ଗୋଟିଏ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ହଙ୍ଗାମା କରୁଛି। ଯେଉଁଥିରେ ଗୋଟିଏ ଛୋଟ ଛୁଆକୁ ଦଲେର ମେହେନ୍ଦିର ହିଟ ପଞ୍ଜାବୀ ଗୀତ ‘ତୁନକ-ତୁନକ ତୁନ’ରେ ଡ୍ୟାନ୍ସ କରୁଥିବାର ଦେଖାଯାଇଛି।
ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଛୁଆମାନଙ୍କ ଭିଡିଓ ଏବଂ ଫଟୋ ଇଣ୍ଟରନେଟରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା କଣ୍ଟେଣ୍ଟ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ଅନେକ ଥର ଲୋକମାନେ ଛୁଆଙ୍କ ସ୍ପେଶାଲ ଟ୍ୟାଲେଣ୍ଟ ଯେମିତି କି ସିଙ୍ଗିଗ, ଡ୍ୟାନ୍ସିଗ, କୁକିଙ୍ଗ ଭଳି ଭିଡିଓ ବନେଇ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ଏମିତି ହିଁ ଗୋଟିଏ ଛୋଟ ଛୁଆର ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ହୋଇ ରହିଛି।
ହିନ୍ଦୀ ଗୀତରେ କ୍ରେଜ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି। ଅନେକ ଥର ଏମିତି ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯେଉଁଥିରେ ବିଦେଶୀ ବ୍ୟକ୍ତି ବଲିଉଡ ଗୀତରେ ଡ୍ୟାନ୍ସ କରୁଥିବାର କିମ୍ବା ପୁଣି ତାକୁ ଗାଉଥିବା ସମୟରେ ନିଜ ଭିଡିଓ ସେୟାର କରିଥାନ୍ତି। ଏମିତି ହିଁ ଗୋଟିଏ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ହ-ଙ୍ଗା-ମା କରୁଛି। ଯେଉଁଥିରେ ଗୋଟିଏ ଛୋଟ ଛୁଆକୁ ଦଲେର ମେହେନ୍ଦିର ହିଟ ପଞ୍ଜାବୀ ଗୀତ ‘ତୁନକ-ତୁନକ ତୁନ’ରେ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। ଛୁଆଟି ମୁହଁରେ ପାସିଫାୟର ରଖି ମସ୍ତିରେ ନାଚୁଛି।
View this post on Instagram
ଏହି କଥା ତ ସତ ଅଟେ କି ପଞ୍ଜାବୀ ଗୀତକୁ ଲୋକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଇଥାଏ। ଖୁସିର କଥା ତ ଏହା ଅଟେ କି ଏହି ଗୀତର ଧୁମ କେବଳ ନିଜ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି। ଏହି କଥା ଆମେ ଏଥିପାଇଁ କହୁଛୁ କାରଣ ଏହି ଛୁଆର ଡ୍ୟାନ୍ସ ଭିଡିଓକୁ ଦେଖିବା ପରେ ଆପଣ ମଧ୍ୟ ମାନିଯିବେ କି ଦେଶୀ ଗୀତରେ ବିଦେଶୀମାନେ ମଧ୍ୟ ବହୁ ମାତ୍ରାରେ ନାଚିଥାନ୍ତି। ଇନଷ୍ଟାଗ୍ରାମରେ ଏହି ଭିଡିଓ babycutes3 ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି। ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଲୋକମାନଙ୍କୁ ଛୁଆଟିର କ୍ୟୁଟ ଭାବଭଙ୍ଗୀ ବହୁତ ପସନ୍ଦ ଆସୁଛି।