୮୫ବର୍ଷ ପୂର୍ବରୁ ବିଲୁପ୍ତ ହୋଇ ଯାଇଥିବା ଜୀବକୁ ଦେଖିଥିବାର ଦାବି, ଅଧା କୁକୁର-ଅଧା ବାଘ

କୈାଣସି ଜୀବ ଯଦି ଧରିତ୍ରୀରୁ ଶେ-ଷ ହୋଇଯିବ ତାହେଲେ ସେ ପୁଣି କେମିତି ଦେଖାଯିବ? ଆଶ୍ଚର୍ଯ୍ୟର କଥା ହେଉଛି କି ଅଷ୍ଟ୍ରେଲିଆର ତସ୍ମାନିୟାରେ ଲୋକମାନେ ଏମିତି ଜୀବକୁ ଦେଖିବାର ସୂ-ଚନା ଦେଇଛନ୍ତି, ଯାହା ୮୫ବର୍ଷ ପୂର୍ବରୁ ବିଲୁପ୍ତ ହୋଇ ଯାଇଛନ୍ତି। ଏହା ଅଧା କୁକୁର ଭଳି ଅଟେ ଏବଂ ଅଧା ବାଘ ପରି। ଏହି ଜୀବକୁ ତସ୍ମାନିୟନ ଟାଇଗର (Tasmanian Tiger) କୁହାଯାଏ। ଆସନ୍ତୁ ଜାଣିବା କି ବାସ୍ତବରେ ୮ଦଶକ ପୂର୍ବରୁ ଶେ-ଷ ହୋଇ ଯାଇଥିବା ଜୀବକୁ ପୁଣିଥରେ ଲୋକମାନେ କେଉଁଠାରେ ଦେଖିଲେ?

ତସ୍ମାନିୟନ ଟାଇଗର (Tasmanian Tiger) ସାଧାରଣ ଭାବରେ ଅଷ୍ଟ୍ରେଲିଆ ଏବଂ ପୂରା ତସ୍ମାନିୟନ ଅଞ୍ଚଳରେ ଦେଖାଯାଉଥିଲା। କିନ୍ତୁ ଏହାକୁ ୧୯୩୬ରେ ବିଲୁପ୍ତ (Extinct) ଘୋ-ଷ-ଣା କରାଯାଇଥିଲା। ଅଷ୍ଟ୍ରେଲିଆର ଥାଇଲାସୀନ (Thylacine) ଅବେୟରନେସ ଗ୍ରୁପର ପ୍ରେସିଡେଣ୍ଟ ନୀଲ ବାଟର୍ସ ଖୁଲାସା କରିଛନ୍ତି କି ସେ ତସ୍ମାନିୟନ ଟାଇଗର(Tasmanian Tiger)ର ଗୋଟିଏ ପରିବାରକୁ ଜଙ୍ଗଲରେ ଦେଖିଛନ୍ତି। ତାଙ୍କ ପାଖରେ ଏହାର ପ୍ରମାଣ ସ୍ବରୂପ ଫୋଟୋଗ୍ରାଫ୍ସ ମଧ୍ୟ ଅଛି।

ନୀଲ ବାଟର୍ସ କହିଛନ୍ତି କି ତାଙ୍କ ପାଖରେ ଚାରୋଟି ଫଟୋ ଏମିତି ଅଛି ଯେଉଁଥିରେ ତସ୍ମାନିୟନ ଟାଇଗର(Tasmanian Tiger)ର ପୂରା ପରିବାର ଅଛନ୍ତି। ଏଥିରେ କିଛି ପିଲା ମଧ୍ୟ ଅଛନ୍ତି। ଏହି ଖୁ-ଲା-ସା ପରଠାରୁ ବନ୍ୟଜୀବ ପ୍ରେମୀମାନଙ୍କ ମଧ୍ୟରେ ଖୁସି ଲହରୀ ଖେଳିଯାଇଛି। କିନ୍ତୁ କିଛିଦିନ ପରେ ହିଁ ନୀଲ ବାଟର୍ସଙ୍କ ଫଟୋ ଭୁଲ ପ୍ରମାଣିତ ହୋଇଥିଲା। ତାଙ୍କୁ କୁହାଯାଇଥିଲା କି ଆପଣଙ୍କର ଚିହ୍ନଟ କରିବାରେ ଭୁଲ ହୋଇ ଯାଇଛି।

ମନୋବୈଜ୍ଞାନିକ ଏମିତି ମିଛକୁ ପ୍ରଚାରର ମାଧ୍ୟମ ବୋଲି କହିଛନ୍ତି। ଏହିପରି ୨୦୦୫ରେ WWFର କ୍ୟାମେରାରେ ଗୋଟିଏ ରହସ୍ୟମୟୀ ମାଂସହାରୀ ଉଡୁଥିବା ଗୁଣ୍ଡୁଚିମୂଷାର ଫଟୋ ବ-ନ୍ଦି ହୋଇଥିଲା। ଏହି ଫଟୋ ଇଣ୍ଡୋନେସିଆର ବାର୍ନିୟୋ ଜଙ୍ଗଲରୁ ରେ-କ-ର୍ଡ ହୋଇଥିଲା। ୨୦୦୭,୨୦୧୧ ଏବଂ ୨୦୧୪ରେ ଟେକ୍ସାସରୁ ବିନା ବାଳ ବାଲା କୁକୁର ଏବଂ ମାଙ୍କଡ ମାନଙ୍କର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଯେଉଁମାନଙ୍କୁ ଚୁପାକାବରାସ (Chupacabras) କୁହାଯାଇଥିଲା।

ଏହା ଅସମ୍ଭବ ଅଟେ କି ଯଦି କୌଣସି ଜୀବ ଅନେକ ବର୍ଷ ପୂର୍ବରୁ ଶେ-ଷ ହୋଇ ଯାଇଛି ସେ ପୁଣିଥରେ କେମିତି ଦେଖାଯିବ। ୧୮୪୦ରୁ ବିଲୁପ୍ତ ବ୍ଲ୍ୟାକ-ବ୍ରୋଡ ବୈବଲର ନାମକ ଜୀବ ଇଣ୍ଡୋନେସିଆରୁ ମିଳିଥିଲା। ଜଣେ ବ୍ୟକ୍ତି ଏହାର ଫଟୋ ଉଠାଇଥିଲେ। ପରେ ତ-ଦ-ନ୍ତ ହେବାରୁ ଜଣା ପଡିଥିଲା କି କେବଳ ୬ଟି ଜୀବ ବଞ୍ଚିଛନ୍ତି। ଯେଉଁମାନଙ୍କୁ ଏହି ବ୍ୟକ୍ତି ଜଣଙ୍କ ଦେଖିଛନ୍ତି। ତସ୍ମାନିୟନ ଟାଇଗର(Tasmanian Tiger)ର ଫଟୋ ମହଜୁଦ ରହିଛି। ଏମାନଙ୍କର ଭିଡିଓ ମଧ୍ୟ ମହଜୁଦ ରହିଛି। ଏହା ଲୋକମାନଙ୍କ ସ୍ମତିଶକ୍ତିରେ ମଧ୍ୟ ରହିଛି। କିନ୍ତୁ ଏମାନଙ୍କୁ ପୁଣିଥରେ ଦେଖିବାର ଖବର ଭୁଲ ବୋଲି ପ୍ର-ମା-ଣିତ ହୋଇଛି।

ମନା ଯାଉଛି କି ତସ୍ମାନିୟନ ଟାଇଗର (Tasmanian Tiger) ୨୦ବର୍ଷ ପୂର୍ବରୁ ଧରିତ୍ରୀକୁ ଆସିଥିଲେ। କିନ୍ତୁ ପରିଶେଷରେ ଜୀବନ୍ତ ଜୀବ ୧୯୩୦ରେ ତସ୍ମାନିୟନରେ ଦେଖା ଯାଇଥିଲା। ଏହା ପରଠାରୁ ଏହି ଜୀବକୁ କେହି ଦେଖିନାହାନ୍ତି। କିଛି ଲୋକ ଏହାକୁ ତସ୍ମାନିୟନ ଗଧିଆ (Tasmanian Wolf) ମଧ୍ୟ କହିଥାନ୍ତି।

ବୟସ୍କ ତସ୍ମାନିୟନ ଟାଇଗର(Tasmanian Tiger)୩୯ରୁ୫୧ ଇଞ୍ଚ ଲମ୍ବା ହୋଇଥାଏ। ଓଜନ ୧୨ରୁ୨୨କିଲୋଗ୍ରାମ ମଧ୍ୟରେ ହୋଇଥାଏ। ଏମାନଙ୍କ ଉଚ୍ଚତା ୨୦ରୁ୨୬ଇଞ୍ଚ ହୋଇଥାଏ। ଏମାନଙ୍କ ଶରୀରର କିଛି ଅଂଶ କୁକୁର ମାନଙ୍କ ପରି ହୋଇଥାଏ, ଯେତେବେଳେ କି ପଛଅଂଶରେ ବାଘପରି ଗାର ଦେଖାଯାଇଥାଏ।

ତସ୍ମାନିୟନ ଟାଇଗର(Tasmanian Tiger) ରାତିରେ ବୁଲୁଥିବା ମାଂସାହାରୀ ଜୀବ ଥିଲା। ଏହା ଗଛରେ ଥିବା ଗର୍ତ୍ତ, ବଡ଼ ଗୁମ୍ଫା ଆଦିରେ ନିଜ ଘର କରୁଥିଲେ। ଏମାନଙ୍କୁ ବହୁତ ହିଂସ୍ର ଜନ୍ତୁ ବୋଲି କୁହାଯାଉଥିଲା। ଏମାନଙ୍କ ଦ୍ଵାରା ସବୁଠାରୁ ଅଧିକ ବିପଦ ଚାଷ କରୁଥିବା ଲୋକଙ୍କୁ ରହୁଥିଲା। ଏମାନେ ହା-ମ-ଲା କରି ଲୋକମାନଙ୍କୁ ଆ-ଘା-ତ କରି ଦେଉଥିଲେ ଏବଂ ଏହାପରେ ଫସଲ ନ-ଷ୍ଟ କରି ଦେଉଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *