ପାଳିତ ବିଲେଇଟି ନି-ଖୋ-ଜ ହୋଇଗଲା, ଘରେ ବହୁତ ଖୋଜ ଖୋଜି କଲେ ହେଲେ ପରେ ସା-ପ ପେଟରୁ ମିଳିଲା ବିଲେଇ

ସ-ର୍ପର ବି-ଷ ମଣିଷକୁ ମ-ର-ଣ ମୁଖକୁ ନେଇଯାଇଥାଏ । ଯଦି କୌଣସି ବିଶାଳ ସ-ର୍ପ ହୁଏ ତେବେ ତାହାର ଜାବୁଡି ଧରିବା ଶକ୍ତି ମଜବୁତ ହୋଇଥାଏ । ପ୍ରଥମେ ସେ ତା ଶିକାରର ଅସ୍ଥିକୁ ଭାଙ୍ଗି ଏବଂ ତାକୁ ପରାସ୍ତ କରି ସମ୍ପୂର୍ଣ୍ଣ ରୂପେ ଗି-ଳି ଦେଇଥାଏ । ନିଜର ପାଳିତ ଜୀବମାନଙ୍କୁ ହ-ରା-ଇ-ବା ଅତ୍ୟନ୍ତ ଖ-ରା-ପ ଅଟେ । ଥାଇଲାଣ୍ଡର ଏକ ପରିବାର ସାଙ୍ଗରେ ଏମିତି ଏକ ଘ-ଟ-ଣା ହୋଇଛି । ତାଙ୍କର ପାଳିତ ବିଲେଇ ନି-ଖୋ-ଜ ହୋଇଯାଇଥିଲା । ସମ୍ପୂର୍ଣ୍ଣ ପରିବାର ତାକୁ ଖୋ-ଜି-ବା-ରେ ଲାଗିଥିଲା । କିନ୍ତୁ ତାଙ୍କ ଝିଅ ଦେଖେ ଯେ ତାଙ୍କ ଘରେ ଏକ ବିଶାଳ ସ-ର୍ପଟିଏ ଅଛି ।

ସେତେବେଳେ କଣ ଥିଲା, କାଞ୍ଚି ନାର୍ଡ ଏବଂ ତାଙ୍କ ଝିଅ ଗ୍ରାସିଆ ବହୁତ ସମୟରୁ ନିଜ ବିଲେଇ ହୋ ଜୁନକୁ ଖୋଜୁଥିଲେ । ସେ ନି-ଖୋ-ଜ ଥିଲା । ଏହି ସମୟରେ ଗ୍ରାସିଆଙ୍କ ନଜର ଘରେ ଥିବା ଏକ ବିଶାଳ ସ-ର୍ପ ଉପରେ ପଡ଼ିଲା । ତାକୁ ଦେଖି ସେ ଜୋରରେ ପାଟି କରିବାକୁ ଲାଗିଲେ । ମା ସେହି ସ-ର୍ପଟିକୁ ଦେଖିଲେ ଜାଣିନେଲେ ଯେ ଏହି ସ-ର୍ପଟି ତାଙ୍କ ବିଲେଇକୁ ଗି-ଲିଦେଇଛି ।

ମା କାଞ୍ଚି ନିଜ ବିଲେଇର ମୃ-ତ୍ୟୁର ଖ-ବର ବଡ ଦୁଃଖର ସହ ଫେସବୁକରେ ସେୟାର କରିଥିଲେ । ତାଙ୍କର ଏହି ପୋଷ୍ଟକୁ 55 ହଜାରରୁ ଅଧିକ ଲାଇକ ମିଳିସାରିଛି । ସ-ର୍ପଟି ବିଲେଇକୁ ଗିଳିଥିବାର ସ୍ପଷ୍ଟ ଜଣାପଡୁଛି । ସେ ବହୁତ ଭାରି ହୋଇଯାଇଛି ।

ଏହି ଅଜଗରଟି 2.5 ମିଟର ଲମ୍ବା ଥିଲା । ପରେ ଏହି ସ-ର୍ପଟିକୁ ଧରିବାକୁ ଲୋକ ଆସିଥିଲେ । ସେମାନେ ତାକୁ ଧରିଲେ ଏବଂ ପରେ ସୋସିଆଲ ମିଡିଆରେ ଏହି ବିଲେଇକୁ ଲୋକମାନେ ବହୁତ ମିସ କରିଥିଲେ । ପରେ ଲୋକମାନେ ବିଲେଇ ସାମନାକୁ ପ୍ରେମ ପଠାଇଥିଲେ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *