ବାହାଘର ପରେ ଲଭ ଆଫେୟାର କରିବା ମଧ୍ୟ ଖ-ରା-ପ କଥା ହୋଇଥାଏ। କିନ୍ତୁ ପୁଣି ମଧ୍ୟ ଲୋକମାନେ ନିଜ ହରକତରୁ ବାହାରକୁ ଆସନ୍ତି ନାହିଁ ଏବଂ ଲୁଚିଛପି ବହୁତ ପ୍ରେମ ସ-ମ୍ପର୍କ ରଖିଥାନ୍ତି। ଅନେକ ଥର ତ ଏହି ପ୍ରେମ ସ-ମ୍ପର୍କ ନିଜ ସମ୍ପ-ର୍କିୟ ମାନଙ୍କ ସହିତ ହିଁ ହୋଇ ଯାଇଥାଏ। ସମ୍ପ-ର୍କକୁ ଟଣାଓଟରା କରିବାର ଏମିତି ହିଁ ଗୋଟିଏ ଘ-ଟ-ଣା ଉତ୍ତର ପ୍ରଦେଶ ବରେଲୀର କ୍ୟାଣ୍ଟ ଅଞ୍ଚଳରୁ ଦେଖିବାକୁ ମିଳିଛି। ଏଠାର ଦିଅର ଏବଂ ଭାଉଜ ନିଜ ଭିତରେ ଶା-ରୀ-ରିକ ସମ୍ପ-ର୍କ ରଖୁଥିଲେ। ସେତେବେଳେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ନିଜ ବଡଯାଙ୍କ ସହିତ ଆପ-ତି-ଜନକ ଅବ-ସ୍ଥାରେ ଦେଖି ନେଇଥିଲେ।
ନବ ବିବାହିତା ସ୍ତ୍ରୀ ନିଜ ସ୍ବାମୀଙ୍କୁ ବଡଯାଙ୍କ ବାହୁରେ ଉ-ଲ-ଗ୍ନ ଅବସ୍ଥାରେ ଦେଖି ଆଶ୍ଚ-ର୍ଯ୍ୟ ହୋଇଯାଇଥିଲେ। ଏହାପରେ ଘରେ ବହୁତ ଝ-ଗ-ଡା ହୋଇଥିଲା। କଥା ଛାଡ଼ପତ୍ର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇଥିଲା। ସେଠାରେ ସ୍ତ୍ରୀ ଏହି ଘଟ-ଣାର ଅଭି-ଯୋଗ ପୋ-ଲି-ସ ଏବଂ ସୀଏମଙ୍କୁ ମଧ୍ୟ କରିଥିଲେ। ପିଡିତା ମହିଳାଙ୍କ ଆ-ରୋ-ପ ହେଉଛି କି ବାହାଘର ପରଠାରୁ ହିଁ ତାଙ୍କ ସ୍ବାମୀ ତାଙ୍କୁ ଦଶଲ-କ୍ଷ ଟଙ୍କା ମାଗୁଥିଲେ। ଦୁଇଜଣଙ୍କ ବାହାଘରକୁ ଦୁଇବର୍ଷ ହିଁ ହୋଇଛି।
ସେହି ସମୟରେ ମହିଳା ଘରେ କିଛି କାମ କରୁଥିଲେ। ଯେଉଁ ସମୟରେ ତାଙ୍କ ସ୍ବାମୀ ନିଜ ଭାଉ-ଜଙ୍କ ସହିତ କୋଠରୀରେ ପ୍ରେମ ସ-ମ୍ପର୍କ ରଖୁଥିଲେ। ମହିଳା ହଠାତ କୋଠରୀ ଭିତରକୁ ପଶି ଯାଇଥିଲେ ଏବଂ ସେ ସ୍ବାମୀ ଏବଂ ବଡଯାଙ୍କୁ ଖ-ରା-ପ କାମ କରୁଥିବା ସମୟରେ ରେ-ଡ ହ୍ୟା-ଣ୍ଡେଡ ଧରି ନେଇଥିଲେ। ଏହି କଥାକୁ ନେଇ ତାଙ୍କ ସ୍ବାମୀ ରା-ଗରେ ନି-ଆଁ ହୋଇ ଯାଇଥିଲେ। ସେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାପାଇଁ ମଧ୍ୟ କହିଥିଲେ।
ସ୍ତ୍ରୀ ନିଜର ସବୁ ଘ-ଟ-ଣା ୟୁପି ପୋ-ଲି-ସଙ୍କୁ କହିଥିଲେ। ଏହା ସହିତ ସୀଏମ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ମଧ୍ୟ ଅଭି-ଯୋଗ କରିଛନ୍ତି। ସ୍ତ୍ରୀଙ୍କର କହିବା କଥା ହେଉଛି କି ତାଙ୍କ ସ୍ବାମୀ ନିଜ ଭାଉଜଙ୍କ ସହିତ ବହୁ ସମୟରୁ ପ୍ରେମ ସମ୍ପ-ର୍କ ରଖିଛନ୍ତି। ତାଙ୍କର ଦୁଇଜଣଙ୍କ ଉପରେ ବହୁ ଦିନରୁ ସନ୍ଦେହ ଥିଲା କିନ୍ତୁ ବର୍ତ୍ତମାନ ସେ ଦୁହିଁଙ୍କ ଖ-ରା-ପ ହରକତକୁ ନିଜ ଆଖିରେ ଦେଖିଥିଲେ। ଏହା ବହୁତ ଦୁଃଖର କଥା ଅଟେ କି ଆଜିର ଦୁନିଆରେ ଲୋକମାନେ ନିଜ ଘରର ସମ୍ପର୍କିୟ ମାନଙ୍କ ସହିତ ପ୍ରେମ ସ-ମ୍ପର୍କ ରଖୁଛନ୍ତି। ଟିକିଏ ଭାବନ୍ତୁ ସେହି ମହିଳାଙ୍କୁ କେମିତି ଲାଗୁଥିବ ଯାହାକୁ ଜଣା ପଡ଼ିଛି କି ତାଙ୍କ ସ୍ବାମୀ ନିଜ ଭାଉଜଙ୍କ ସହିତ ହିଁ ଲୁଚି-ଛପି ପ୍ରେମ ସ-ମ୍ପର୍କ ରଖୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଯିଏ ଏହି ଘ-ଟ-ଣା ଶୁଣୁଛନ୍ତି ସେ ଦୁଃଖୀ ହୋଇ ଯାଇଛନ୍ତି। ସେ ସ୍ବାମୀଙ୍କର ନିନ୍ଦା କରୁଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।