ଆଦିତ୍ୟ ନାରାୟଣଙ୍କ ବିବାହର ଭିଡିଓ ଏବଂ ଫଟୋ ସୋଶିଆଲ ମିଡିଆରେ ଆସିବା ଆରମ୍ଭ ହୋଇଗଲାଣି। କିଛି ସମୟ ପୂର୍ବରୁ ଆଦିତ୍ୟଙ୍କ ବର ଯାତ୍ରିର ଫଟୋ ସାମ୍ମନାକୁ ଆସିଥିଲା। ଏବେ ବର ହୋଇଥିବା ଆଦିତ୍ୟଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବାପା ଉଦିତ ନାରାୟଣ ପୁଅ ଆଦିତ୍ୟ ର ନଜର ଉତାରୁ ଥିଲେ।
ଭିଡିଓରେ ଉଦିତ ପୁଅ ଆଦିତ୍ୟଙ୍କର ନଜର ଉତାରୁ ଥିବାର ଦେଖିବାକୁ ମିଳିବେ। ସେ ପଇସା ନେଇ ଆଦିତ୍ୟଙ୍କର ନଜର ଉତାରି ପୁଣି ସେହି ପଇସାକୁ ଢୋଲ ବାଲାଙ୍କୁ ଦେଇଦେଲେ।
ଆଦିତ୍ୟ ନାରାୟଣଙ୍କ ମା ଦୀପା ନାରାୟଣ ମଧ୍ୟ ତାଙ୍କର ନିଜର ଉତାରି ଥିଲେ। ଏହି ଖୁସିର ସମୟରେ ପୁରା ନାରାୟଣ ପରିବାର ବହୁତ ଖୁସି ଦେଖିବାକୁ ମିଳିଥିଲେ। ସମସ୍ତଙ୍କୁ ବର ଯାତ୍ରୀରେ ନାଚୁଥିବାର ଦେଖିବାକୁ ମିଳିଛି।
View this post on Instagram
ଢୋଲ, ମହୁରୀ ର ସ୍ୱରରେ ଆଦିତ୍ୟଙ୍କୁ ମଧ୍ୟ ନାଚୁଥିବାର ଦେଖିବାକୁ ମିଳିଛି। ସେ ନିଜ ହାତରେ ମାସ୍କ ଧରି ସମସ୍ତଙ୍କ ସହ ନାଚୁଥିଲେ।
ଆଦିତ୍ୟ କ୍ରିମ କଲର ର ସେରିବାନି, ମୁଣ୍ଡରେ ପଗଡି ଏବଂ ଗଳାରେ କୁନ୍ଦନ ପିନ୍ଧି ଥିଲେ। ଆଖିରେ ସେ ହଳଦିଆ ରଙ୍ଗର ଚଷମା ପିନ୍ଧିଥିଲେ। ସେ ବର ବେସରେ ନାଚୁଥିବାର ଦେଖିବାକୁ ମିଳିଛି।
ତାଙ୍କର କେତେକ ଫଟୋରେ ଆଦିତ୍ୟ ମାସ୍କ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଛି। ପରେ ସେ ନିଜର ମାସ୍କ କାଢି ଢୋଲ , ମହୁରୀ ତାଳରେ ନାଚିବାକୁ ଲାଗିଲେ। ଆଦିତ୍ୟଙ୍କ ବ୍ୟତିତ ଅନ୍ୟ ବର ଯାତ୍ରୀ ମଧ୍ୟ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି।
ଆଦିତ୍ୟ ନାରାୟଣଙ୍କ ବାପା ସିଙ୍ଗର ଉଦିତ ନାରାୟଣ ମଧ୍ୟ ପୁଅର ବିବାହରେ ସମ୍ପୁର୍ଣ୍ଣ ଭାବରେ ଖୁସିରେ ହଜି ଯାଇଥିଲେ। ଲାଇଟ ଅରେଞ୍ଜ କଲର ର ସେରଓ୍ବାନୀରେ ଉଦିତ ବହୁତ ସୁନ୍ଦର ଦେଖିବାକୁ ମିଳିଥିଲେ। ତାଙ୍କ ମୁହଁରୁ ତାଙ୍କ ଖୁସି ସଫା ଦେଖା ଯାଉଥିଲା।
ଆଦିତ୍ୟ ନାରାୟଣଙ୍କ ମା ଦୀପା ନାରାୟଣ ମଧ୍ୟ ବର ଯାତ୍ରିଙ୍କ ସହ ସାମୀଲ ହୋଇଥିଲେ। ପିଙ୍କି ଶାଢୀ ଏବଂ ଲାଇଟି ଜୁଏଲରୀ ରେ ସେ ବହୁତ ସୁନ୍ଦର ଦିସୁଥିଲେ। କିଛି ଫଟୋରେ ତାଙ୍କୁ ପୁଅ ଏବଂ ସ୍ବାମୀଙ୍କ ସହ ନାଚିବାର ଦେଖିବାକୁ ମିଳିଥିଲା।
ଏହା ପୂର୍ବରୁ ଆଦିତ୍ୟଙ୍କର ହଳଦୀ ଏବଂ ସଙ୍ଗୀତ ର ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ମଧ୍ୟ ଆଦିତ୍ୟ ବହୁତ ଖୁସି ଦେଖିବାକୁ ମିଳିଥିଲେ। ଆଦିତ୍ୟଙ୍କ ବିବାହର ସ୍ପେଶିଆଲ ଦିନରେ ସେ ବହୁତ ଖୁସି ହେବା ସୋଭାବିକ।
ଆଦିତ୍ୟ ଏବଂ ତାଙ୍କ ପ୍ରେମିକା ସ୍ୱତା ଅଗ୍ରବାଲଙ୍କର ୧ ଡିସେମ୍ବରକୁ ବିବାହ ହୋଇଛି। ବିବାହରେ ବର ଙ୍କର ଫଟୋ ସାମ୍ମନାକୁ ଆସିଛି କିନ୍ତୁ କନ୍ୟା ଙ୍କର କୌଣସି ଫଟୋ ସାମ୍ମନାକୁ ଆସି ନାହିଁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।