ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବହୁତ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ କଇଁଛ (Turtle) ରାସ୍ତା ମଝିରେ ଫଶି ଯାଇଥିବାର ଦେଖା ଯାଉଛି। ସେହି ସମୟରେ ସେଠାରେ ଯାଉଥିବା ଜଣେ ମହିଳାଙ୍କ ନଜର କଇଁଛ ଉପରେ ପଡିଥିଲା ଏବଂ ସଙ୍ଗେସଙ୍ଗେ ଯାଇ ତାକୁ ବ-ଞ୍ଚା-ଇଥିଲେ।
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ କଇଁଛ (Turtle) ରାସ୍ତା ମଝିରେ ଫଶି ଯାଇଥିବାର ଦେଖା ଯାଉଛି। ସେହି ସମୟରେ ସେଠାରେ ଯାଉଥିବା ଜଣେ ମହିଳାଙ୍କ ନଜର କଇଁଛ ଉପରେ ପଡିଥିଲା ଏବଂ ସଙ୍ଗେସଙ୍ଗେ ଯାଇ ତାକୁ ବ-ଞ୍ଚା-ଇଥିଲେ। ଲୋକମାନେ ଏହି ଭିଡିଓକୁ ଦେଖିବା ପରେ ମହିଳାଙ୍କର ବହୁ ମାତ୍ରାରେ ପ୍ରଶଂସା କରୁଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ପାଖାପାଖି ୫୦ହଜାର ଥର ଦେଖା ଯାଇ ସାରିଛି।
— not all heroes wear capes (@heroesbeingbro) April 8, 2021
ଭିଡ଼ିଓରେ ଆପଣ ଦେଖି ପାରିବେ କି ଜଣେ ମହିଳା ସ୍ପୋର୍ଟୀ ଆଉଟଫିଟ ପିନ୍ଧିଥିବାର ଦେଖା ଯାଉଛନ୍ତି। ସେ ଦେଖିଛନ୍ତି କି ଗୋଟିଏ କଇଁଛ ରାସ୍ତା ମଝିରେ ପଶି ଯାଇଛି ଏବଂ ତା ଆଖପାଖରେ ଗାଡ଼ି ଗତି କରୁଛି।ଏହା ଦେଖି ସେ କଇଁଛ ପାଖକୁ ଯାଇଥିଲେ ଏବଂ ହାତରେ ଗୋଟିଏ କପଡା ଧରି ସେ କଇଁଛକୁ ଉଠାଇ ନେଇଥାନ୍ତି। ପୁଣି ତାକୁ ନେଇ ସେ ରାସ୍ତା କଡକୁ ଯାଇଥାନ୍ତି ଏବଂ ସେଠାର ରାସ୍ତା କଡ଼ରେ ଲାଗିଥିବା ବୃକ୍ଷଲତା ଭିତରେ ତାକୁ ଛାଡି ଦେଇଥାନ୍ତି।
ଭିଡିଓକୁ ଏପର୍ଯ୍ୟନ୍ତ ୯୦୦ରୁ ଅଧିକ ଲାଇକ ମିଳି ସାରିଛି ଏବଂ ଏହାକୁ ଶହଶହ ଥର ରିଟୁଇଟ କରାଯାଇ ସାରିଛି। କଇଁଛର ଜୀବନ ବ-ଞ୍ଚା-ଇ-ବା ଯୋଗୁଁ ଲୋକମାନେ ମହିଳାଙ୍କର ବହୁ ମାତ୍ରାରେ ପ୍ରଶଂସା କରୁଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।