ଏକାଥରକେ ଅନେକ Backflip
Backflip ମାରିବା ପାଇଁ ସାହସର ଆବଶ୍ୟକତା ପଡ଼େ । ଅନେକଥର ମୁହଁରେ ଆ-ଘା-ତ ଲାଗିଥାଏ । ଅନେକ ଦିନ ପର୍ଯ୍ୟନ୍ତ ଫୁଲା ଯାଇନଥାଏ । ଲୋକମାନଙ୍କ ଭିତରେ ସାହସ ପ୍ରଚୁର ମାତ୍ରରେ ଅଛି । ଏକ ପିଲାଟିର ଭିଡ଼ିଓ ସମ୍ନାକୁ ଆସିଛି । ସେ ଏକାଥରକେ ଏତେ Backflip ମାରିଛି ଯେ ଆପଣ କିଛି ବୁଝିପାରିବେ ନାହିଁ ଏବଂ କହିବେ ଇଏ କଣ ହେଉଛି , ଏହା କିପରି ଜଣେ କରିପାରିବ ।
ଭିଡ଼ିଓଟି ଭାଇରାଲ ହେଉଛି
https://twitter.com/RexChapman/status/1384148988497072131?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384148988497072131%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fwatch-backflip-of-child-goes-viral-on-twitter-53039%2F
ରେକ୍ସ ଚାପମ୍ୟାନ ଏହି ଭିଡ଼ିଓଟିକୁ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଦେଖିପାରିବା ଯେ ଏକ ପିଲା ଏଭଳି Backflip ମାରେ ଯେ କିଛି ସମୟ ପରେ ଲାଗେ କି କୌଣସି ମେସିନ ଯେପରି ଚାଲୁଛି କିମ୍ବା କିଏ ଭିଡ଼ିଓଟିକୁ ଏଡିଟ କରିଛି । ଖବରଟି ଲେଖାହେବ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ 30 ଲକ୍ଷରୁ ଅଧିକ ଭିୟୁ ମିଳିସାରିଛି । ଏହି ଭିଡ଼ିଓଟି କାହାର ଏବଂ କେଉଁ ସ୍ଥାନର ତାହା ଜଣା ନାହିଁ ।
ସେ 40 ସେକେଣ୍ଡରେ 60 ବ୍ୟାକ ଫ୍ଲିପ ମାରିଦେଲା
Frame-by-Frame analysis of today's outbreak of backflips pic.twitter.com/1GhEALGvP3
— ✨Sk Boz✨ (@skkboz) April 19, 2021
ସେ କହିଛନ୍ତି 82 ହେଉଛି ଭାଇ
https://twitter.com/RexChapman/status/1384148988497072131?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384151106293436421%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fwatch-backflip-of-child-goes-viral-on-twitter-53039%2F
ସେ ବସି Backflip ଗୁଡିକୁ ଗଣୁଛନ୍ତି ।
https://twitter.com/RexChapman/status/1384148988497072131?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384150271262027777%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fwatch-backflip-of-child-goes-viral-on-twitter-53039%2F
ଭିଡ଼ିଓ ଦେଖିବା ପରେ ଅବସ୍ଥା
https://twitter.com/RexChapman/status/1384148988497072131?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384179244473806855%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fwatch-backflip-of-child-goes-viral-on-twitter-53039%2F
ଖାଦ୍ୟର ଅବସ୍ଥା ପେଟରେ ଏପରି ହୋଇଯାଇଥିବ
https://twitter.com/RexChapman/status/1384148988497072131?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384213757782499335%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fwatch-backflip-of-child-goes-viral-on-twitter-53039%2F
ଯଦିଓ କିଛି ଲୋକ କହୁଛନ୍ତି ଏହି ଭିଡ଼ିଓଟି ଫେକ ଅଟେ ଏବଂ କିଛି କହୁଛନ୍ତି କି ଏହା ଫେକ ନୁହେଁ । ଏପର୍ଯ୍ୟନ୍ତ ଏହାର ସତ୍ୟତା ବିଷୟରେ ଜଣାପଡି ନାହଁ ।
ଭିଡ଼ିଓ ଦେଖିବା ପରେ ଵ୍ୟାକରେ ଯନ୍ତ୍ରଣା ଆରମ୍ଭ ହୋଇଛି
https://twitter.com/RexChapman/status/1384148988497072131?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384155440561365004%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fwatch-backflip-of-child-goes-viral-on-twitter-53039%2F
ଭାଇଜଣକ ପଡିଯାଇଛନ୍ତି ।
https://twitter.com/RexChapman/status/1384148988497072131?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384276332612177923%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fwatch-backflip-of-child-goes-viral-on-twitter-53039%2F
ଆରେ ମୁଣ୍ଡ ବୁଲାଉଛିରେ ବାବା
I just tried doing this. It isn’t easy. I was able to flip 4 times until I was done, proving how good this kid is. — In my defense, it was my first attempt.
— devon sawa (@DevonESawa) April 19, 2021
କିପରି ପଡିଛନ୍ତି ଏହି ବ୍ୟକ୍ତିଜଣକ
ଆପଣଙ୍କର ଏହି ଭିଡ଼ିଓ ଉପରେ ମତାମତ କଣ ? ଆପଣଙ୍କୁ ଅନୁରୋଧ ଯେ ଘରେ ଏଭଳି ଚେଷ୍ଟାକରନ୍ତୁ ନାହିଁ ।