Health Tips: ଏହି ୭ ଲୋକମାନଙ୍କ ପାଇଁ ହଳଦି କ୍ଷତିକାରକ, ଏହାକୁ ଖାଇବାମାନେ ବିଷ ଖାଇବା ସହ ସମାନ

ହଳଦି ଭାରତୀୟ ରୋଷେଇ ଘରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ମସଲା ଅଟେ। କେତେକ ଲୋକ ଭଲ ଶରୀର ବନେଇବା ପାଇଁ ହଳଦି ଖାଇଥନ୍ତି। ଏଥିରେ କୌଣସି ସନ୍ଧେହ ନାହିଁ ହଳଦିରେ କେତକ ଗୁଣ ଅଛି ଯାହା ଶରୀର ପାଇଁ ହୀତକର ହୋଇଥାଏ। ଏହାକୁ ବେଶି ଖାଇଲେ ବି ଶରୀର ପାଇଁ ହାନୀକାରକ ହୋଇଥାଏ। ଖାସକରି କିଛି ବିଶେଷ ହେଲ୍ଥ କଣ୍ଡିଶନରେ ଥିବା ଲୋକମାନେ ଏହାର ବେଶି ସେବନ କରନ୍ତୁ ନାହିଁ।

ଗର୍ଭବତୀ ମହିଳା : ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ହଳଦି କମ୍ ଖାଇବା ଆବଶ୍ୟକ କାରଣ ଏହି ସମୟରେ ଅଧିକ ହଳଦି ଖାଇବା ଦ୍ବାରା ଗର୍ଭବତୀ ମହିଳାଙ୍କର ବ୍ଲିଡିଙ୍ଗ ହେବା ସହିତ ଗର୍ଭ ନଷ୍ଟ ହେବାର ସମ୍ଭାବନା ରହିଥାଏ।

ଡାଇବେଟିଶ ରୋଗୀ: ଯେଉଁ ଲୋକମାନଙ୍କର ଡାଇବେଟିଶ ରୋଗ ଥାଏ ସେମାନେ ହଳଦି କମ୍ ଖାଇବା ଆବଶ୍ୟକ କାରଣ ଏମାନେ ରକ୍ତ ପତଳା କରିବା ଏବଂ ସୁଗାର କକଣ୍ଟ୍ରୋଲ କରିବା ପାଇଁ ଔଷଧ ଖାଇଥାନ୍ତି। ଏମାନେ ଯଦି ହଳଦି ଖାଇଥାନ୍ତି ତେବେ ଏମାନଙ୍କ ଶରୀରର ରକ୍ତରେ ସୁଗାର ମାତ୍ରା କମି ଯାଇଥାଏ। ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ।

ହଳଦିକାମଳ ରୋଗୀ: ହଳଦିକାମଳ ରୋଗୀ କମ୍ ହଳଦି ଖାଇବା ଆବଶ୍ୟକ। ଯେଉଁ ବ୍ୟକ୍ତି ମାନଙ୍କର ଶରୀରରେ ରକ୍ତର ମାତ୍ରା କମ୍ ଥାଏ ସେମାନେ ମଧ୍ୟ ହଳଦି ବେଶି ଖାଇବା ଆବଶ୍ୟକ ନୁହେଁ। ବାସ୍ତବରେ ହଳଦିକାମଳ ଶରୀରରେ ଲାଲ ରକ୍ତ ଶେଲ୍ସର ମାତ୍ରା କୁ କମ୍ କରି ଦେଇଥାଏ। ଏମିତି ଆପଣ ଯଦି ହଳଦି ଖାଇଥାନ୍ତି ତେବେ ଆପଣଙ୍କର ଆଇରନର ମାତ୍ରା କମ୍ ହୋଇଯିବ। ଏହା ହଳଦିକାମଳ କୁ ଅତ୍ୟାଧିକ ଖରାପ କରିଥାଏ।

କିଡନୀ ଷ୍ଟୋନ : କିଡନୀ ଷ୍ଟୋନ ହେବାପରେ ହଳଦି ଖାନ୍ତୁ ନାହିଁ। ଖାସ କରି gall bladderରେ ହୋଇଥିବା ପଥର ପାଇଁ ହଳଦି ଖାଇବା ବିପଦ ଜନକ ଅଟେ। ଏହି ରୋଗୀ ମାନଙ୍କୁ ହଳଦି କମ୍ ଖାଇବା ଆବଶ୍ୟକ।

ନାକରୁ ରକ୍ତ ବାହାରିବା ବା ରକ୍ତସ୍ରାବ ଦ୍ବାରା ପିଡୀତ ରୋଗୀ।

ଗରମରେ କେତକ ଲୋକମାନଙ୍କର ନାକରୁ ରକ୍ତ ବୋହିଥାଏ ଏବଂ ଆଉ କେତକ ଲୋକମାନଙ୍କର ରକ୍ତସ୍ରାବର ସମସ୍ୟା ହୋଇଥାଏ। ଏହି ସମସ୍ୟା ସମୟରେ ହଳଦି ଲିମିଟରେ ଖାନ୍ତୁ। ବାସ୍ତବରେ ହଳଦି ରକ୍ତର ଥକ୍କା ଜମା ହେବାର ପ୍ରୋସେସ ଧିର କରିଥାଏ।

ପିଲା ଛୁଆଙ୍କ ପାଇଁ ପ୍ଲାନିଙ୍ଗ କରୁଥିବା ଦମ୍ପତି।

ହଳଦି ଶରୀରର ଟେସ୍ଟୋସ୍ଟେରନର ଲେବୁଲ କମ କରିଥାଏ। ଏହା ପୁରୁଷଙ୍କର ଶୁକ୍ରାଣୁ ଗୁଡିକକୁ ମଧ୍ୟ କମ କରିଥାଏ। ଏଥିପାଇଁ ଯଦି ଆପଣ ବେବୀ ପ୍ଲାନ କରୁଛନ୍ତି ତେବେ ହଳଦିର ସେବନ କରିବା ଦ୍ବାରା ପିଲା ହୋଇନଥାଏ।

ଆଶା କରୁଛୁ କି ଏହି ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବ। ହଳଦି କମ୍ ଏବଂ ଅଧିକ ଶେବନ କରିବା କଥା ଆଆପଣଙ୍କ ଡକ୍ଟରଙ୍କ ଠାରୁ ବୁଝିପାରିବେ।

Leave a Reply

Your email address will not be published. Required fields are marked *