ପ୍ରିୟଜନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆଉ ରାତ୍ରି 12 ଟା ପର୍ଯ୍ୟନ୍ତ ଅନିଦ୍ରା ହେବାକୁ ପଡିବ ନାହିଁ । ହ୍ଵାଟ୍ସଆପ ନିଜେ Wish ପଠେଇବ

ଶରୀର ପାଇଁ ଯେପରି ଆ-ତ୍ମା-ର ଆବଶ୍ୟକ ପଡିଥାଏ ସେହିପରି ମୋବାଇଲରେ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ଆବଶ୍ୟକ । ବର୍ତ୍ତମାନ ହ୍ଵାଟ୍ସଆପ ଆମ ଜୀବନରେ ଏକ ଅବିଛେଦ୍ୟ ଅଙ୍ଗ ହୋଇସାରିଛି । ଏହା ବିନା ଆମର ଅନେକ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅଟେ । କିଛି ଲୋକମାନଙ୍କ ବ୍ୟବସାୟ ଏହା ଉପରେ ନିର୍ଭର । ଯେଉଁଠି କରୋନା ପାଇଁ ସବୁ ଜିନିଷ ବନ୍ଧ ହେବାକୁ ଲାଗିଛି , ଏହି ପରିସ୍ଥିତିରେ ଏହାର ଗୁରୁତ୍ୱ ଆହୁରି ବଢିବାକୁ ଲାଗୁଛି । ହ୍ଵାଟ୍ସଆପରେ ବର୍ଷ ବର୍ଷ ଧରି ଆହୁରି ଅନେକ ବୈଶିଷ୍ଟ୍ୟ ସାମିଲ ହେବାକୁ ଲାଗୁଛି ।

ଏଥିରେ ଭଏସ କଲିଂ ଠାରୁ ଆରମ୍ଭ କରି ଭିଡ଼ିଓ କଲିଂ ଏବଂ ପେମେଣ୍ଟ ପର୍ଯ୍ୟନ୍ତ ସବୁ ସୁବିଧା ଉପଲବ୍ଧ ଅଛି । ଏହା ସହ ଏହି ଆପଟି ଆମର ପ୍ରତ୍ୟେକ ସୁବିଧା ସହ କାମ କରେ । ଏହା ସହ ହ୍ଵାଟ୍ସଆପରେ ଆଉ ଏକ ନୂତନ ବୈଶିଷ୍ଟ୍ୟ ସାମ୍ନାକୁ ଆସିଛି । ଏକ ଏହିଭଳି ବୈଶିଷ୍ଟ୍ୟ ଯାହା ଆମ ନିଦ୍ରାର ଯତ୍ନ ନେବ । ଏହି ନୂତନ ବୈଶିଷ୍ଟ୍ୟ ସହ ଆପଣ ଆଠ ଘଣ୍ଟାର ନିଦକୁ ସମ୍ପୂର୍ଣ୍ଣ କରିପାରିବେ ।

ସଦାବେଳେ ଆମେମାନେ ନିଜ ସାଙ୍ଗ କିମ୍ବା ପରିବାର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ରାତି 12 ଟା ପର୍ଯ୍ୟନ୍ତ ଅପେକ୍ଷା କରିଥାଉ । ଏଥିପାଇଁ ଆମ ନିଦ୍ରା ଖ-ରା-ପ ହୋଇଥାଏ । ଆମେ ଭଲଭାବରେ ଶୋଇପାରନ୍ତି ନାହିଁ । ଯାହାଦ୍ୱାରା ଆମେ ପରଦିନ ବିଳମ୍ବରେ ଅଫିସ ପହଞ୍ଚିଥାଉ କିମ୍ବା ଶୀଘ୍ର ଉଠିପାରନ୍ତି ନାହିଁ । ଏହାଦ୍ୱାରା ଆମର କାର୍ଯ୍ୟ ଖ-ରା-ପ ହୋଇଯାଏ । କିନ୍ତୁ ଆମେ ଅପଣଙ୍କୁ ଏମିତି ଏକ କୌଶଳ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଳମ୍ବ ରାତି ପର୍ଯ୍ୟନ୍ତ ଜାଗ୍ରତ ହେବାକୁ ପଡିବ ନାହିଁ ।

ବର୍ତ୍ତମାନ ଆପଣ ହ୍ଵାଟ୍ସଆପ ମେସେଜକୁ ନିର୍ଦ୍ଧାରଣ ମଧ୍ୟ କରିପାରିବେ । ଯଦି ଆପଣ କାହାକୁ 12 ଟାରେ ଶୁଭେଚ୍ଛା ଜଣାଇବା କିମ୍ୱା କାହାକୁ ଜରୁରୀ ବାର୍ତ୍ତା ଦେବାକୁ ଚାହାନ୍ତି , ତେବେ ଏହା ଆପଣଙ୍କ ପାଇଁ ଏକ ଉପଯୋଗୀ କୌଶଳ ଅଟେ । ହ୍ଵାଟ୍ସଆପରେ ଏହିଭଳି ମେସେଜ ନିର୍ଦ୍ଧାରଣ କରନ୍ତୁ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *