ବିରାଟ କୋହଲି ଭାରତର ଫେମସ କ୍ରିକେଟରଙ୍କ ଭିତରୁ ଜଣେ ଭଲ ଖେଳାଳି। ବର୍ତ୍ତମାନ ସେ ଭାରତୀୟ ଟିମର ଏବଂ ଟିମ ଆରସିବି ର କ୍ୟାପଟେନ। ସେ ୧୯୮୮ ନଭେମ୍ବର ୪ କୁ ଦିଲ୍ଲୀରେ ଜନ୍ମ ହୋଇଥିଲା। ଆଜି ସେ ନିଜର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ତାଙ୍କୁ ସୋଶିଆଲ ମିଡିଆରେ ଲଗାତାର ଜନ୍ମ ଦିନ ର ସୁବେତ୍ସା ଆସୁଛି।
ବିରାଟଙ୍କର ଏହି ଜନ୍ମଦିନ ଟିକେ ଖାସ ମଧ୍ୟ ଅଟେ। ବାସ୍ତବରେ ଚାରି ବର୍ଷରେ ପ୍ରଥମ ଥର ପାଇଁ ତାଙ୍କର ଟିମ ଆଇପିଏଲର ପ୍ଲେଅଫ ପର୍ଯ୍ୟନ୍ତ ଯାଇଛି। ବିରାଟ କୋହଲି କେବଳ ଖେଳକୁ ନେଇ କି ନୁହେଁ ବଂର ସେ ତାଙ୍କର ନିଜ ଜୀବନରେ ମଧ୍ୟ ବହୁତ ଖୁସିରେ ଜୀବନ ବିତାନ୍ତି। ସେ ଏକ ଆଲିସାନ ଜୀବନ ବିତେଇ ବାକୁ ପସନ୍ଦ କରନ୍ତି। ସ୍ପୋର୍ସ ଅନୁସାରେ ସେ ସବୁଠାରୁ ଅଧିକ ଟଙ୍କା କମେଇଲା କ୍ରିକେଟର ଅଟନ୍ତି ।
ଏ ସବୁ ତାଙ୍କୁ ଉତ୍ତରାଧିକାରୀ ରେ ମିଳି ନାହିଁ । ଆଜି ସେ ଯେଉଁ ଯାଗରେ ଅଛନ୍ତି ସେ ପର୍ଯ୍ୟନ୍ତ ପହଁଚିବା ପାଇଁ ତାଙ୍କୁ ବହୁତ ଷ୍ଟ୍ରଗଲ କରିବାକୁ ପଡିଥିଲା। ବିରାଟ ଙ୍କୁ ଦିଲ୍ଲୀ ରେ ଲାଳନ ପାଳନ ହୋଇଥିଲେ। ସେ ଏକ ସାଧାରଣ ମଧ୍ୟବିତ ପରିବାର ଅଟନ୍ତି। ଆଜି ତାଙ୍କ ପାଖରେ ବହୁତ ଲଗଜରୀ ଗାଡି ଅଛି କିନ୍ତୁ ଏମିତି ଗୋଟେ ଦିନ ଥିଲା ଯେ ସେ ବସ ରେ ଯାଉଥିବା ସମୟ ରେ ପବଲିକ ଟ୍ରାନ୍ସପୋର୍ଟ ର ବ୍ୟବହାର କରୁଥିଲେ।
ଏମିତି କି ତାଙ୍କ ପାଖରେ ବସ ଭଡା ଦେବା ପାଇଁ ପାଖରେ ପଇସା ନ ଥିଲା। ଏଥିପାଇଁ ସେ ଦିନେ ଦିନେ ବିନା ଟିକେଟ ରେ ବସ ରେ ଯାଉଥିଲେ। ଦିନେ ତାଙ୍କୁ ଏ ପରି କରିବା ବହୁତ ମହଙ୍ଗା ପଡି ଯାଇଥିଲା। ବାସ୍ତବରେ ଟିମ ଇଣ୍ଡିଆ ରେ ସିଲେକ୍ଟ ହେବା ପୂର୍ବରୁ ସେ ଦିଲ୍ଲୀ ର ଘରୋଇ କ୍ରିକେଟ ଖେଳୁଥିଲେ। ତାଙ୍କୁ ପ୍ରାକ୍ଟିସ ପାଇଁ ଯିବା କୁ ଡିଟିସି ବସ ରେ ଯିବାକୁ ପଡୁଥିଲା।
ଗୋଟିଏ ଦିନ ପଇସା ବଞ୍ଚେଇବା ପାଇଁ ବିରାଟ ଟିକେଟ କରି ନଥିଲେ। ଯେତେବେଳେ ସେ ଧରା ପଡିଥିଲେ ସେତେବେଳେ ସେ ନିଜକୁ ଡିଡିସୀ ବସ ର ଷ୍ଟାଫ କହିଥିଲେ। ଏହାପରେ ଯେତେବେଳେ ସେ ଧରାପଡିଲେ ସେତେବେଳେ ସେ ନିଜ ଜୀବନ ବଞ୍ଚଇ ପଳାଇ ଆସିଲେ।
ଧିରେ ଧିରେ ସେ ଘରୋଇ ଟିମ ରୁ ଟିମ ଇଣ୍ଡିଆ ରେ ସିଲେକ୍ଟ ହୋଇଗଲେ। ଏଠାରେ ସେ ଇନଟରନେସନାଲ ଟିମରେ ଖେଳିବା କୁ ଲାଗିଲେ। ଦିଲ୍ଲୀ ର ଗଳି ରୁ ଦୁନିଆ ର ଅଲଗା ଅଲଗା ଦେଶରେ କ୍ରିକେଟ ଖେଳିବା ପର୍ଯ୍ୟନ୍ତ ତାଙ୍କର ଏହି ର୍ଜନି ବହୁତ ହୃଦୟସ୍ପର୍ଶି ଥିଲା।
୨୦୧୭ ରେ ସେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କୁ ବିବାହ କରିଥିଲେ। ଏବେ ସେ ବହୁତ ଜଲଦି ବାପା ହେବାକୁ ଯାଉଛନ୍ତି। ଅନୁଷ୍କା ଏବେ ଗର୍ଭବତୀ ଅଛନ୍ତି।
ଆଇପିଏଲ ୨୦୨୦ ଚାଲୁଥିବା ହେତୁ ସେମାନେ ଦୁବାଈ ରେ ଅଛନ୍ତି। ନଭେମ୍ବର ୬ କୁ ସେ ସନରାଇଜର୍ସ ସହ ମୁକାବିଲା କରିବେ। ଆଇପିଏଲ ତାଙ୍କୁ ୧୭ କୋଟି ଟଙ୍କା ଦରମା ଦେଉଛି ଯାହା ଅନ୍ୟ ଖେଳାଳି ମାନଙ୍କ ଠାରୁ ଅଧିକ। ସ୍ପୋର୍ସ ୨୦୨୦ ର ରିର୍ପୋଟ ଅନୁସାରେ ବିରାଟ ୨୬ ମିଲିଅନ ଆମେରିକି ଡଲାର କମେଇବା ସହିତ ସବୁଠାରୁ ଅଧିକ ରୋଜଗାର କରୁଥିବା କ୍ରିକେଟର ଅଟନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।