ଆଜିକା ଦିନରେ ଲୋକଙ୍କୁ ଠକିବା ବହୁତ୍ କଷ୍ଟ କିନ୍ତୁ ଆଜିର ଦେହଜୀବୀମାନେ ଲୋକଙ୍କୁ ଠକି, ବ୍ଲାକମେଲ୍ କରି ଗୋଟେ ମୁହୂର୍ତ୍ତରେ ଲୁଟିନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କିଛି ନ କରି ମଧ୍ୟ ସାଧାରଣ ଲୋକ ଦେହଜୀବୀମାନଙ୍କ ଫାଶରେ ଫାଶୀ ଯାଉଛନ୍ତି। ଆଉ ଦେହଜୀବୀମାନେ ନିଜ ନ-ଗ୍ନ ଚେହେରା ଦେଖାଇ ଗୋଟେ ମିନିଟ୍ ରେ ଗୋଟେ ସାଧାରଣ ଲୋକର ଜୀବନ ନଷ୍ଟ କରିଦେଉଛନ୍ତି।
ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଗୋଟେ ସ୍କ୍ରିନ ଶୋର୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ୱାଟ୍ସଏପ୍ ଚାର୍ଟିଂ ରୁ ଯାହା ଜଣା ପଡ଼ୁଛି ଯୁବତୀ ଜଣକ ପ୍ରଥମେ ନିଜ ଆଡୁ କଥାବାର୍ତ୍ତା ଆରମ୍ଭ କରି ଶାରୀରିକ ସମ୍ପର୍କ ବିଷୟରେ ପଚାରିଲେ। ଆଉ କହିଲେ ଏବେ ମୁଁ ଖୋଲିକି ଦେଖେଇବି ତା ପରେ ତମେ ଦେଖେଇବ।
ଯୁବକ ଜଣଙ୍କ କିଛି କହିବା ପୂର୍ବରୁ ଝିଅଟି ନିଜ ପୋଷାକ ଖୋଲି ଫୋନ୍ ଆଗରେ ଛିଡା ହେଇ ପଡ଼ିଲେ। ଯଦି ଯୁବକ ଜଣଙ୍କ ଭିଡ଼ିଓ କଲ୍ ଉଠାଇ ନିଜ ଚେହେରା ଦେଖେଇ ଥାନ୍ତେ ତେବେ ନିଜ ଇଜତ୍ ବଞ୍ଚାଇବା ପାଇଁ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼ି ଥାଆନ୍ତା।
ଯଦି ଏମିତି କିଛି କଲ୍ ଆସୁଛି ଏବଂ ଆପଣ ନିଜ ମୁଁହ ଦେଖାଇ ଦେଉଛନ୍ତି ତେବେ ଆପଣଙ୍କ ଜୀବନ ବରବାଦ୍ ହେଇଯିବ। ସେଥିପାଇଁ ସବୁବେଳେ ସୋସିଆଲ ମିଡ଼ିଆ ଏବଂ ଅଜଣା ଭିଡ଼ିଓ କଲ୍ ଠାରୁ ଦୂରେଇ ରହିବା ଉଚିତ୍।