ବିଦେଶୀ କାହିକିଁ ଟା-ର୍ଗେଟ କରୁଛନ୍ତି ହୀରାକୁଦ ପଙ୍କକୁ , ମାଳିକାରେ ଲେଖା ହୋଇଛି ର-ହସ୍ୟ

ଆମ ଦୁନିଆଁରେ ଅନେକ ରହ-ସ୍ୟମୟ ଜିନିଷ ଲୁ-ଚି ରହିଛି , ଯାହା ବିଷୟରେ ଆମେ ଜାଣି ନଥାଉ । ଏପରି ଅନେକ ଜିନିଷ ରହିଥାଏ , ଯାହା କେବଳ ଗବେଷକ କିମ୍ବା ବଡ ବଡ ମହାଜ୍ଞାନୀ ମାନେ ଜାଣିଥାନ୍ତି । ତେବେ ବର୍ତ୍ତମାନ ଏପରି ଏକ ରହସ୍ୟମୟ ଜିନିଷ ଉପରେ ଆଲୋଚନା ଜୋର ଧରିଛି । ଆଉ ତାହା ହେଉଛି ହୀରାକୁଦ ବନ୍ଧ , ଯାହା ଆମ ଓଡ଼ିଶାରେ ରହିଛି ।

ଅନେକ ସମୟରେ ହୀରାକୁଦ ବନ୍ଧକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ । ବର୍ତ୍ତମାନ ମଧ୍ୟ ଏକ କଥା ସାମ୍ନାକୁ ଆସିଛି କି , ବିଦେଶୀ ମାନେ ହୀରାକୁଦ ପଙ୍କ ଉପରେ ନିଜ ଲକ୍ଷ୍ୟ ରଖିଛନ୍ତି । ତେବେ ଏହା କାହିଁକି ଆଉ କଣ ପାଇଁ । ତେବେ ଆସନ୍ତୁ ସେ ବିଷୟରେ ଜନିନେବା । ହୀରାକୁଦ ବନ୍ଧ ନିର୍ମାଣ ପୂର୍ବରୁ ମହାପୁରୁଷ ମାନେ ହୀରାକୁଦ ବନ୍ଧ କଥା ମାଳୀକାରେ ବର୍ଣ୍ଣନା କରିଥିଲେ ।

ମହାପୁରୁଷ ମାନଙ୍କର କହିବା ଅନୁଯାୟୀ , ହୀରାକୁଦ ପାଣିରେ ହିରାଶ୍ୱର ମହାଦେବ ବୁଡି ଅଛନ୍ତି । ଆଉ ଜଳସ୍ତର କମି ଗଲେ ମହାଦେବଙ୍କର ମନ୍ଦିର ଦୃ-ଶ୍ୟମା-ନ ହୋଇଥାଏ । ଏହା ବ୍ୟତୀତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି , ମହାପୁରୁଷ ମାନଙ୍କର କହିବା ଅନୁଯାୟୀ , ଯେଉଁ ସ୍ଥାନରେ ହିରାଶ୍ୱର ମହାଦେବ ବୁଡି ଅଛନ୍ତି , ସେହି ସ୍ଥାନରେ ପଥର ହୀରା , ପାହାଡ଼ ହୀରା ଆଉ ସବୁକିଛି ହୀରା ଅଟେ ।

ତେବେ ସେମାନେ କହିଛନ୍ତି କି , ହୀରାକୁଦ ପଙ୍କକୁ ଯଦି ସେମାନେ ବିକ୍ରି କରିବେ ତେବେ ତାର ପଙ୍କରେ ୫୦ ବର୍ଷ ଓଡ଼ିଶା ଚଳୀଯିବ । ତେବେ କୁହାଯାଏ କି , ଏଥିପାଇଁ ପାଶ୍ଚାତ୍ୟ ଦେଶ ମାନେ ମଧ୍ୟ ହୀରାକୁଦ ବନ୍ଧର ମରାମତି କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଯାହାଦ୍ବାରା ସେମାନେ ହୀରା ପାଇ ଲାଭବାନ ହୋଇଯିବେ ।

Leave a Reply

Your email address will not be published. Required fields are marked *