ଶୁଆ ଧରାଇ ଦେଲା ହ-ତ୍ୟାକା-ରୀକୁ , ପୋ-ଲିସ ହାତରେ ଧରା ପଡ଼ିଲେ ଦୁଇ ଅପ-ରାଧୀ

ବେଳେ ବେଳେ ଦୁନିଆଁରେ ଏପରି କିଛି ଘ-ଟଣା ଘଟି ଯାଇଥାଏ , ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଥାଏ । ଆଉ ଏପରି କିଛି ଘ-ଟଣା ଘଟି ଯାଇଥାଏ , ଯାହାକୁ ସହଜରେ କେହି ବିଶ୍ବାସ କରି ପାରନ୍ତି ନାହିଁ। ତେବେ ଠିକ୍ ସେହି ଭଳି ବର୍ତ୍ତମାନ ସମୟରେ କିଛି କଥା ସାମ୍ନାକୁ ଆସିଛି , ଯାହାକୁ କେହି ବିଶ୍ୱାସ କରିବେ ନାହିଁ । କାହିଁକି ନା ଏହା ବିଷୟରେ ନିଜେ କେହି ମଣିଷ ନୁହେଁ , ଗୋଟିଏ ପକ୍ଷୀ କହିଛି ।

କେବେ ପକ୍ଷୀ ସତ କଥା ଧରା ପକାଇ ଦେବାର ଆପଣ ଶୁଣିଛନ୍ତି କି । ଯଦି ଶୁଣି ନାହାଁନ୍ତି , ତେବେ ଆଜି ଆପଣ ଶୁଣିବା ପାଇଁ ଯାଉଛନ୍ତି । ଗୋଟିଏ ପକ୍ଷୀ କିପରି ନିଜ ମାଲିକ ମୃ-ତ୍ୟୁର ରହସ୍ୟ ପୋଲିସ ଆଗରେ ଧରା ପକାଇ ଦେଇଛି । ଆଉ ଯାହାର ଆଧାରରେ ପୋ-ଲିସ ଅପ-ରାଧୀ ମାନଙ୍କୁ ଧରିବା ପାଇଁ ଲାଗି ପଡ଼ିଛି ।

ତେବେ ଖାଲି ଅପ-ରାଧୀ ମାନଙ୍କୁ ଖୋଜିବା ପାଇଁ ନୁହେଁ , ସେମାନଙ୍କୁ ଧରିବା ପାଇଁ ମଧ୍ୟ ସକ୍ଷମ ହୋଇ ପାରିଛି ପୋ-ଲିସ । ଆଉ ସେମାନଙ୍କୁ ବର୍ଷେ କି ଦୁଇ ବର୍ଷ ନୁହେଁ , ଆଜୀବନ କା-ରାଦ-ଣ୍ଡରେ ଦ-ଣ୍ଡିତ କରିଛି । ତେବେ ସୂଚନା ଅନୁଯାୟୀ , ଘଟଣାଟି ଉତ୍ତରପ୍ରଦେଶର ଆଗ୍ରା ଠାରେ ଘଟି ଯାଇଥିବା ଘ-ଟଣା ଅଟେ । ୨୦୧୪ ମସିହା ଫେବୃଆରୀ ୨୦ ତାରିଖରେ ଆଗ୍ରାର ଜଣେ ମହିଳାଙ୍କୁ ହ-ତ୍ୟା କରା ଯାଇଥିଲା । ଆଉ ତା ପରଠାରୁ ପୋ-ଲିସ ହ-ତ୍ୟାକା-ରୀ ମାନଙ୍କୁ ଧରି ପାରି ନଥିଲା । ଯେତେ ଚେଷ୍ଟା କରିବା ପରେ ମଧ୍ୟ ଖୋଜି ପାରି ନଥିଲା । କାହିଁକି ନା ତା ପାଖରେ କେହି ପ୍ରମାଣ ଦେବା ପାଇଁ ଲୋକ ନଥିଲେ ।

ଆଉ ଏହାପରେ ୯ ବର୍ଷ ହୋଇ ଗଲାନି ସେହି ଅପ-ରାଧୀ ମାନଙ୍କୁ ପୋ-ଲିସ ଖୋଜିବା ପାଇଁ ଲାଗି ପଡ଼ିଥିଲା । ତେବେ ଯେଉଁ ମହିଳା ଜଣଙ୍କୁ ହ-ତ୍ୟା କରା ଯାଇଥିଲା , ସେ ହେଉଛନ୍ତି ଆଗ୍ରାର ମୁଖ୍ୟ ଖବରକାଗଜର ସମ୍ପାଦକ ବିଜୟ ଶର୍ମାଙ୍କ ପତ୍ନୀ ନିଲମ ଶର୍ମା । ନୀଲମଙ୍କୁ ତାଙ୍କ ନିଜ ପୁତୁରା ଆଉ ଜଣେ ଲୋକ ମିଶି ହ-ତ୍ୟା କରି ଦେଇଥିଲେ । କୌଣସି ଏକ ଘ-ଟଣା ପାଇଁ ନିଜ ଖୁଡିଙ୍କୁ ବି ହ-ତ୍ୟା କରିବାକୁ ପଛାଇ ନଥିଲେ ପୁତୁରା । କେବଳ ଏତିକି ନୁହେଁ , ତାଙ୍କ ପାଖରେ ରହିଥିବା କୁକୁରଟିକୁ ମଧ୍ୟ ହ-ତ୍ୟା କରି ଦେଇଥିଲେ

ତେବେ ସେହି ଠାରେ ସେଦିନ ଉପସ୍ଥିତ ରହିଥିଲା ତାଙ୍କ ପାଳିତ ଶୁଆ । ଘଟ-ଣାକୁ ଅନୁଧ୍ୟାନ କରିଥିଲା ଶୁଆ । କିନ୍ତୁ ନିଜ ମାଲିକାଣୀଙ୍କୁ ବଞ୍ଚାଇ ପାରି ନଥିଲା ଶୁଆ । ସେଦିନ ଠାରୁ ନିଜର ଖାଇବା ପିଇବା ମଧ୍ୟ ଛାଡି ଦେଇଥିଲା ଶୁଆ । ଆଉ ବହୁତ ଦୁଃ-ଖୀ ମଧ୍ୟ ରହିବାରେ ଲାଗିଥିଲା । ତେବେ ଏହାପରେ ନିଲମଙ୍କ ସ୍ଵାମୀ ହତ୍ୟାକାରୀ ମାନଙ୍କୁ ଧରିବା ପାଇଁ ଅନେକ ଚେଷ୍ଟା କରି ଚାଲିଥିଲେ । ବର୍ଷ ପରେ ବର୍ଷ ବିତି ଚାଲିିଥିଲା କିନ୍ତୁ ହତ୍ୟାକାରୀ ଧରା ପଡ଼ି ପାରୁ ନଥିଲେ ।

ଏହାରି ମଧ୍ୟରେ ୯ ବର୍ଷ ବିତି ଯାଇଥିଲେ ମଧ୍ୟ କିଛି ଠିକ୍ ହୋଇ ପାରୁ ନଥିଲା । ତେବେ ଏହାପରେ ଏକଦା ପୋ-ଲିସ ତାଙ୍କ ଘରକୁ ଆସି ତାଙ୍କ ନିଜ ଲୋକଙ୍କ ନାମ କହିବାକୁ ଲାଗିଥିଲେ । ଆଉ ଏହାପରେ ଯେତେବେଳେ ଅସଲ ହ-ତ୍ୟାକା-ରିଙ୍କ ନାମ ଆସିଲା , ସେତେବେଳେ ଶୁଆଟି ଜୋ-ର୍ ସୋରରେ ପାଟି କରିବାରେ ଲାଗିଥିଲା । ଆଉ ପୁରାପୁରି ଅଧୌର୍ଯ୍ୟ ହୋଇ ଯାଇଥିଲା। ତେଣୁ ଏହାପରେ ପୋ-ଲିସ ସନ୍ଦେ-ହ କରିବାକୁ ଲାଗିଥିଲା । ଆଉ ଏପରିକି ଧୀରେ ଧୀରେ ସ-ନ୍ଦେହ କରି ସେହି ବ୍ୟକ୍ତି ମାନଙ୍କୁ ଧରି ମଧ୍ୟ ନେଇଥିଲା । ଯାହା ପରେ ସବୁ ସତ କଥା ସାମ୍ନାକୁ ଆସିଥିଲା ଆଉ ବର୍ତ୍ତମାନ ସମୟରେ ସେମାନେ ଆଜୀ-ବନ କା-ରାଦ-ଣ୍ଡରେ ଦ-ଣ୍ଡିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *