ଭଲପାଇବା ପାଇଁ ଚଳଚ୍ଚିତ୍ର ଦେଖି ହତ୍ୟା କଲା ସ୍ୱାମୀକୁ, ଶବକୁ ପୋତି ପ୍ରତିଦିନ ତା ଉପରେ ଗାଧାଏ ପତ୍ନୀ

ହରିଆଣା ର ପାନିପଥ ସହର ରେ ଦୁଇ ଦିନ ପୂର୍ବରୁ ବାହାରିଥିବା ଏକ ନର କଙ୍କାଳ ର ଖୁଲାସା କରିଛି ପୋଲିସ। ଏହି କଙ୍କାଳ ଟେକନିସିଆନ ହରବିର ସିଂ ର ଅଟେ।ଯିଏ ୧୮ ମାସ ପୂର୍ବରୁ ନିଖୋଜ ଥିଲେ।ଏହି କାଣ୍ଡ ଟିକୁ ଏମିତି କରାଯାଇଥିଲା ଯେମିତି ଅଜୟ ଦେବଗନ୍ ଙ୍କ ଚଳଚ୍ଚିତ୍ର ଦୃଷ୍ୟମ ରେ କରାଯାଇଥିଲା। କହି ଦେବାକୁ ଚାହୁଁଛୁ କି ମୃତକ ଙ୍କ ପତ୍ନୀ ତାଙ୍କ ପ୍ରେମିକ ସହ ମିଶି ପତିକୁ ହତ୍ୟା କରିଥିଲେ।ଏହା ପରେ ଶବକୁ ଘରର ଖାଲ ରେ ପୋତି ଦେଇଥିଲେ। ଯାହା ଉପରେ ସିମେଣ୍ଟ ର ସ୍ଲାପ ରଖି ମହିଳା ଜଣଙ୍କ ଗାଧୋଉଥିଲେ।

ଏମିତି ଘର ଖୋଳିବା ସମୟରେ ଭିତରୁ ବାହାରିଲା ନର କଙ୍କାଳ:

ପ୍ରକୃତ ରେ ପାନିପଥ ରେ ରହୁଥିବା ୩୧ ବର୍ଷୀୟ ଟେକନିସିଆନ ହରିହର ସିଂ ଦେଢ଼ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିଲେ।ଯାହାର ତିନି ମାସ ପରେ ପତ୍ନୀ ଗୀତା ପୋଲିସ ରେ ରିପୋର୍ଟ ଦେଇଥିଲେ।ଏବେ ଦୁଇ ତିନି ଦିନ ପୂର୍ବେ ମୃତକ ଙ୍କ ଭାଇ ଙ୍କ ଘରୁ ଏକ ନର କଙ୍କାଳ ମିଳିଥିଲା।ଯାହା ପରେ ପୋଲିସ ଗୀତା କୁ ପଚରା ଉଚରା କରିଥିଲା ତା ପରେ ସବୁ ସତ ସାମ୍ନା କୁ ଆସିଥିଲା।

ଏହି କାରଣରୁ ସ୍ବାମୀ ଙ୍କୁ ଯିବାକୁ ପଡିଲା ମୃତ୍ୟୁ ର ଘାଟ:

ମହିଳା ଜଣଙ୍କ କହିଛନ୍ତି କି ସେ ତିନି ମାସ ପୂର୍ବରୁ ପ୍ରେମିକ ସହ ମିଶି ସ୍ବାମୀ ଙ୍କୁ ହତ୍ୟା କରିଥିଲା। କାରଣ ହରବିର ଙ୍କୁ ଏମାନଙ୍କ ସମ୍ପର୍କ ବିଷୟରେ ଜଣା ପଡ଼ିଯାଇଥିଲା।ସେ ଦୁଇ ଜଣଙ୍କ ମଧ୍ୟ ରେ ପାଚେରୀ ସୃଷ୍ଟି କରୁଥିଲେ।ଏଥି ପାଇଁ ସେମାନେ ଏହି ଘଟଣାକୁ ଅନଜାମ ଦେଇଥିଲେ।ମହିଳା ଜଣଙ୍କ କହିଥିଲେ କି ସେ ମଦ ନିଶା ରେ ଥିଲା ବେଳେ ଆମେ ତାଙ୍କର ତଣ୍ଟି ଚିପି ହତ୍ୟା କରିଥିଲୁ। ତା ପରେ ଖାଲି ପଡ଼ିଥିବା ସ୍ଥାନରେ ଗାତ ଖୋଳି ପୋତି ଦେଇଥିଲୁ ଏବଂ ସେଠାରେ ଏକ ବାଥରୁମ ତିଆରି କରି ଦେଇଥିଲୁ।କୁହା ଯାଇଛି କି ସେମାନେ ଏ ଘଟଣା କରିବା ପୂର୍ବରୁ ଦୃଷ୍ୟମ୍ ଚଳଚ୍ଚିତ୍ର ଦେଖିଥିଲେ।

ଏମିତି ସାମ୍ନା କୁ ଆସିଲା ମହିଳା ଙ୍କ ସତ୍ୟ:

ଆରୋପି ମହିଳା କହିଛନ୍ତି କି, ସେ ଏକ ନୂଆ ଘର ତିଆରି କରୁଥିଲେ। ଶୁକ୍ରବାର ଦିନ ସେ କିଛି ଜିନିଷ ପାଇଁ ବଜାରକୁ ଯାଇଥିଲେ ଘରେ ତାଙ୍କ ମାଆ ଏବଂ ଭାଇ ଥିଲେ।ତେବେ ଶ୍ରମିକ ମାନେ ତାଙ୍କ ମାଆ ଙ୍କୁ ପଚାରି ସେଠାରେ ଗାତ ଖୋଳିଥିଲେ। ଯେତେବେଳେ ସେଠି ନର କଙ୍କାଳ ଦେଖିଥିଲେ ସେମାନେ ଚିଲେଇ ଥିଲେ। ଶ୍ରମିକ ଙ୍କ ଚିତ୍କାର ଶୁଣି ମୃତକ ଙ୍କ ଭଣଜା ସେଠାରେ ପହଞ୍ଚିଥିଲେ ଏବଂ ପୋଲିସ ଙ୍କୁ କହିଥିଲେ।

ସ୍ୱାମୀ ଙ୍କୁ ଛାଡି ତାଙ୍କ ସାଙ୍ଗ କୁ ଭଲ ପାଉଥିଲେ ତାଙ୍କ ପତ୍ନୀ:

କହି ଦେବାକୁ ଚାହୁଁଛୁ କି ମୃତକ ସେ ଯୁବକ ସହିତ ଏକ ମୋବାଇଲ ଦୋକାନ ରେ କାମ କରୁଥିଲେ। ଏହା ପୂର୍ବରୁ ସେ ତାଙ୍କ ସହ ଘରକୁ ଯିବା ଆସିବା କରୁଥିଲେ। ସେଠାରେ ତାଙ୍କ ପତ୍ନୀ ସହ ପରିଚିତ ହୋଇଥିଲେ ଏବଂ ତା ପରେ ଦୁଇ ଜଣ ଦୁଇ ଜଣଙ୍କୁ ଭଲ ପାଇଥିଲେ କିନ୍ତୁ ହରବିର ସିଂ ତାଙ୍କ ବାଟରେ କଣ୍ଟା ସାଜିଥିଲେ,ଯେଉଁଥିପାଇଁ ତାଙ୍କୁ ମାରିବାକୁ ସେମାନେ ଯୋଜନା କରିଥିଲେ।ଏବେ ପୋଲିସ କୁ ସେ କହିଛନ୍ତି କି ଯଦି ଘର ହୋଇ ଯାଇଥାନ୍ତା ତେବେ ଏହି ସତ୍ୟ କେବେ ସାମ୍ନା କୁ ଆସି ପାରି ନଥାନ୍ତା।ସେ ବଜାର କୁ ଯାଇ ଛୋଟ ଭୁଲ କରିଦେଲେ ବୋଲି କହିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *