ବଲିଉଡ୍ ଆକ୍ଟର ଧର୍ମେନ୍ଦ୍ର ଦୁଇ ଥର ବିବାହ କରିଛନ୍ତି। ପ୍ରଥମ ପତ୍ନୀଙ୍କ ନାମ ପ୍ରକାଶ କୌର ଏବଂ ଦ୍ୱିତୀୟ ପତ୍ନୀଙ୍କ ନାମ ହେମା ମାଳିନୀ। ସନ୍ନି ଦେୱଲ ଏବଂ ବବି ଦେୱଲ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ଦୁଇ ପୁଅ ଅଟନ୍ତି। ଯେଉଁଠାରେ ସନ୍ନି ଏବଂ ବବି ବଲିଉଡ୍ ଆକ୍ଟର ଅଟନ୍ତି, ସେଠାରେ ତାଙ୍କ ପତ୍ନୀମାନେ ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି। ଆସନ୍ତୁ ଜାଣିବା ଯେ କଣ କରୁଛନ୍ତି ଧର୍ମେନ୍ଦ୍ରଙ୍କ ବୋହୂମାନେ।
ସନ୍ନି ଦେୱଲଙ୍କ ପତ୍ନୀଙ୍କ ନାମ ପୂଜା ଦେୱଲ। ସେ ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି। ପୂଜା କ୍ୟାମେରା ଶାଇ ଅଟନ୍ତି ଏବଂ କ୍ୟାମେରା ସାମ୍ନାକୁ ଆସିବାକୁ ପସନ୍ଦ କରନ୍ତି ନାହିଁ।
ବୃତ୍ତି ବିଷୟରେ କହିବାକୁ ଗଲେ, ପୂଜା ଜଣେ ଡାଇଲଗ ଲେଖକ। ସନ୍ନି ଦେୱଲଙ୍କ ୟମଲା ପାଗଲା ଦିୱାନା ପୂଜା ଦେୱଲ ହିଁ ଲେଖିଥିଲେ।
ସନ୍ନି ଦେୱଲ ଏବଂ ପୂଜାଙ୍କର ଦୁଇ ପୁଅ। ପୂଜା ଘରେ ରହି ପରିବାର ସମ୍ଭଳିବାରେ ଖୁସି ଅନୁଭବ କରନ୍ତି।
ସନ୍ନିଙ୍କ ସାନ ଭାଇ ବବୀ ଦେୱଲଙ୍କ ପତ୍ନୀଙ୍କ ନାମ ତାନ୍ୟା ଦେୱଲ।
ତାନ୍ୟା ଦେୱଲ ଜଣେ ବିଜିନେସ ଓମେନ୍ ଅଟନ୍ତି। ମାସକୁ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ସେ ରୋଜଗାର କରନ୍ତି।
ତାନ୍ୟା ଦେୱଲ ଜଣେ ଜଣାଶୁଣା ଇଣ୍ଟରିଅର ଡିଜାୟର। The Good ନାମରେ ସେ ଫର୍ନିଚର୍ ଏବଂ ହୋମ ଡେକୋରର ପରିଚାଳନା କରନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।