ ତାହା ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ।

ଆଉ ନିଜକୁ ପ୍ରଶ୍ନ କରିବେ ପ୍ରେମର ମାନେ କଣ କେବଳ ଏଇଆ। ବନ୍ଧୁଗଣ ପ୍ରେମିକ କହୁଥିଲା ତୁ ମୋ ପାଖରେ ଥରେ ସୋଇଛୁ ମାନେ ମୁଁ ଯେତେବେଳେ କହିବି ତୁ ସେତେବେଳେ ଶୋଇବୁ ନହେଲେ ତୋ ଭିଡିଓ ଯେଉଁ ରଖିଛି ଆମ ଅନ୍ତରଙ୍ଗ ମୁହୂର୍ତ୍ତର ତାହା ଭାଇରାଲ କରିଦେବି। ମୁଁ ତତେ ଭଲ ପାଏ କି ନପାଏ ହେଲେ କିନ୍ତୁ ମୁଁ ଯେତେବେଳେ ତୋ ଶରୀରକୁ ଉପଭୋଗ କରିବାକୁ ଚାହିଁବି ତୁ ସେତେବେଳେ ମୋ ପାଖକୁ ଆସି ମୋ ପାଖରେ ଶୋଇବୁ।

ନହେଲେ ତୁ ଜଣିଥିବୁ ମୁଁ ତୋର ଅବସ୍ଥା କଣ କରିବି। ତୁ ଯଦି ମୋ କଥା ନଶୁଣୁ ତେବେ ଆମ ଅନ୍ତରଙ୍ଗ ମୁହୂର୍ତ୍ତର ସେ ସୁନ୍ଦୁର ଭିଡିଓ ଗୁଡା ମୁଁ ନେଟରେ ଅପଲୋଡ଼ କରିବା ସହିତ ତୋ ଭାଉଜଙ୍କ ପାଖକୁ ମଧ୍ୟ ପଠାଇ ଦେବି। ସବୁବେଳେ ଏମିତି ଧ-ମକ ଦେଉଥିବା ପ୍ରେମିକ ସତକୁ ସତ ପ୍ରେମିକାର ଭିଡ଼ିଓକୁ ଭାଇରାଲ କରିଦେଇଥିଲା। ଆଉ ତା ପରେ ଏହା ପ୍ରେମିକ ପାଇଁ ମହ-ଙ୍ଗା ପଡିଲା। ଯେତେବେଳେ ପ୍ରେମିକାଙ୍କ ଭିଡିଓ ଘୁରି ବୁଲିଲା ସେତେବେଳେ ପ୍ରେମିକା ଜଣଙ୍କ ନିଜ ଧୋ-କେବା-ଜ ପ୍ରେମକ ନାମରେ ଥା-ନାରେ ଅଭି-ଯୋଗ କରିଥିଲେ ଆଉ ଏହି ଧୋ-କେବା-ଜ ପ୍ରେମିକ ନାମରେ ପ୍ରେମିକା ଅଭି-ଯୋଗ କରିବା ପରେ ପୋ-ଲିସ ପ୍ରେମିକକୁ ଗି-ରଫ କରିଛି।

ଖାରବେଳ ନଗର ପୋ-ଲିସ ଧୋ-କେବା-ଜ ପ୍ରେମିକ ଲୋକନାଥକୁ ଗି-ରଫ କରିଛି। ପୋଲି-ସର କହିବା ଅନୁସାରେ ଲୋକନାଥ ୟୁନିଟ 3 ରେ ରହୁଥିବା କେନ୍ଦ୍ରାପଡାର ଲୋକନାଥ ମହାରଣା। ପୋଲି-ସର କହିବା ଅନୁସାରେ ଲୋକନାଥ ଜନ ପଥରେ ଥିବା ଏକ ସୁନା ଦୋକାନରେ କାର୍ଯ୍ୟକରୁଥିବା ବେଳେ ସେହି ଅଞ୍ଚଳରେ ଥିବା ଆଉ ଏକ ସୁନା ଦୋକାନରେ ଯୁବତୀ ମଧ୍ୟ କାର୍ଯ୍ୟ କରୁଥିଲେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାତ୍ର ଚାରି ମାସ ହେବ ହେଲା ସେମାନଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସ-ମ୍ପର୍କ ଆଉ ଚାରି ମାସର ସମ୍ପ-ର୍କରେ ପ୍ରେମିକ ପ୍ରେମିକା ବିତାଇଥିଲେ ଅନ୍ତର୍ଗତ ମୁହୂର୍ତ୍ତ।

ଚାରି ମାସର ସମ୍ପ-ର୍କରେ ଦୁହେଁ ରଖିଥିଲେ ଶାରୀ-ରିକ ସ-ମ୍ପର୍କ। ଯେତେବେଳେ ସମ୍ପ-ର୍କ ନିବିଡ଼ ହୋଇଥିଲା ସେତେବେଳେ ଉଭୟ ମିଶିଥିଲେ। ଆଉ ଯେତେବେଳେ ଦୁହେଁ ମିଶି ଏକାଠି ରଖିଥିଲେ ଶାରୀ-ରିକ ସ-ମ୍ପର୍କ ରଖିଥିଲେ ସେହି ସମୟରେ ଅତି ଚତୁରତାର ସହ ଧୋ-କେବା-ଜ ପ୍ରେମିକ ସେହି ସମୟର ଭିଡ଼ିଓକୁ ମୋବାଇଲରେ କ-ଏଦ କରିଦେଇଥିଲା ବାସ ତା ପରେ ଯୁବତୀଙ୍କୁ ସବୁ ସମୟରେ ସେହି ଭିଡ଼ିଓର ଧ-ମକ ଦେଇ ବ୍ଲା-କମେ-ଲ କରୁଥିବା ଅଭି-ଯୋଗ ହୋଇଛି। କେବଳ ଏତିକିରେ କଥା ସରିନି ପ୍ରେମ କଲା ଶାରୀ-ରିକ ସ-ମ୍ପର୍କ ରଖିଲା ଆଉ ଭିଡିଓ କରି ନିଜ ଉଦ୍ୟଶ ପୂରଣ କରିବା ପରେ ପ୍ରେମକୁ ଚାରି ମାସ ପୁରିନି ଲୋକନାଥ ଆଉ ଅନ୍ୟ ଏକ ପ୍ରେମିକା ସହ ବୁଲିଲା। ଏହି କଥା ଯେତେବେଳେ ପୂର୍ବ ପ୍ରେମିକା ଜାଣିଲା କି ଲୋକନାଥ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ କରୁଛନ୍ତି ସେହି ସମୟରେ ପ୍ରଥମ ପ୍ରେମିକା ଜଣଙ୍କ ଲୋକନାଥଙ୍କ ନିକଟରୁ ଦୁରେଇ ଯାଇଥିଲେ।

ବାସ ତା ପରେ ପୂର୍ବ ପ୍ରେମିକା ଜଣଙ୍କ ଦୁରେଇ ଯାଉଥିବା ଦେଖି ଲୋକନାଥ ପୁଣି ଥରେ ପ୍ରେମିକା ପାଖକୁ ଫେରିବାକୁ ଚେଷ୍ଟା କଲା। ହେଲେ ଏଥର କିନ୍ତୁ ଆଉ ଧୋ-କେବା-ଜ ପ୍ରେମିକକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ପ୍ରେମିକା ଜଣଙ୍କ ଆଉ ଲୋକନାଥଙ୍କ ଏହି କଥାରେ ରାଜି ନହେବାରୁ ଲୋକନାଥ ପ୍ରେମିକାର ଭାଉଜଙ୍କ ନିକଟକୁ ନ-ଗ୍ନ ଭିଡିଓ ସବୁ ପଠାଇଦେଲା। ପରେ ଏହି ଭିଡ଼ିଓକୁ ନେଇ ଯୁବତୀ ଜଣଙ୍କ ଖାରବେଳ ଥା-ନାରେ ଅଭି-ଯୋଗ କରିବା ପରେ। ରସି-କିଆ ଧୋ-କେବା-ଜ ପ୍ରେମିକ ଜଣଙ୍କୁ ପୋ-ଲିସ ଥା-ନାକୁ ଆଣି ଗି-ରଫ କରିଛି। ତେବେ ଯୁବତୀ ଜଣଙ୍କ କହିବା ଅନୁଯାୟୀ ଯୁବକ ଜଣଙ୍କ ତାଙ୍କ ବିଶ୍ୱାସରେ ଯେଉଁ ଭଳି ବି-ଷ ଦେଇଛନ୍ତି ସେଥିପାଇଁ ତାଙ୍କୁ କଠୋର ଦ-ଣ୍ଡ ଦିଆଯିବା ଉଚିତ।

Leave a Reply

Your email address will not be published. Required fields are marked *