ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ କୁହନ୍ତି କି ସବୁଦିନ ସକାଳୁ ଉଠିବା ମାତ୍ରେ ଏହି ୩ଟି କାମ କରିବା ଦ୍ବାରା ଦରିଦ୍ରତା ଦୂର ହୋଇଥାଏ। ଭଗବାନ ଶ୍ରୀ କୃଷ୍ଣ ଗୀତା ମାଧ୍ୟମରେ ମନୁଷ୍ୟଙ୍କ କଲ୍ୟାଣ ପାଇଁ କେତେ ମହତ୍ତ୍ୱପୂର୍ଣ ଉପଦେଶ ଦେଇଛନ୍ତି। ଭଗବତ ଗୀତା ଏହି ସମସ୍ତ ସଂସାରର ସର୍ବଶ୍ରେଷ୍ଠ ଗ୍ରନ୍ଥ ଅଟେ। ଏହା ସବୁ ବେଦ ଏବଂ ପୁରାଣ ଠାରୁବି ମହାନ ହୋଇଥାଏ। ଏହା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ ଅଟେ। ଏଣୁ ମନୁଷ୍ୟକୁ ନିଜର ଜୀବନର କଲ୍ୟାଣ ପାଇଁ ଭଗବତ ଗୀତାର ଅଧ୍ୟୟନ ଅବଶ୍ୟ କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣ ଦେବୀ ରୁକ୍ମଣିଙ୍କୁ କିଛି ମହତ୍ତ୍ୱପୂର୍ଣ ଜ୍ଞାନ ଦେଇଥିଲେ।
ରୁକ୍ମଣିଙ୍କ ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣ ଏହି ସାରା ସଂସାରକୁ ଏହି ଜ୍ଞାନ ଦେଇଛନ୍ତି। ଆଜି ଆମେ କହିବାକୁ ଯାଉଅଛୁକି ଏମିତି ୩ଟି କାମ ବିଷୟରେ ଯାହା ସବୁଦିନ ସକାଳୁ ଉଠି ତୁରନ୍ତ କରିବା ଦ୍ବାରା ବ୍ୟକ୍ତିର ଜୀବନରୁ ଦୁଃଖ, ଦାରିଦ୍ର୍ୟ, ନିରାଶା, ସମାପ୍ତ ହୋଇଥାଏ। ଏବଂ ମା ଲକ୍ଷ୍ମୀ ସର୍ବଦା ଏପରି ବ୍ୟକ୍ତିଙ୍କ ଘରେ ନିବାସ କରିଥାନ୍ତି। ପରିବାରରେ ପ୍ରେମ ବଢିଥାଏ। ଏବଂ ଘରକୁ ଆସିବାକୁ ଥିବା ସବୁ ସଙ୍କଟ ଦୂର ହୋଇଥାଏ। ଏହି ୩ଟି କାମ ବହୁତ ମହତ୍ତ୍ୱପୂର୍ଣ ଅଟେ। ଯାହାକୁ ପ୍ରତ୍ୟକ ମନୁଷ୍ୟକୁ ସବୁଦିନ କରିବା ଆବଶ୍ୟକ।
ଆଜିକାଲିର ଲୋକେ ଆମର ପୁର୍ବଜ ମାନଙ୍କ ଦ୍ବାରା ଦିଆଯାଇଥିବା ଶିକ୍ଷାକୁ ଭୁଲି ଯାଉଛନ୍ତି। ଏବଂ ସକାଳୁ ଯାହା ମହତ୍ତ୍ୱପୂର୍ଣ କାର୍ଯ୍ୟ ସବୁଠାରୁ ପ୍ରଥମେ କରିବା ଦରକାର ତାହା କରିବା ଛାଡ଼ି କରି ଅକାରଣରେ ହିଁ ଧନ ସମ୍ପତ୍ତି ପାଇବାରେ ଲାଗିଥାନ୍ତି। ଯେଉଁ କାରଣରୁ ସେମାନଙ୍କୁ ମିଳୁଥିବା ଧନ ସମ୍ପତ୍ତିରୁ ସୁଖ ଏବଂ ଶାନ୍ତି ମିଳିନଥାଏ। ଯଦି କେଉଁ ଵି ବ୍ୟକ୍ତି ସବୁଦିନ ସକାଳୁ ଏହି କାର୍ଯ୍ୟ କରିଥାଏ ତ ସେମାନଙ୍କୁ ଧନ ସମ୍ପତ୍ତି ଏବଂ ସୁଖ ଶାନ୍ତି ମିଳିଥାଏ। ତା ସହିତ ଭଗବାନଙ୍କର ଆଶୀର୍ବାଦ ସର୍ବଦା ତାଙ୍କ ମୁଣ୍ଡ ଉପରେ ରହିଥାଏ। ତ ଆସନ୍ତୁ ଏବେ ଜାଣିବା ସବୁଦିନ ସକାଳୁ କଣ କରିବା ଉଚିତ ଏବଂ କଣ ନକରିବା ଉଚିତ।
ସକାଳୁ ଉଠିକରି କଣ ନକରିବା ଉଚିତ
ସକାଳୁ ଉଠି କରି ପ୍ରଥମେ ମନୁଷ୍ୟକୁ କୌଣସି ଦୁଷ୍ଟ ବ୍ୟକ୍ତିର ଦର୍ଶନ ନକରିବା ଉଚିତ। ଦୁଷ୍ଟ ଦୁଚାରଣ ବ୍ୟକ୍ତିଙ୍କର ଦର୍ଶନ କରିବା ଦ୍ବାରା ବ୍ୟକ୍ତିର ଜୀବନରେ ନକାରାତ୍ମକତା ବଢିଥାଏ। ତାହା ସହିତ କୌଣସି ଚରିତ୍ର ହିନ ବ୍ୟକ୍ତିର ମୁହଁ ନଦେଖିବା ଉଚିତ। ଚରିତ୍ର ହିନ ବ୍ୟକ୍ତିର ମୁହଁ ଦେଖିଲେ ମନରେ କାମ ବା ବାସନା ଜାଗ୍ରତ ହୋଇଥାଏ। ଏବଂ ବ୍ୟକ୍ତି ଦିନସାରା କାମାଗ୍ନିରେ ଜଳି ରହିଥାଏ।
ସକାଳୁ ଉଠିକରି କେବେବି ମନୁଷ୍ୟକୁ କାହାରିକୁ ଗାଳି କରିବା ଅନୁଉଚିତ ହୋଇଥାଏ। ଏବଂ ବିନା ସ୍ନାନରେ ଦେବୀ ଦେବତାଙ୍କ ସ୍ଥାନକୁ ନଯିବା ପାଇଁ ଉଚିତ। ସ୍ନାନ କରି ପବିତ୍ର ହେବା ପରେ ହିଁ ସେହି ସ୍ଥାନକୁ ଯିବା ଉଚିତ।
ସକାଳୁ ଉଠି କରି କେବେବି ମନୁଷ୍ୟକୁ ଆଇନାରେ ନିଜର ଛବି ନଦେଖିବା ଉଚିତ। ଏହା କରିବା ଅଶୁଭ ମାନାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କରି ତୁରନ୍ତ ଆଇନା ଦେଖିବା ଦ୍ବାରା ବ୍ୟକ୍ତିର ଜୀବନରେ ବହୁତ ସଙ୍କଟ ଆସିଥାଏ।
ସକାଳୁ ଉଠି କରି ମନୁଷ୍ୟକୁ ନିଜର ଛାଇ ମଧ୍ୟ ନଦେଖିବା ଉଚିତ। ଛାଇ ଭ୍ରମ ନିର୍ମାଣ କରିଥାଏ। ଏହା ସହିତ ସକାଳୁ ଉଠି କରି ନିଜର ଛାଇ ଦେଖିଲେ ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ।
ଏବେ ଆସନ୍ତୁ ଜାଣିବା ସକାଳୁ ଉଠି କରି କେଉଁ ଜିନିଷର ଦର୍ଶନ କରିବା ଉଚିତ
ହାତ ପାପୁଲିର ଦର୍ଶନ: ମନୁଷ୍ୟକୁ ସକାଳୁ ଉଠି କରି ପ୍ରଥମେ ନିଜର ହାତ ପାପୁଲିର ଦର୍ଶନ କରିବା ଉଚିତ। ହାତର ଅଗ୍ରଭାଗରେ ମା ଲକ୍ଷ୍ମୀଙ୍କର ନିବାସ ହୋଇଥାଏ। ମଧ୍ୟ ଭାଗରେ ମା ସ୍ୱରସତୀ ତଥା ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣଙ୍କର ନିବାସ ହୋଇଥାଏ। ଏଣୁ ସକାଳୁ ଉଠିବା ପରେ ଯଦି ଏହି ୩ଟିଙ୍କର ଦର୍ଶନ ହୋଇଯାଏ ତ ମନୁଷ୍ୟର ଭାଗ୍ୟର ଦ୍ୱାର ଖୋଲିଥାଏ। ଏପରି ବ୍ୟକ୍ତିର ଘର ଧନ ଧାନ୍ୟ ସୁଖ ସମୃଦ୍ଧିରେ ଭରି ହୋଇଯାଇଥାଏ।
ଗୁରୁଜନ ମାନଙ୍କର ଆଶୀର୍ବାଦ:ଆଜିକାଲିର ଯୁବକ ମାନଙ୍କୁ ବଡ଼ ମାନଙ୍କର ପାଦ ଛୁଇଁବାକୁ ଏବଂ ତାଙ୍କର ଆଶୀର୍ବାଦ ପାଇବାକୁ ଲାଜ ଲାଗିଥାଏ। ଏହି କାରଣରୁ ଖରାପ ଅଭ୍ୟାସର ଶିକାର ହୋଇଯାଇଥାନ୍ତି। ଯେଉଁ ମନୁଷ୍ୟ ସବୁଦିନ ସକାଳୁ ଉଠି କରି ନିଜର ମାତା ପିତା ଅଥଚ ଗୁରୁଜନ ମାନଙ୍କର ଚରଣ ଦର୍ଶନ କରିଥାଏ ଏବଂ ସେମାଙ୍କର ଆଶୀର୍ବାଦ ନେଇଥାଏ ତାଙ୍କର ଜୀବନରୁ ସବୁ ସଙ୍କଟ ଦୂର ହୋଇଥାଏ। ଏବଂ ସେ ସବୁବେଳେ ସଫଳତା ପାଇଥାଏ।
ଭାରତରେ ଆପଣଙ୍କୁ କ୍ଷତ ବହୁତ ସହଜରେ ଦେଖିବାକୁ ମିଳିଯାଇଥାଏ। ଗରୁଡ଼ ପୁରାଣ ଅନୁସାରେ ଯଦି ସକାଳୁ ଉଠି କରି ଆପଣ କ୍ଷତରେ ଫସଲ ଦେଖି ଦିଅନ୍ତି ତ ଆପଣଙ୍କୁ ପ୍ରଣ୍ୟ ଏବଂ ଲାଭପ୍ରାପ୍ତ ହୋଇଥାଏ। ତାହା ସହିତ ସକାଳୁ ଯଦି ଗୋମାତାଙ୍କର ଦର୍ଶନ କରାଯାଏ ତ ସମସ୍ତ ମନସ୍କାମନା ପୁରଣ ହୋଇଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।