ସୋସିଆଲ ମିଡିଆ (Social Media)ରେ ମଜାଦାର ଭିଡିଓ ଭାଇ-ରାଲ (Viral Video) ହେବାକୁ ଟିକିଏ ବି ସମୟ ଲାଗିନଥାଏ। ବର୍ତମାନ କୋରୋନା ସଂକ୍ରମଣ (Corona Virus) ଚାଲିବାରୁ ଅଧିକାଂଶ କଂପାନୀର କାର୍ଯ୍ୟ ଘରେ (Work From Home) ଚାଲୁଅଛି। ଏଥିରେ ଅଫିସର ସାମାନ୍ୟ କାମଠାରୁ ନେଇ ମିଟିଂ ପର୍ଯ୍ୟନ୍ତ ସବୁକିଛି ଘରେ ହିଁ ଆଟେଣ୍ଡ କରାଯାଉଛି।
ବର୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇ ରାଲ ହେଉଛି, ଯେଉଁଥିରେ ଲାଇଭ କନ୍ଫ୍ରେସ (Live Conference)ରେ ବ୍ୟସ୍ତ ବ୍ୟକ୍ତିଙ୍କ ସ୍ତ୍ରୀ କିଛି ଏମିତି କରିଥିଲେ କି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଲାଇଭ ମିଟିଂରେ ଖେଳିଗଲା ଧମାକା
As received on whatsapp. pic.twitter.com/dVpQ7CSTJf
— Rupin Sharma IPS (@rupin1992) February 13, 2021
ସୋସିଆଲ ମିଡିଆରେ (Social Media)ରେ ଭାଇ-ରାଲ ହେଉଥିବା ଏହି ଭିଡିଓ (Viral Video)ରେ ଦେଖା ଯାଇଛି କି ଜଣେ ବ୍ୟକ୍ତି ଘରେ ଅଫିସର ଲାଇଭ କନ୍ଫ୍ରେସରେ ଆଟେଣ୍ଡ କରୁଛନ୍ତି। ସେହି ସମୟରେ ତାଙ୍କ ସ୍ତ୍ରୀ ଆସି ତାଙ୍କୁ ଚୁମା (Kiss) ଦେବା ପାଇଁ ଚେଷ୍ଟା କରିବାକୁ ଲାଗିଥିଲେ। ସେହି ବ୍ୟକ୍ତି ପଛକୁ ଆସି ତାଙ୍କୁ କହିଥିଲେ କି ସେ ଅନ ଏୟର (On Air) ଅଛନ୍ତି। ଏହା ଶୁଣି ତାଙ୍କ ସ୍ତ୍ରୀ ହସିବାକୁ ଲାଗିଥିଲେ ଏବଂ ବ୍ୟକ୍ତିଜଣଙ୍କ ପୁଣିଥରେ ମିଟିଂରେ ବ୍ୟସ୍ତ ହୋଇ ଯାଇଥିଲେ। ଆଇପିଏସ ଅଫିସର ଋପିନ ଶର୍ମା (IPS Officer Rupin Sharma) ଭିଡିଓ ଶେୟାର କରି ଲେଖିଥିଲେ- ଘରେ କାର୍ଯ୍ୟ କରିବା ସମୟରେ ଅସୁବିଧା।
ସହଜ ନୁହେଁ ଘରେ କାର୍ଯ୍ୟ କରିବା
କୋରୋନା ସମୟ (Corona Virus)ରେ ଅନେକ ଭାରତୀୟ କଂପାନୀମାନଙ୍କର କାର୍ଯ୍ୟ ଘରେ ହିଁ (Work From Home) ଆରମ୍ଭ କରାଯାଇଛି। ବହୁତ ଲୋକଙ୍କ ପାଇଁ ଏପରି କାର୍ଯ୍ୟ ବିଲକୁଲ ନୂଆ ଅଟେ। ଏହି କାରଣରୁ ଅନେକ ଲୋକଙ୍କୁ ବହୁତ ଅସୁବିଧାକୁ ସାମ୍ନା କରିବାକୁ ମଧ୍ୟ ପଡୁଛି। କିଛି ଏମିତି ହିଁ ଭିଡିଓରେ ଉପସ୍ଥିତ ବ୍ୟକ୍ତିଙ୍କ ସହିତ ହୋଇଛି। ବୋଧହୁଏ ସ୍ତ୍ରୀଙ୍କୁ ଜଣା ନଥିଲା କି ସ୍ବାମୀ ଲାଇଲ କନ୍ଫ୍ରେସରେ ଅଛନ୍ତି ଏବଂ ନା ହିଁ ସ୍ବାମୀଙ୍କୁ ଜଣା ଥିଲା କି ସ୍ତ୍ରୀ ସେହି ସମୟରେ ରୋମାଣ୍ଟିକ (Romantic)ହେବେ।
ସୋସିଆଲ ମିଡିଆରେ ସ୍ତ୍ରୀଙ୍କର ହୋଇଥିଲା ପ୍ରଶଂସା
ସୋସିଆଲ ମିଡିଆରେ ଏହି ଭିଡିଓକୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। ୧୩ଫେବୃଆରୀ ୨୦୨୧ରେ ଅପଲୋଡ଼ କରା ଯାଇଥିବା ଏହି ଭିଡିଓକୁ ଆଜି ପର୍ଯ୍ୟନ୍ତ ଅଢେଇ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। କମେଣ୍ଟରେ କିଛି ଲୋକ ତାଙ୍କୁ ଦିଲ୍ଲୀ ୟୁନିଭର୍ସିଟୀ (Delhi University)ର ଇକୋନୋମିକ୍ସର ପ୍ରଫେସର (Economics Professior) ବୋଲି କହିଛନ୍ତି। କିଛି ୟୁଜର ବ୍ୟକ୍ତିଙ୍କୁ ବହୁତ ସୌଭାଗ୍ୟଶାଳୀ ବୋଲି ମାନିଛନ୍ତି କାରଣ ତାଙ୍କ ସ୍ତ୍ରୀ ବହୁତ ରୋମାଣ୍ଟିକ (Romantic Wife) ଅଟନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।