ଜଣେ ମାଆ ନିଜ ଝିଅକୁ ଫୋନ ବ୍ୟବହାର କରିବା ପାଇଁ ମନା କରିଥିଲେ, ଯେଉଁଥିପାଇଁ ଝିଅ ନି-ରା-ଶ ହୋଇ ଯାଇଥିଲେ ଏବଂ ସେ ନିଜ ଜୀବ-ନକୁ ଶେ-ଷ କ-ରି ଦେଇଥିଲେ। ଏହି ଘଟ-ଣାଟି ଉତ୍ତର ପ୍ରଦେଶ ଝଟାବାର ଅଟେ। ଜଣା ଯାଉଛି କି ୧୫ବର୍ଷର ଝିଅକୁ ତାଙ୍କ ମାଆ ମୋବାଇଲ ବ୍ୟବ-ହାର କରିବା ପାଇଁ ଦେଇନଥିଲେ। ଯାହାଦ୍ଵାରା ଝିଅକୁ ରା-ଗ ଲାଗିଥିଲା ଏବଂ ସେ ଫା-ଶୀ ଲଗାଇ ଦେଇଥିଲେ। ପୋ-ଲି-ସକୁ ଏହି କଥାର ସୂ-ଚନା ଦିଆଯାଇଛି ଯାହାପରେ ପୋ-ଲିସ ଘରକୁ ଆସି ଝିଅଟିର ଶ-ବ-କୁ ନିଜ କ-ବ-ଜା-ରେ ନେଇ ଯାଇଛନ୍ତି।
ପୋ-ଲି-ସଙ୍କ ଅ-ନୁସାରେ ଫା-ଶୀ ଲଗାଇଥିବା ଝିଅର ନାମ ସଲୋନୀ ସିଂହ ଅଟେ। ସଲୋନୀ ସିଂହ ନିଜ ଘରେ ଫା-ଶୀ ଲଗାଇଛନ୍ତି। ଫା-ଶୀ ଲଗାଇବା ପୂର୍ବରୁ ସଲୋନୀ ସିଂହଙ୍କର ନିଜ ମାଆଙ୍କ ସହିତ ଝ-ଗ-ଡ଼ା ହୋଇଥିଲା। ଯାହାପରେ ସେ ନିଜ କଠୋରୀକୁ ଯାଇ ଫା-ଶୀ ଲଗାଇ ଦେଇଥିଲେ। ପୋ-ଲି-ସ ଶ-ବକୁ ପୋ-ଷ୍ଟ-ମ-ର୍ଟ-ମ ପାଇଁ ପ-ଠାଇ ଦେଇଛନ୍ତି। ପୋ-ଲିସ ଉପା-ଧୀକ୍ଷକ ରାଜୀବ ପ୍ରତାପ ସିଂହ କହିଛନ୍ତି କି ମୋବାଇଲ ନଚଲାଇ ପାଠ ପଢ଼ିବା କଥା କିଶୋରୀଙ୍କ ମାଆ ତାଙ୍କୁ କହିଥିଲେ। ଏହି କଥାରେ ସେ ନି-ରାଶ ହୋଇ ଯାଇଥିଲେ।
ଏହାପରେ ସଲୋନୀ ସିଂହ ନିଜ କୋଠରୀକୁ ଚାଲି ଯାଇଥିଲେ। ବହୁତ ସମୟ ପର୍ଯ୍ୟନ୍ତ ସେ ବାହାରକୁ ଆସିନଥିଲେ। ପରିବାର ସଦସ୍ୟ କୋଠରୀ ଖୋଲିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ କଠୋରୀ ଖୋଲି ନଥିଲା। ଯାହାପରେ ପୋ-ଲିସଙ୍କୁ ଏହି କଥାର ସୂଚ-ନା ଦିଆଯାଇଥିଲା। ପୋ-ଲିସ ଆସିବା ପରେ କବାଟକୁ ଭା-ଙ୍ଗି ଛାତ୍ରୀଙ୍କୁ ଫା-ଶରୁ ତଳକୁ ଆଣା ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଡା-କ୍ତ-ରଖାନାକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃ-ତ ଘୋ-ଷଣା କରି ଦେଇଥିଲେ। କୋତବାଲୀ କ୍ଷେତ୍ରର ସତୀ ମୋହଲ୍ଲା ନିବାସୀ ଶିବନାଥ ସିଂହ ପକ୍କା ତଲାବ ସ୍ଥିତ ବିରଙ୍ଗନା ଅବନ୍ତି ଜୁନିଅର ସ୍କୁଲର ପ୍ରଧାନଶିକ୍ଷକ ଅଟନ୍ତି। ତାଙ୍କ ଛୋଟଝିଅ ସଲୋନୀ ଇ-ଣ୍ଟରର ଛାତ୍ରୀ ଥିଲେ।
ଶିବନାଥ କହିଛନ୍ତି କି ବୁଧବାର ସକାଳୁ ସେ ଏବଂ ବଡ଼ଝିଅ ଚିତ୍ରା ସ୍କୁଲକୁ ଯାଇଥିଲେ। ଘରେ ସ୍ତ୍ରୀ ମୀରା ଏବଂ ଛୋଟଝିଅ ଥିଲେ। ସଲୋନୀ ସକାଳୁ ମୋବାଇଲ ଚଲାଉଥିଲେ। ଯେଉଁ କାରଣରୁ ତାଙ୍କ ମାଆ ତାଙ୍କୁ ମୋବାଇଲ ବ୍ୟବହାର ନକରିବା ପାଇଁ କହିଥିଲେ ଏବଂ ଗା-ଳି କରିଥିଲେ। ସଲୋନୀଙ୍କ ଇ-ଣ୍ଟର ପରୀକ୍ଷା ପାଖାପାଖି ହିଁ ଥିଲା। ଏଥିପାଇଁ ତାଙ୍କ ମାଆ ତାଙ୍କୁ ପଢ଼ିବା ପାଇଁ କହିଥିଲେ। ମାଆଙ୍କ କଥାରେ ନି-ରା-ଶ ହୋଇ ସଲୋନୀ କୋଠରୀକୁ ଯାଇଥିଲେ ଏବଂ ଟିଭି ଚଲାଇଥିଲେ। ପୁଣି କବାଟ ବନ୍ଦ କରି ପଙ୍ଖାରେ ଓଢ଼ଣୀ ଦ୍ଵାରା ଫା-ଶୀ ଲଗାଇ ଦେଇଥିଲେ।
ସଲୋନୀଙ୍କ ମାଆ ଯେତେବେଳେ କବାଟକୁ ଭିତରୁ ଝିଙ୍କିଥିଲେ ତ ସେ ନିଜ ଝିଅକୁ ଫା-ଶୀରେ ଲ-ଟକି ଥିବାର ଦେଖିଥିଲେ। ସଙ୍ଗେସଙ୍ଗେ ସେ ସ୍ବାମୀ ଏବଂ ପୋ-ଲିସଙ୍କୁ ଏହାର ସୂ-ଚନା ଦେଇଥିଲେ। ସୂଚ-ନାପରେ ପରିବାର ସଦସ୍ୟ ଏବଂ ପୋ-ଲିସ ଘ-ଟଣାସ୍ଥଳରେ ପହଞ୍ଚିଥିଲେ। ହାତୁଡି ଏବଂ ଇଟ୍ଟାରେ କବାଟକୁ ଭଙ୍ଗା ଯାଇଥିଲା। ତାଙ୍କୁ ଫା-ଶରୁ ବାହାର କରି ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃ-ତ ଘୋ-ଷଣା କରିଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।