ବନ୍ଧୁଗଣ ହସ୍ତରେଖା ବିଜ୍ଞାନରେ ଆଜି ଆମେ ଆପଣ ମାନଙ୍କୁ କହିବୁ ହାତ ପାପୁଲିରେ କେଉଁ ରେଖା ଥିଲେ ବା କିପରି ରେଖା ଥିଲେ ଧନର ଯୋଗ ଥାଏ। ହସ୍ତରେଖା କିପରି ହେଲେ ଧନ ବୈଭବ ଏବଂ ଐଶର୍ଯ୍ୟ ମିଳିଥାଏ। ସେଥି ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ଯଦି ହାତର ଜୀବନ ରେଖା ଏବଂ ମସ୍ତଷ୍କ ରେଖାର ମଝିରେ ଏକ ନକ୍ଷତ୍ର ଚିହ୍ନ ବା ଷ୍ଟାର ଚିହ୍ନ ଥାଏ ଯେପରି ଆପଣ ଏହି ଚିତ୍ରରେ ଦେଖୁଛନ୍ତି ଜୀବନ ରେଖା ଏବଂ ମସ୍ତଷ୍କ ରେଖା ମଝିରେ ଏକ ନକ୍ଷତ୍ର ଚିହ୍ନ ଅଛି ଯଦି ହସ୍ତରେ ଏହିପରି ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଧନୀ ହୋଇଥାଏ।
ଯଦି ହାତର ତର୍ଜନି ଅଙ୍ଗୁଳିର ମଝିରେ ଏକ ନକ୍ଷତ୍ର ଚିହ୍ନ ବା ଷ୍ଟାର ଚିହ୍ନ ଥିବ ଯେପରି ଏହି ଚିତ୍ରରେ ଆପଣ ଦେଖୁଛନ୍ତି ତର୍ଜନି ଆଙ୍ଗୁଳିର ମଝିରେ ଏକ ନକ୍ଷତ୍ର ଚିହ୍ନ ଅଛି ଯଦି ଏହିପରି ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଭାଗ୍ୟବାନ ଏବଂ ଧନବାନ ହୋଇଥାଏ।
ଯଦି ହାତର ଅନାମିକା ଆଙ୍ଗୁଳିରେ ପ୍ରଥମ ପଗରେ ଦୁଇଟି ମଝି ପଗରେ ତିନୋଟି ଏବଂ ଶେଷ ପଗରେ ଦୁଇଟି ରେଖା ବା ଗାର ଥାଏ ଯେପରି ଆପଣ ଏହି ଚିତ୍ରରେ ଦେଖୁଛନ୍ତି ଅନାମିକା ଆଙ୍ଗୁଳିର ପ୍ରଥମ ପଗରେ ଦୁଇଟି ମଝି ପଗରେ ତିନୋଟି ଏବଂ ଶେଷ ପଗରେ ଦୁଇଟି ଗାର ଥିଲେ ସେହି ବ୍ୟକ୍ତି ଧନୀ ହୋଇଥାଏ ଏବଂ ଜୋଶ ପାଏ ଏବଂ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାଏ।
ଯଦି ଜୀବନ ରେଖାରୁ ଏହିପରି ଏକ ଛୋଟ ରେଖା ବାହାରି ଉପରକୁ ବା ମଧ୍ୟମ ଆଙ୍ଗୁଳି ଆଡକୁ କିମ୍ବା ଅନାମିକା ଆଙ୍ଗୁଳି ଆଡକୁ ଯାଇଥିବ ଯେପରି ଆପଣ ଏହି ଚିତ୍ରରେ ଦେଖୁଛନ୍ତି ଜୀବନ ରେଖାରୁ ଏକ ଛୋଟ ରେଖା ବାହାରି ଅନାମିକା ଆଙ୍ଗୁଳି ଆଡକୁ କିମ୍ବା ମଧ୍ୟମ ଆଙ୍ଗୁଳି ଆଡକୁ ଯାଇଛି ଯଦି ଏପରି ଥାଏ ତେବେ ସେହି ବ୍ୟକ୍ତି ଜୀବନରେ ସଫଳ ହୋଇଥାଏ ଏବଂ ସେହି ବ୍ୟକ୍ତି ଜୀବନରେ ଧନବାନ ମଧ୍ୟ ହୋଇଥାଏ।
ଯଦି ଜୀବନ ରେଖାରୁ ଏଭଳି ଛୋଟ ଛୋଟ ରେଖା ବାହାରି ଉଭୟ ଆଡକୁ ଯାଇଥାଏ ଯେପରି ଆପଣ ଏହି ଚିତ୍ରରେ ଦେଖୁଛନ୍ତି ଜୀବନ ରେଖାରୁ ଛୋଟ ଛୋଟ ରେଖା ବାହାରି ଦୁଇ ପାଖରୁ ଦୁଇ ଆଡକୁ ଯାଇଛି ଯଦି ଏହିପରି ଥାଏ ତେବେ ସେହି ବ୍ୟକ୍ତି ବିଭିନ୍ନ କ୍ଷେତ୍ରରୁ ଆୟ ଭଲ ହୋଇଥାଏବଂ ତାର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ।
ଯଦି ଜୀବନ ରେଖାରୁ ଏପରି ଭାଗ୍ୟ ରେଖା ବାହାରି ଥାଏ ଯେପରି ଆପଣ ଏହି ଚିତ୍ରରେ ଦେଖୁଛନ୍ତି ଜୀବନ ରେଖାରୁ ଭାଗ୍ୟ ରେଖା ବାହାରି ଥାଏ ତେବେ ସେହି ବ୍ୟକ୍ତି ସଫଳ ହୋଇଥାଏ ଏବଂ ଭାଗ୍ୟବାନ ହୋଇଥାଏ ଏବଂ ଧନବାନ ମଧ୍ୟ ହୋଇଥାଏ।
ଯଦି ମସ୍ତଷ୍କ ରେଖାରୁ ଏପରି ତିନୋଟି ରେଖା ବାହାରି ତର୍ଜନି ଆଙ୍ଗୁଳି ଆଡକୁ ଯାଇଥାଏ ଯେପରି ଆପଣ ଏହି ଚିତ୍ରରେ ଦେଖୁଛନ୍ତି ମସ୍ତଷ୍କ ରେଖାରୁ ଏପରି ଛୋଟ ଛୋଟ ତିନୋଟି ରେଖା ବାହାରି ତର୍ଜନି ଆଙ୍ଗୁଳି ତଳ ଆଡକୁ ଯାଇଥାଏ ତେବେ ସେହି ବ୍ୟକ୍ତି ସଫଳ ହୋଇଥାଏ ଏବଂ ଧନବାନ ମଧ୍ୟ ହୋଇଥାଏ।
ଯଦି ଭାଗ୍ୟ ରେଖାର ଉପରେ ବା ଭାଗ୍ୟ ରେଖାର ଉପର ପଟେ ଏପରି ତିନୋଟି ରେଖା ବାହାରି ଥାଏ ଯେପରି ଆପଣ ଏହି ଚିତ୍ରରେ ଦେଖୁଛନ୍ତି ଭାଗ୍ୟ ରେଖାର ଉପର ପଟେ ଛୋଟ ଛୋଟ ତିନୋଟି ରେଖା ବାହାରି ଥାଏ ଯଦି ଏପରି ହୋଇଥାଏ ତେବେ ସେହି ବ୍ୟକ୍ତି ଧନବାନ ହୋଇଥାଏ। ସେହି ବ୍ୟକ୍ତି ଜୋଶ ପାଇଥାଏ। ଏବଂ ଆରାମ ଦାୟକ ଜୀବନବି ବିତାଇଥାଏ।
ଯଦି ହୃଦୟ ରେଖାର ଉପରେ ତର୍ଜନି ଆଙ୍ଗୁଳି ତଳେ ଏପରି ତିନୋଟି ରେଖା ବା ରେଖାର ଗୁଛ ଥାଏ ଯେପରି ଆପଣ ଏହି ଚିତ୍ରରେ ଦେଖୁଛନ୍ତି ହୃଦୟ ରେଖାର ଶେଷ ଆଡକୁ ତର୍ଜନି ଆଙ୍ଗୁଳିର ତଳେ ହୃଦୟ ରେଖାରୁ ତିନୋଟି ଛୋଟ ଛୋଟ ରେଖା ବାହାରି ଥାଏ ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ ଏବଂ ପ୍ରେମ ପୂର୍ଣ ଜୀବନ ବିତାଇଥାଏ।
ଯଦି ସୂର୍ଯ୍ୟ ରେଖାର ଉପରେ ଏପରି ତିନୋଟି ରେଖା ତ୍ରିଶୂଳ ଭୋଳି ହୋଇଥାଏ। ଯେପରି ଆପଣ ଚିତ୍ରରେ ଦେଖୁଛନ୍ତି ସୂର୍ଯ୍ୟ ରେଖାରୁ ଛୋଟ ଛୋଟ ତିନୋଟି ରେଖା ବାହାରି ତ୍ରିଶୂଳ ଭୋଳି ହୋଇଥାଏ ତେବେ ସେହି ବ୍ୟକ୍ତି ଜଣେ ପ୍ରସିଦ୍ଧ ପ୍ରତିଭାବାନ ବ୍ୟକ୍ତି ହୋଇଥାଏ ଏବଂ ଧନବାନ ମଧ୍ୟ ହୋଇଥାଏ।
ଯଦି ତର୍ଜନି ଆଙ୍ଗୁଳି ବା ଅନାମିକା ଆଙ୍ଗୁଳିର ତଳେ ଏପରି ତ୍ରିଭୁଜ ଚିହ୍ନ ଥାଏ ଯେପରି ଆପଣ ଏହି ଚିତ୍ରରେ ଦେଖୁଛନ୍ତି ଅନାମିକା ଅଙ୍ଗୁଳି ତଳେ କିମ୍ବା ତର୍ଜନି ଆଙ୍ଗୁଳି ତଳେ ଏହିପରି ତ୍ରିଭୁଜ ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଜଣେ ସଫଳ ବ୍ୟକ୍ତି ହୋଇଥାଏ ଏବଂ ଧନବାନ ମଧ୍ୟ ହୋଇଥାଏ।
ଯଦି ଭାଗ୍ୟ ରେଖା ଉପରେ ଏପରି ଦୀପ ଚିହ୍ନ ବା ଆଖି ପରି ଚିହ୍ନ ଥାଏ ଯେପରି ଆପଣ ଏହି ଚିତ୍ରରେ ଦେଖୁଛନ୍ତି ଭାଗ୍ୟରେଖାର ଉପରେ ଏପରି ଦୀପ ଚିହ୍ନ ବା ଆଖି ପରି ଚିହ୍ନ ଥିଲେ ତେବେ ସେହି ବ୍ୟକ୍ତିର ଧନ ହାନି ହୋଇଥାଏ ବା ଆର୍ଥିକ କ୍ଷତି ହୋଇଥାଏ।
ଯଦି ଭାଗ୍ୟ ରେଖା ଉପରେ ଏପରି ଚତୁର୍ଭୁଜ ପରି ଚିହ୍ନ ଥାଏ ଯେପରି ଏହି ଚିତ୍ରରେ ଦେଖୁଛନ୍ତି ଯଦି ଠିକ ଏହି ପରି ଭାଗ୍ୟ ରେଖା ଉପରେ ଏକ ଚତୁର୍ଭୁଜ ଚିହ୍ନ ଥାଏ ବା ବର୍ଗାକାର ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଆର୍ଥିକ କ୍ଷତିରୁ ମୁକ୍ତି ପାଇ ନଥାଏ ଅର୍ଥାତ ସେହି ବ୍ୟକ୍ତିର ଆର୍ଥିକ କ୍ଷତି ହୋଇଥାଏ। ତଥାପି ମଧ୍ୟ ସେ ସେଥିରୁ ମୁକୁଳି ପାରିଥାଏ ବା ମୁକ୍ତି ପାଇଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।