ସାକ୍ଷୀ ଧୋନିଙ୍କ ଜନ୍ମଦିନ: ମହେନ୍ଦ୍ର ସିଂହ ଧୋନି (MS Dhoni)ଙ୍କ ପାଇଁ ଲୋକଙ୍କ ପାଗଳାମି କେମିତି କିଛି ଅଜଣା ନାହିଁ। ଲୋକ ତାଙ୍କର ଏକ ଝଲକ ପାଇଁ ପାଗଳ ହୋଇ ରହିଯାଅନ୍ତି। କଥା ପପୁଲାରିଟି କି କରିବା ତ ଧୋନିଙ୍କ ପତ୍ନୀ ସାକ୍ଷୀ କିଛି କମ ଫେମସ ନୁହଁନ୍ତି। ଶୋଶିଆଲ ମିଡ଼ିଆରେ ତାଙ୍କର ବହୁତ ଫ୍ୟାନ ଫୋଲର୍ଶ ଅଛନ୍ତି। ସାକ୍ଷୀ ତାଙ୍କର ମୁହଁ ସହ ତାଙ୍କର ଫୋଟ ମଧ୍ୟ ସେୟାର କରନ୍ତି। କେତେଥର ସାକ୍ଷୀ ବାହାଘର ପୂର୍ବରୁ ଫୋଟବି ପୋଷ୍ଟ କରିଛନ୍ତି। ଆସନ୍ତୁ ଦେଖିବା ବାହାଘର ପୂର୍ବରୁ କେମିତି ଦେଖାଯାଉଥିଲେ ଶ୍ରୀମତୀ ଧୋନି |
ସାକ୍ଷୀଙ୍କ ପିତା ରାଜେନ୍ଦ୍ର ସିଂହ ରାବତ କୋଲକାତାରେ ଚା କଂପାନୀରେ ୩୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ।
ମହେନ୍ଦ୍ର ସିଂହ ଧୋନି ଏବଂ ସାକ୍ଷୀ ଗୋଟିଏ ସ୍କୁଲରେ ହିଁ ପଢୁଥିଲେ କିନ୍ତୁ ସେତେବେଳେ ଦୁଇ ଜଣଙ୍କ ମଧ୍ୟରେ କୋୖଣସି ସଂପର୍କ ନଥିଲା।
ସାକ୍ଷୀ ସହ ଧୋନିଙ୍କର ପ୍ରଥମ ଦେଖା ୨୦୦୮ ରେ କୋଲକାତାର ତାଜ ହୋଟେଲରେ ହେଇଥିଲା। ସେତେବେଳେ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟ ପଢି ସାରିବା ପରେ ସେଠାରେ ଟ୍ରେନିଂ ନେଉଥିଲେ।
ସେଠାରେ ମହେନ୍ଦ୍ର ସିଂହ ଧୋନି ଏବଂ ସାକ୍ଷୀଙ୍କର ପ୍ରେମ ସମ୍ପର୍କ ଏବଂ ୨ ବର୍ଷ ପରେ ୪ ଜୁଲାଇ ୨୦୧୦ ଦିନ ବିବାହ ହୋଇଥିଲା।
ସାକ୍ଷୀ ଏବଂ ଧୋନିଙ୍କ ବାହାଘର ୧୦ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଦୁଇଜଣ ଏକ ସୁନ୍ଦର ଝିଅ ଜିବାଙ୍କ ଅଭିଭାବକ ହୋଇ ଗଲେଣି।
ସୋସିଆଲ ମେଡିଆ ଏବଂ ସାକ୍ଷୀ ସିଂ ଧୋନିଙ୍କ ଇନଷ୍ଟାଗ୍ରାମ ଫୋଟୋ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।