ଦେଖନ୍ତୁ ଭିଡ଼ିଓ : ଗୋଟିଏ ହେଟାବାଘକୁ ଡରି ଶି-କା-ର ଛାଡି ପଳାଇଲା ଚିତାବାଘ, ଭିଡିଓରେ କଏଦ ହୋଇଗଲା ଏହି ଅଜବ..

ଜଙ୍ଗଲରେ ଯେତେବେଳେ ଗୋଟିଏ ଭୋକରେ ତଡପୁଥିବା ଚିତା (Leopard ହରିଣ (Deer) ଉପରେ ହ-ମ-ଲା କରିଥିଲା ଏବଂ ତାକୁ ନିଜ ଶି-କା-ର କରିବା ପାଇଁ ଚେଷ୍ଟା କରୁଥିଲା କିନ୍ତୁ ବିଫଳ ହୋଇ ଯାଇଥିଲା। କାରଣ ଏହା ମଧ୍ୟରେ ସେଠାକୁ ହେଟାବାଘ(Hyena) ପ୍ରବେଶ କରିଥିଲା ଯାହାକୁ ଚିତା ଡରି ପଳାଇ ଯାଇଥିଲା।

ୱାଇଲ୍ଡଲାଇଫ (Wildlife)ରେ ଅନେକ ଏମିତି ଘ-ଟ-ଣା ଦେଖିବାକୁ ମିଳିଥାଏ, ଯାହାକୁ ବିଶ୍ଵାସ କରିବା କଷ୍ଟସାଧ୍ୟ ହୋଇଥାଏ।କେବେ କୈାଣସି ଚିତାବାଘ (Leopard) କୁମ୍ଭୀର (Crocodile)ର ଶି-କା-ର କରି ନେଇଥାଏ ତ କେବେ ବଫାଲୋ (Buffalo) ଭଳି ଯିବ ସିଂହକୁ ମାରି (Buffalo Killed Lion) ଦେଇଥାଏ। ଏମିତି ହିଁ ଗୋଟିଏ ଘଟଣାର ଭିଡିଓ ସୋସିଆଲ ସାଇଟ୍ସରେ ଭା-ଇ-ରା-ଲ ହେଉଛି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ଭୋକରେ ଥିବା ଚିତା ନିଜ ଶିକାର ଛାଡି ସେହି ସମୟରେ ହଠାତ ପଳାଇ ଯାଇଥିଲା ଯେତେବେଳେ ତାର ଆଖି ହେଟାବାଘ ଉପରେ ପଡିଥିଲା।

ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖା ଯାଉଛି କି ଯେତେବେଳେ ଗୋଟିଏ ଚିତା (Leopard) ହରିଣ (Deer)କୁ ନିଜର ଶି-କା-ର କରିବା ପାଇଁ ଚେଷ୍ଟା କରୁଥିଲା ସେତେବେଳେ ସେଠାକୁ ଗୋଟିଏ ହେଟାବାଘ(Hyena) ପ୍ରବେଶ କରିଥିଲା।ଏହାପରେ ଚିତା ଡରି ନିଜ ଶି-କା-ର-କୁ ଛାଡି ପଳାଇ ଯାଇଥିଲା। ଭିଡ଼ିଓରେ ଶକ୍ତିଶାଳୀ ଚିତା ଗୋଟିଏ ହେଟାବାଘ(Hyena) ଆଗରେ ଦୁର୍ବଳ ହୋଇଯାଇଥିଲା ଏବଂ ମଇଦାନ ଛାଡ଼ି ଫେରି ଯାଇଥିଲା। ଏହାପରେ ହରିଣର ଶିକାର ହେଟାବାଘ କରିବାକୁ ଲାଗିଥିଲା।

ଜଙ୍ଗଲର ସଫାସୁତୁରାରେ ଯୋଗଦାନ ଦେଇଥାଏ ହେଟାବାଘ

ସିଂହ ଏବଂ ଚିତା ବିଷୟରେ ଆମେ ସମସ୍ତେ ଜାଣିଛେ କିନ୍ତୁ ହେଟାବାଘ(Hyena) ମଧ୍ୟ ଗୋଟିଏ ଭ-ୟ-ଙ୍କ-ର ପଶୁ ଅଟେ।ହେଟାବାଘ ମୁର୍ଦା ଖୋର ନାମରେ ମଧ୍ୟ ଜଣା ଯାଇଥାଏ କାରଣ ସେ ମୃ-ତ ଜୀବଙ୍କୁ ମଧ୍ୟ ନିଜର ଭୋଜନ କରି ନେଇଥାଏ। ହେଟାବାଘ ବେମାର ହେବା କାରଣରୁ ମରିଯାଇଥିବା ପଶୁଙ୍କୁ ମଧ୍ୟ ଖାଇ ଯାଇଥାଏ ଯେତେବେଳେ କି ଅନ୍ୟ ପଶୁ ତାଜା ମାଂସକୁ ହିଁ ନିଜର ଆହାର କରିଥାନ୍ତି। ଜଙ୍ଗଲରେ ବାଘ ଏବଂ ସିଂହ ଭଳି ପଶୁ ନିଜ ଶିକାରର କିଛି ଅଂଶ ଖାଇଥାନ୍ତି ଏବଂ କିଛି ସେଠାରେ ଛାଡି ଦେଇଥାନ୍ତି, ଯାହା ପରେ ପଚିବାକୁ ଲାଗିଥାଏ। ଏମିତି ଦୁ-ର୍ଗ-ନ୍ଧ ଜନକ ମାଂସକୁ ମଧ୍ୟ ହେଟାବାଘ ନିଜର ଭୋଜନ କରି ନେଇଥାଏ। ଏହିଭଳି ଭାବରେ ସେ ଜଙ୍ଗଲର ସଫାସୁତୁରାରେ ମଧ୍ୟ ନିଜର ଯୋଗଦାନ ଦେଇଥାଏ।

ହେଟାବାଘ ମଳରୁ ହିଁ ହୋଇଥାଏ ଔଷଧ

ବୈଜ୍ଞାନିକମାନେ ହେଟାବାଘ (Hyena)ର ମଳରୁ ଔଷଧ ତିଆରି କରିଥାନ୍ତି। ଜଣା ଯାଉଛି କି ହେଟାବାଘ ମରିଯାଉଥିବା ପଶୁମାନଙ୍କ ହାଡକୁ ମଧ୍ୟ ଚାଟି ଦେଇଥାନ୍ତି ଏବଂ ଏହି କାରଣରୁ ତାର ମଳ ଚକ ଭଳି ଧଳା ହୋଇ ଯାଇଥାଏ ଯାହାର ପ୍ରୟୋଗ ଅନେକ ଔଷଧରେ ମଧ୍ୟ କରାଯାଏ। ପୂର୍ବୀ ଭାରତରେ ହେଟାବାଘ ଚର୍ବି ଶରୀରରେ ହେଉଥିବା ଫୁଲା ଏବଂ ରସୁଲିସକୁ କାମେଇବା କାର୍ଯ୍ୟରେ ଲଗା ଯାଇଥାଏ। ଆଫ୍ରିକାରେ ଏହାର ଚର୍ବିର ପ୍ରୟୋଗ ଚର୍ମରୋଗ ଦ୍ଵାରା ଆକ୍ରାନ୍ତ ଅଙ୍ଗ ଉପରେ କରା ଯାଇଥାଏ। ବର୍ତମାନ ତିନି ପ୍ରକାରର ହେଟାବାଘ ଧାରୀଦାର, ଚିତ୍ତିଦାର ଭୁରା ହେଟାବାଘ ଏବଂ କୀଟ ଭକ୍ଷୀ ହେଟାବାଘ ମହଜୁଦ ଅଛନ୍ତି।

Leave a Reply

Your email address will not be published. Required fields are marked *