ଅଳ୍ପକେ ଛୁଇଁବା ମାତ୍ରେ ଏହି ବତକ ଜୋରରେ ହସିବାକୁ ଲାଗୁଛି, ବହୁତ ମଜାଳିଆ ଅଟେ ଏହି video

ଏହି ଦିନରେ ସୋସିଆଲ ମିଡ଼ିଆରେ ଏକ ବତକର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ବତକକୁ ଟିକିଏ ଛୁଇଁବା ମାତ୍ରେ ଜୋର ଜୋରରେ ହସିବାକୁ ଲାଗୁଛି। ଏହି ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି।

ସୋସିଆଲ ମିଡ଼ିଆରେ ପଶୁମାନଙ୍କର ଲକ୍ଷ ଲକ୍ଷ ଭିଡିଓ ଓ ଚିତ୍ର ରହିଛି। ଏହା କହିବା ଭୁଲ ହେବନି ଯେ, ପଶୁମାନଙ୍କ ସହ ଜଡ଼ିତ କଣ୍ଟେଣ୍ଟ ଇଣ୍ଟରନେଟରେ ସବୁଠୁ ଅଧିକ ଦେଖାଯାଇଥିବାର କଣ୍ଟେଣ୍ଟ ମଧ୍ୟରୁ ଗୋଟେ ଅଟେ। ପଶୁମାନଙ୍କୁ ସ୍ନେହ କରୁଥିବା ଲୋକ ଜଙ୍ଗଲରେ ଘଣ୍ଟା ଘଣ୍ଟା ଧରି ସମୟ ବିତାଇଥାଏ, କାରଣ ଏକ ପରଫେକ୍ଟ ଚିତ୍ର କିମ୍ବା ଏକ ବିଚିତ୍ର ଭିଡିଓ ମିଳିବ। ଅନେକ ଥର ପଶୁମାନଙ୍କୁ ଲକ୍ଷ୍ୟ କରି ଏହା ଲୋକମାନେ ଭାବନ୍ତି ଯେ, ଏମାନେ କିଭଳି କଥା ହୁଅନ୍ତି, ଛିଙ୍କନ୍ତି ? କିମ୍ବା କଣ ଏମାନଙ୍କୁ ମଣିଷଙ୍କ ଭଳି କୁଣ୍ଡେଇ ହେବା, ହସ ଲାଗିବା ହୋଇଥାଏ ? ତେବେ ଇଣ୍ଟରନେଟରେ ନାହିଁ କେବଳ ଏହାର ଉତ୍ତର ରହିଛି ବରଂ ଏହି ଭିଡିଓ ତାର ଉଦାହରଣ ପାଲଟିଛି।

ଏହି ଦିନରେ ସୋସୁଆଲ ମିଡ଼ିଆରେ ଏକ ବତକର ଭିଡିଓ ଜୋରରେ ଭାଇରାଲ ହେଉଛି। ଯେଉଁଥିରେ ଆପଣ ଏକ ବତକକୁ ହସିବାର ଦେଖି ପାରିବେ। ଏହି ବତକକୁ ଯେପରି ହାତ ଲଗାଇବା ସେ ଜୋରରେ ହସିବାକୁ ଲାଗିବ। ଜାହାପରେ ତାର ହସ ଅଟକିବ ନାହିଁ। ଏପରି ଲାଗିବ ଯେପରି ଏହା ପାଖରେ ମଣିଷଙ୍କ ଭଳି ହସାହସି ରହିଛି। ଟ୍ୱିଟରରେ Nature & Animals ନାମକ ଆକାଉଣ୍ଟରେ ଏହି ଭିଡିଓ ଭାଇରାଲ ହୋଇଛି।

https://twitter.com/AnimalsWorId/status/1387472267785900034?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1387472267785900034%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fviral-video-of-duck-laughing-while-tickling-trending-on-social-media-635614.html

ସୋସୁଆଲ ମିଡ଼ିଆରେ ଲୋକମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସୁଛି। ଲୋକମାନେ ନାହିଁ କେବଳ ଏହାକୁ ଜଣେ ଅନ୍ୟ ଜଣଙ୍କୁ ସେୟାର କରୁଛି, ବରଂ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେବା ସହ ଏହା ଉପରେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ୧୪ ସେକେଣ୍ଡର ଏହି ଭିଡିଓ କ୍ଲିପ ଏବେ ୫୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓକୁ ଦେଖି ଆପଣଙ୍କର ହସ ଆସିଯିବ। କହିବାକୁ ଗଲେ ବତକର ରୋ-ମାଂ-ଚକର ହସକୁ ଦେଖିଲେ ଆପଣଙ୍କର ଦିନ କଟିଯିବ।

Leave a Reply

Your email address will not be published. Required fields are marked *