ବାୟୁ ଦ୍ଵାରା ଗର୍ଭବତୀ ହେଲେ ମହିଳା, ୧୫ମିନିଟରେ ହୋଇଗଲା ପ୍ରସବ।, ଡାକ୍ତର ଆଶ୍ଚର୍ଯ୍ୟ

ଜଣେ ଇଣ୍ଡୋନେସିଆର ମହିଳା ଏମିତି ଅଜବ ଦାବି କରିଛନ୍ତି ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳାଙ୍କର ଦାବି ହେଉଛି କି ସେ ବାୟୁ ଦ୍ଵାରା ଗର୍ଭବତୀ (Pregnant) ହୋଇ ଯାଇଛନ୍ତି। ମହିଳା ଗୋଟିଏ ସ୍ଥାନୀୟ ସମାଚାର ଚ୍ୟାନେଲ ସହିତ କଥା ହେଉଥିବା ସମୟରେ କହିଥିଲେ କି ସେ କୌଣସି ପୁରୁଷ ସହିତ ଶାରୀରିକ ସଂପର୍କ ରଖି ନାହାନ୍ତି, ଅଚାନକ ଶୋଇବା ସମୟରେ ବାୟୁ ଦ୍ଵାରା ହିଁ ସେ ଗର୍ଭବତୀ ହୋଇ ଯାଇଛନ୍ତି।

୧୫ ମିନିଟରେ ହେଲେ ଗର୍ଭବତୀ

ମହିଳାଙ୍କର ଆଶ୍ଚର୍ଯ୍ୟ କରି ଦେବା ଭଳି ଦାବି ମୁତାବକ ଦ୍ୱିପ୍ରହରର ସମୟ ପ୍ରାର୍ଥନା ପରେ ସେ ନିଜ ଲିଭିଙ୍ଗ କୋଠରୀରେ ଆରାମ କରୁଥିଲେ। ହଠାତ ତାଙ୍କୁ ଲାଗିଥିଲା କି ବାୟୁ ତାଙ୍କ ଶରୀରରେ ପ୍ରବେଶ କରୁଛି। ଘଟଣାର ୧୫ମିନିଟ ପରେ ତାଙ୍କ ପେଟରେ ଯନ୍ତ୍ରଣା ହେବାକୁ ଲାଗିଥିଲା ଏବଂ ତାଙ୍କ ପେଟ ବଡ଼ ହେବାକୁ ଲାଗିଥିଲା। ଏହାପରେ ମହିଳା ଜଣଙ୍କ ଆଖପାଖରେ ଥିବା ଡ଼ାକ୍ତରଖାନାରେ ପହଁଞ୍ଚିଥିଲେ ଯେଉଁଠାରେ ସେ ଗୋଟିଏ ସୁସ୍ଥ ଛୁଆକୁ ଜନ୍ମ ଦେଇଥିଲେ।

ପୋ-ଲିସ ପହଁଞ୍ଚିଥିଲେ ତ-ଦନ୍ତ ପାଇଁ

ମହିଳାଙ୍କର ବିଚିତ୍ର କାହାଣୀ କିଛି ସମୟରେ ଭାଇ-ରାଲ ହୋଇ ଯାଇଥିଲା। ଏହାପରେ ସ୍ଥାନୀୟ ସାମୁଦାୟିକ କ୍ଲିନିକର ପ୍ରମୁଖ ଏହି ଘଟଣାର ସୂଚନା ପାଇଁ ମହିଳାଙ୍କ ପାଖରେ ପହଞ୍ଚିଥିଲେ। ସେହି ସମୟରେ ତାଙ୍କୁ ଜଣା ପଡିଲା କି ମହିଳାଙ୍କର ବାହାଘର ହୋଇ ସାରିଛି। ବର୍ତମାନ ସେ ନିଜ ସ୍ବାମୀଙ୍କ ଠାରୁ ଅଲଗା ରହୁଛନ୍ତି। ତାଙ୍କର ପ୍ରଥମରୁ ଗୋଟିଏ ଛୁଆ ଅଛି।

ସାମୁଦାୟିକ କ୍ଲିନିକର ପ୍ରମୁଖ ଇମାନ ସୁଲେମାନ କହିଥିଲେ ‘ତ-ର୍ଜମା ସମୟରେ ଜଣା ଯାଇଛି କି ମାଆ ଏବଂ ଛୁଆ ସୁସ୍ଥ ଅଛନ୍ତି। ସାଧାରଣ ପ୍ରସବ ହୋଇଛି। ଛୁଆଟିର ଓଜନ ୨.୯କିଲୋଗ୍ରାମ ଅଟେ।’ ସୁଲେମାନ କହିଛନ୍ତି କି ଏହା ଏକ ‘ଗୁପ୍ତ ଗର୍ଭାବସ୍ଥା’ (Cryptic Pregnancy)ର ଘଟଣା ଭଳି ଲାଗୁଛି, ଯେଉଁଥିରେ ମହିଳାଙ୍କୁ ପ୍ରସବ ପୂର୍ବରୁ ଗର୍ଭାବସ୍ଥାର ଅନୁଭବ ହିଁ ହୋଇନଥାଏ। ସ୍ଥାନୀୟ ପୋ-ଲିସ ମଧ୍ୟ ଏହି ଘ-ଟଣାର ତ-ଦନ୍ତ ଆରମ୍ଭ କରି ଦେଇଛନ୍ତି। ମହିଳାଙ୍କ ପୂର୍ବ ବାହାଘର ସହିତ ସବୁ ଦିଗଗୁଡିକର ତ-ଦନ୍ତ କରାଯାଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *