ମନୁଷ୍ୟ ବଡ଼ ଅଜବ ଅଟେ। ଏହାଠାରୁ ମଧ୍ୟ ଅଜବ ହୋଇଥାଏ ତାର ଅଭ୍ୟାସ (Weird Lifestyle Habits)। ଏମିତିରେ ତ ପ୍ରତ୍ୟେକ ବ୍ୟକ୍ତିର ଜୀବନଶୈଳୀ ଅଲଗା ଅଲଗା ହୋଇଥାଏ, କିନ୍ତୁ କିଛି ପରିସ୍ଥିତି ଏମିତି ମଧ୍ୟ ହୋଇଥାଏ ଯେଉଁଥିରେ ସବୁ ମନୁଷ୍ୟ ପାଖାପାଖି ଏକାପରି ହିଁ ବ୍ୟବହାର କରିଥାନ୍ତି। ଏମିତି ଆଜି ଆମେ ଆପଣଙ୍କୁ ମନୁଷ୍ୟର କିଛି ଅଜବ-ପ୍ରକାର ଏବଂ ଅନନ୍ୟ ଅଭ୍ୟାସ ବିଷୟରେ ଜଣାଇବାକୁ ଯାଉଛୁ। ଆପଣ ମଧ୍ୟ ଦେଖିବେ କି କେମିତି ଏକ ଅଲଗା ପରିସ୍ଥିତିରେ ଆସିବା ଦ୍ଵାରା ବ୍ୟକ୍ତିର ହାଲ-ଚାଲ ହ-ଠାତ ବଦଳି ଯାଇଥାଏ।
ଗାର୍ଲଫ୍ରେଣ୍ଡଙ୍କ ସହିତ ଚାଲିବାରେ ପରିବର୍ତ୍ତନ:
ଗୋଟିଏ କଥା ଆପଣ ସମସ୍ତେ ଲକ୍ଷ କରିଥିବେ କି ବ୍ୟକ୍ତି ଯେତେବେଳେ ନିଜ ସ୍ତ୍ରୀଙ୍କ ସହିତ କେଉଁଆଡେ ବୁଲିବାକୁ ଯାଇଥାନ୍ତି ତ ତାଙ୍କ ଆଗରେ କିମ୍ବା ପଛରେ ଚାଲିଥାନ୍ତି। ସେଠାରେ ଯଦି ଏହି ବ୍ୟକ୍ତି ନିଜ ଗାର୍ଲଫ୍ରେଣ୍ଡଙ୍କ ସହିତ ବୁଲିବାକୁ ବାହାରି ଯାଇଥାନ୍ତି,ତ ବୋଧହୁଏ ତାଙ୍କ ସହିତ ପାଦରେ ପାଦ ମିଶାଇ ହିଁ ଚାଲିଥାନ୍ତି। ଏମିତି ସେ ଗାର୍ଲଫ୍ରେଣ୍ଡ ପ୍ରତି ନିଜ ପ୍ରେମକୁ ପ୍ରଦର୍ଶନ କରିବା ପାଇଁ କରିଥାନ୍ତି। ସେଠାରେ ଯେତେବେଳେ ବାହାଘର ହୋଇ ଯାଇଥାଏ ତ ସେ ସ୍ତ୍ରୀଙ୍କୁ ଆକର୍ଷିତ କରିବା ପାଇଁ କିମ୍ବା ଅଧିକ ପ୍ରେମକୁ ଦେଖାଇବାର ଆବଶ୍ୟକତାକୁ ଅନୁଭବ କରନ୍ତି ନାହିଁ। ଏଥିପାଇଁ ସ୍ତ୍ରୀଙ୍କ ତୁଳନାରେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହିତ ବ୍ୟକ୍ତିର ହାଲଚାଲରେ ବହୁତ ପରିବର୍ତ୍ତନ ଦେଖା ଯାଇଥାଏ।
ନିଦ କମ ଆସୁଛି ଏହି କଥାର ସଙ୍କେତ:
ଅନେକ ଥର ବ୍ୟକ୍ତିଙ୍କୁ ରାତିରେ ନିଦ ଆସି ନଥାଏ। ସେ ଥରକୁ ଥର ଏପଟ ସେପଟ ହେବାକୁ ଲାଗିଥାନ୍ତି। ଏହା ପଛରେ ଅନେକ କାରଣ ଥାଇପାରେ। ଯେମିତି କି କୈାଣସି କଥାକୁ ନେଇ ଚିନ୍ତିତ ହେବା କିମ୍ବା ବେମାରରେ ପଡ଼ିବା। କିନ୍ତୁ ଏକ ରିସର୍ଚ୍ଚ ରୁ ଏହା ମଧ୍ୟ ଜଣା ପଡ଼ିଛି କି ଯେଉଁ ବ୍ୟକ୍ତି କମ ଶୋଇଥାନ୍ତି କିମ୍ବା ଯେଉଁ ମାନଙ୍କ ନିଦ ପୂରା ହୋଇନଥାଏ ସେମାନେ ଧିରେଧିରେ ଉଦାସ ହେବାକୁ ଲାଗିଥାନ୍ତି। ଏମିତି ଲୋକମାନେ ମଦ୍ୟ-ପାନର ଶିକାର ମଧ୍ୟ ବହୁତ ଶୀଘ୍ର ହୋଇଥାନ୍ତି। ସେଠାରେ କିଛି ସେ-କ୍ସ ପାଇଁ ପ୍ରବଳ ଇଚ୍ଛା ଜନ୍ମ ହେବାର ମଧ୍ୟ ଦେଖାଯାଇଛି।
ଚୁଇଗଂମ ଚୋବେଇ ଧ୍ୟାନକୁ ହଟିବାକୁ ନଦେବା:
ଚୁଇଗଂମ (Chewing gum) ଚୋବେଇବାର ବ୍ୟବହାର ଅନେକ ଲୋକ ନିଜ ଧ୍ୟାନ ନ ହଟିବା ପାଇଁ କରିଥାନ୍ତି। ଯେମିତି ଖେଳାଳି ବ୍ୟକ୍ତି ନିଜ ମ୍ୟାଚ ସମୟରେ ବେଳେବେଳେ ଚୁଇଗଂମ ଚୋବେଇବାର ନଜର ଆସିଥାନ୍ତି। ଏହାଦ୍ଵାରା ସେମାନଙ୍କର ପୂରା ଧ୍ୟାନ ଖେଳରେ ହିଁ ରହିଥାଏ ଏବଂ ଏପଟ ସେପଟକୁ ହଟେ ନାହିଁ। ସେମିତି ଟ୍ୟାଟୁ କରିବା କିମ୍ବା କାନ ଫୋଡେଇବା ସମୟରେ ମଧ୍ୟ ଚୁଇଗଂମ ଚୋବେଇବା ଦ୍ଵାରା କଷ୍ଟ ଅନୁଭବ କମ କିମ୍ବା ନ ହେବା ସହିତ ସମାନ ହୋଇଥାଏ।
ଟୁଥବ୍ରଶ ଉପରେ ପେଷ୍ଟ ଲଗାଇ ତାକୁ ଓଦା କରିବା:
ସକାଳୁ ସକାଳୁ ଉଠିବା ମାତ୍ରେ ହିଁ ଅନେକ ଲୋକ ନିଜ ଦାନ୍ତ ସଫା କରିଥାନ୍ତି। ଏହି ସମୟରେ ୧୦ରୁ ୯ଜଣ ଲୋକ ଟୁଥବ୍ରଶରେ ପେଷ୍ଟ ଲଗାଇବା ପରେ ତାକୁ ଓଦା କରିଥାନ୍ତି। ସେମାନଙ୍କର ଏହି ଧାରଣା ଥାଏ କି ପେଷ୍ଟକୁ ଓଦା କରିବା ପରେ ସେ ଭଲରେ କାମ କରିଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।