OMG ଏ କେଉଁ ପ୍ରକାରର ନି-ଶା? ମ-ଦ ନ ପିଇ ମଧ୍ୟ ବ୍ୟକ୍ତି ଜଣଙ୍କୁ ମ-ଦ ଠାରୁ ଅଧିକ ନି-ଶା ହୋଇଯାଏ ଏହି ଖାଦ୍ୟ ଖାଇ..ଜାଣନ୍ତୁ ଏହାର ରହସ୍ୟ

ଆମେରିକାରେ ଜଣେ ବ୍ୟକ୍ତି ସହିତ ଅଭାବନିୟ ଘଟଟଣା ହୋଇଥାଏ। ୬୨ ବର୍ଷ ବୟସର ନିକ କାର୍ସ ଏକ ଡିସଅର୍ଡରକୁ ସହୁଛନ୍ତି। ଏହା ହୋଇଥିବାରୁ ସେ ମ-ଦ ପିଇବାରୁ ତାଙ୍କୁ ବହୁତ ନି-ଶା ହୋଇଯାଏ। ବାସ୍ତବରେ ସେହି ବ୍ୟକ୍ତି ନିକ ଅଟୋ ବ୍ରୁବେରୀ ସିଣ୍ଡ୍ରୋମ ଗ୍ରସ୍ଥ ଅଟନ୍ତି। ସେ ଯଦି କେକ ବା କାବ୍ରୋହାଇଡ୍ରେଟ୍ସ ଥିବା ଜିନିଷ ଖାଇ ଥାନ୍ତି ତାଙ୍କୁ ମ-ଦ ଠାରୁ ଅଧିକ ନି-ଶା ହୋଇଥାଏ। ଏହି ଜିନିଷ ଖାଇବା ପରେ ତାଙ୍କୁ ଏପରି ନି-ଶା ହୋଇଯାଏ ଯେପରି ସେ ବହୁତ ମ-ଦ ପିଇ ଦେଇଛନ୍ତି।

ମିଡିଆ ରିର୍ପୋଟ ଅନୁସାରେ ସେ ଏହି ଡିସଅର୍ଡରର କଣ୍ଡିଶନରେ ନିକଙ୍କ ଶରୀର କାବ୍ରୋହାଇଡ୍ରଟ ସୋର୍ସକୁ ଆଲକହଲରେ ପରିଣତ କରିଦିଏ। ଯାହାପାଇଁ ସେ ମ-ଦ ନ ପିଇ ମଧ୍ୟ ତାଙ୍କୁ ମଦ ପିଇଲା ପରି ନି-ଶା ହୋଇଥାଏ। ଏହା ଶୁଣିବା ପାଇଁ ମଜାଦାର ଲଗୁଥାଇ ପାରେ କିନ୍ତୁ ଏହି ରୋଗକୁ ବହୁତ ଗମ୍ଭୀର ବୋଲି କୁହାଯାଉଛି।

କୁହାଯାଉଛି କି ସେ କେକ ଖାଇବା ପରେ ଡ୍ରାଇଭିଙ୍ଗ ଲିମିଟ ବାହାରେ ହୋଇଯାନ୍ତି। ରିର୍ପୋଟ ଅନୁସାରେ କୁହାଯାଉଛି କି ଆଜି ଠାରୁ ୨୦ ବର୍ଷ ପୂର୍ବେ ନିକ ବହୁତ ଶକ୍ତିଶାଳୀ କେମିକାଲ୍ସରେ ଏକ୍ସପୋଜ ହୋଇଥିଲେ, ଯାହାପାଇଁ ଆଜି ତାଙ୍କର ଏ କଣ୍ଡିଶନ ହୋଇଛି।

କୁହାଯାଉଛି କି ନିକଙ୍କୁ ନିଜ ସହିତ ଏକ ବ୍ରେଥ ଆନାଲାଇଜରଙ୍କୁ ନେଇ ଯିବାକୁ ପଡିଥାଏ କାରଣ ତାଙ୍କୁ ଜଣା ନଥାଏ କି ସେ କେତେବେଳେ ନିଶାରେ ରହିଥାନ୍ତି। କେବଳ କେକ ନୁହେଁ ଯଦି ସେ ଅଳ୍ପ ସୁଗାର ବା କାବ୍ରୋହାଇଡ୍ରେଟ୍ସ ନେଇଥାନ୍ତି ସେଥିରେ ମଧ୍ୟ ତାଙ୍କୁ ନି-ଶା ହୋଇଥାଏ।

ଏଥିପାଇଁ ସେ କିଟୋ ଡାଇଟ କରିବାର ଚେଷ୍ଟା କରୁଛନ୍ତି। ଏହି ଡାଇଟରେ କୁହାଯାଏ କି କାବ୍ରୋହାଇଡ୍ରେଟ୍ସର ମାତ୍ରା କମ ହୋଇଥାଏ ଏବଂ ପ୍ରୋଟିନ ଏବଂ ଫ୍ୟାଟର ମାତ୍ରା ଅଧିକ ହୋଇଥାଏ।

ନିକ ଏକ ଇଣ୍ଟରବ୍ୟୁରେ କହିଥିଲେ କି ଲୋକମାନେ କେବେ କେବେ ତାଙ୍କର ଏହି ରୋଗ ପାଇଁ ତାଙ୍କର ମଜାକ ଉଡାନ୍ତି ବୋଲି। ସେମାନେ କୁହନ୍ତି କି ମତେ ଡ୍ରିଙ୍ଗ୍ସି କରିବାକୁ ଯିବାକୁ ବହୁତ ସସ୍ତା ପଡିବ କାରଣ ତୁମେ ମଦ ନ ପିଇ ମଧ୍ୟ ଖାଦ୍ୟ ଖାଇବା ପରେ ତୁମକୁ ନି-ଶା ହୋଇଯାଏ। କିନ୍ତୁ ଏହା ମୋ ପାଇଁ ଭଲ ନୁହେଁ। ଏହି ରୋଗ ପାଇଁ ସେ ତାଙ୍କ ପସନ୍ଦର ଖାଇବା ଖାଇ ପାରନ୍ତି ନାହିଁ।

ବର୍ତ୍ତମାନ ନିକ ଏବେ ତାଙ୍କର ଏହି ରୋଗର ସାମ୍ମନା ବହୁତ ଶାହସର ସହିତ କରୁଛନ୍ତି। ସେ କହିଥିଲେ କି ସେ ତାଙ୍କ ଶରୀରରେ ଭଲ ବ୍ୟାକ୍ଟେରିଆ ଉତ୍ପନ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସମ୍ପୁର୍ଣ୍ଣ ଭାବରେ ନେଚ୍ୟୁରାଲ ହେବାକୁ ଚେଷ୍ଟା କରୁଛନ୍ତି।

କାରଣ ଏବେ ତାଙ୍କୁ ଏହି ରୋଗ ବିଷୟରେ କିଛି ଜାଣି ସାରିଲେଣି ସେଥିପାଇଁ ତାଙ୍କୁ ଏହି ରୋଗକୁ ମ୍ୟାନେଜ କରିବାକୁ ସହଜ ହୋଇଯାଇଛି। କିନ୍ତୁ ତାଙ୍କର ଏହି କଣ୍ଡିଶନ ପାଇଁ ସେ ତାଙ୍କ ପ୍ରିୟ ଖାଦ୍ୟ ଖାଇ ପାରନ୍ତି ନାହିଁ।

 

Leave a Reply

Your email address will not be published. Required fields are marked *