୫୦ ଘଣ୍ଟା ମଧ୍ୟରେ 6 ଜଣ ଲୋକ ଘଷି ଘଷି ଚମକାଇ ଦେଲେ କୁଣ୍ଡେ ଅଳିଆର ଅପରିଷ୍କାର ଘର, ଲୋକମାନେ ଦୀପାବଳି ରେ ସଫା କରିବା ପାଇଁ ମାଗିଲେ ସାହାଯ୍ୟ

ଅକ୍ଟୋବର ମାସ ଅଟେ।କୋରୋନା କାରଣରୁ ଦିନ କେମିତି ବିତୁଛି, କାହାକୁ ବୁଝା ପଡୁନାହିଁ। ଭାରତରେ ତ ଏମିତି ଲାଗୁଛି ଯେମିତି ଯେମିତି ହୋଲି ପରେ ସିଧା ଦଶହରା ଓ ଦୀପାବଳି ଆସିଗଲା। ଦୀପାବଳି ର କଥା କହିବା କଥା ଆଉ ସଫା ସୁତୁରା କଥା ନହେବ ଏମିତି କେମିତି ହୋଇପାରିବ ? ଏହା ଭିତରେ ସୋସିଆଲ ମିଡିଆରେ ଗୋଟେ ଗ୍ରୁପ ବର୍ଷ ବର୍ଷ ଧରି ବନ୍ଦ ହୋଇଥିବା ବହୁତ ମଇଳା ଘର ସଫା କରିବା ର ଫଟୋ ସେୟାର କରିଛି। ଦୁଇଟି ବେଡରୁମ ଥିବା ଏହି ଘର ବର୍ଷ ରୁ ସଫା ହୋଇନଥିଲା।

ପ୍ରାୟତଃ, ଏହି ଘରର ମାଲିକିଆଣି ର ମୃତ୍ୟୁ ପରେ ତାଙ୍କ ସ୍ବାମୀ ଘର ସଫା କରିନଥିଲେ। ଘରର ସବୁ ଆଡେ ମଇଳା ର ମୋଟା ସ୍ତର ଜମି ଥିଲା। ୮୦ ବର୍ଷର ଏହି ବ୍ୟକ୍ତି ଗୋଟିଏ ଟିମ କୁ ସଫା କରିବା ପାଇଁ ନିଯୁକ୍ତି କଲା। ଟିମ ର ଛଅ ଜଣ ସଦସ୍ୟ ୫୦ ଘଣ୍ଟା ମଧ୍ୟରେ ବହୁତ ପରିଶ୍ରମ ପରେ ଘରକୁ ଘଷି ଘଷି ସଫା କଲେ। ଏହାର ଫଟୋ ସୋସିଆଲ ମିଡିଆରେ ହାଇଲାଇଟ ହେଉଛି। ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି କି ଏତେ ଜମି ଥିବା ମଇଳା କେମିତି ସଫା କରାଗଲା। ଲୋକମାନେ ଟିମ ର ସଫା ପାଇଁ ଗୋଟିଏ ଟିପ୍ସ ମଧ୍ୟ ମାଗିଥିଲେ। ଆସନ୍ତୁ ଜାଣିବା କେମିତି ଘରର ରୂପ ୫୦ ଘଣ୍ଟାରେ ବଦଳି ଗଲା |

ୟୁକେର କୁବରିଆରେ ଦୁଇଟି ବେଡ଼ରୁମ ର ଏହି ଘରର ଅବସ୍ଥା ଦେଖି କାହାକୁ ବି ଅବକାଇ ଆସିଥାଏ। ଏହି ଘରର ସଫା ସୁତୁରା ବହୁ ବର୍ଷ ହେବ ହୋଇନଥିଲା। ସ୍ତ୍ରୀ ର ମୃତ୍ୟୁ ପରେ ବ୍ୟକ୍ତି ଜଣକ ଘରର ସଫା କରିନଥିଲା। ରୋଷେଇ ଘରର କିଛି ଏମିତି ଅବସ୍ଥା ଥିଲା।

ଯେତେବେଳେ ଅଳିଆ ର ଗନ୍ଧରେ ଘରେ ରହିବା ଅସମ୍ଭବ ହୋଇ ପଡ଼ିଲା ସେତେବେଳେ ବ୍ୟକ୍ତି ଜଣକ କ୍ଲିନୀଙ୍ଗ ଟିମ ସାହାଯ୍ୟ ମାଗିଲା। ଛଅ ଜଣ ସଦସ୍ୟ ଥିବା ଟିମ ଘର ସଫା କରିବା ପାଇଁ ଆସିଲେ। ସେମାନେ ବହୁତ ପରିଶ୍ରମ କରି ଘରର ରୂପ ବଦଳାଇ ଦେଲେ। ସଫା କରିବା ପରେ ରୋଷେଇ ଘର କୁ ଚିହ୍ନିବା କଷ୍ଟକର ଥିଲା।

ଘରର ବାଥରୁମ ଅବସ୍ଥା ଏତେ ଅପରିଷ୍କାର ଥିଲା ଟିମ ଆଶ୍ଚର୍ଯ୍ୟ ହୋଇଗଲେ କି ଏ ବୟସ୍କ ଜଣକ ଏହାକୁ ବ୍ୟବହାର କେମିତି କରୁଥିଲା? ସେ ଥରେ ମଧ୍ୟ ବାଥରୁମ କୁ ସଫା କରିନଥିଲା।

କିନ୍ତୁ ଟିମ ହାର ମାନିଲା ନାହିଁ। ସେମାନେ ନିଜର କୌଶଳରେ ବାଥରୁମ ରେ ହୋଇଥିବା ମଇଳା କୁ ସଫା କରିଦେଲେ। ସଫା ପରେ କିଛି ଏମିତି ଦେଖାଗଲା ବାଥରୁମ ର ଅବସ୍ଥା।

ସଫା କରୁଥିବା କର୍ମଚାରୀ ମାନେ ଏହି ସମୟରେ ପ୍ରୋଟେକ୍ଟିଭ ସୁଟ ପିନ୍ଧିଥିଲେ। ମାସ୍କ ଓ ଚଷମା ସହିତ ସେମାନେ ଘରର କୋଣ କୋଣ ସଫା କଲେ।

ସେମାନେ ଏମିତି ଲିକ୍ୟୁଡ଼ି କୁ ବ୍ୟବହାର କଲେ କି ବର୍ଷ ବର୍ଷ ଧରି ଚଟାଣ ଉପରେ ଜମି ଥିବା ଦାଗ ଉଡି ଗଲା। ଏବେ ତ କେହି କହିପାରିବେ ନାହିଁ କି ଏହି ଚଟାଣ ରେ କିଛି ଚିହ୍ନ ଥିଲା।

ଏହି କ୍ଲିନିଂ ଟିମ ର ବାସ ଏମା କହିଲେ କି ଘରର ସଫା ସହିତ ମରାମତି କରିବା ପାଇଁ ମଧ୍ୟ ଜରୁରୀ ଥିଲା। ବାଥରୁମ ରେ ପବ୍ଲିକ ର ବହୁତ ଆବଶ୍ୟକ ଥିଲା। ସେ ଟିମ କୁ ଡାକି ତାକୁ ମଧ୍ୟ ଠିକ କଲେ। କିଛି ଏମିତି ଥିଲା ଘରର ବାଥଟବ ର ଅବସ୍ଥା।

ଯେତେବେଳେ ଟିମ ସଫା କରିବା ପରେ ଘର ଛାଡ଼ିଲେ ସେତେବେଳେ ବାଥରୁମ ଏତେ ଚମକୁ ଥିଲା। କାହାକୁ ବିଶ୍ୱାସ ହେଲା ନାହିଁ କି ଏ ସେହି ଅପରିଷ୍କାର ଘର।

ଘରର କିଚେନ ରେ କୀଟ ଗୁଡ଼ିକର ଭଣ୍ଡାର ଥିଲା। ଡିସବାଶର ବର୍ଷ ରୁ ଖୋଲା ହୋଇ ନଥିଲା, ଯାହା ଭିତରେ ମୂଷାମାନେ ଘର କରି ଦେଇଥିଲେ।

ଟିମ ୫୦ ଘଣ୍ଟାର ସଫା ପରେ କିଚେନ କୁ ଏମିତି ଚମକାଇ ଦେଲେ। ଏହାର ଫଟୋ ଦେଖି ଲୋକ ଟିମ କୁ ସଫା କରିବାର ବ୍ୟବହୃତ ସ୍ବଚ୍ଛତା ବିଷୟରେ ପଚାରିଲେ।

ସଫା ପୂର୍ବରୁ ଘରର ଲିବିଂ ରୁମ ରେ ବସିବା ମଧ୍ୟ ଅସମ୍ଭବ ଥିଲା। ସେଠି ଏତେ ଗନ୍ଧ ଓ ଜମି ଥିବା ମଇଳା ଥିଲା।

କିନ୍ତୁ ସଫା କରିବା ପରେ ଏବେ ଏହି ଘର ଚମକୁଛି। ଲୋକମାନେ ଦୀପାବଳି ର ସଫା ପାଇଁ ଏହାକୁ ବେଷ୍ଟ କହିଲେ। ତାହା ସହ ଲୋକମାନେ ସଫା କରିବା ପାଇଁ ଟିପ୍ସ ମଧ୍ୟ ମାଗିଲେ। ଯାହା ବି ହେଉ, ଏହା ଦୀପାବଳି ପାଇଁ ସଫା ର ସର୍ବୋତ୍ତମ ଉଦାହରଣ ଅଟେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *