ଜଣେ ମହିଳାଙ୍କର ସ-ନ୍ଦେ-ହ ଥିଲା କି ତାଙ୍କ ସ୍ବାମୀ ତାଙ୍କୁ ଧୋ-କା ଦେଉଛନ୍ତି। ମହିଳା କୌଶଳ ବାହାର କରିଥିଲେ ଏବଂ ପ୍ର-ମା-ଣ ହୋଇ ଯାଇଥିଲା କି ତାଙ୍କର ସ-ନ୍ଦେ-ହ ଠିକ ଥିଲା, ସେ ନିଜ ସ୍ବାମୀଙ୍କୁ ସେ-କ୍ସ ଓ୍ବାର୍କରଙ୍କ ସହିତ ଧରିଥିଲେ। ମହିଳା ନିଜେ କହିଛନ୍ତି କି କେମିତି ତାଙ୍କର ଗୋଟିଏ ବ୍ୟକ୍ତିଗତ ଗୁ-ପ୍ତ ଚର ମାଧ୍ୟମରେ ସେ ସ୍ବାମୀଙ୍କୁ ଧରିଛନ୍ତି।
ବାସ୍ତବରେ,’ଦ ସନ’ ର ଗୋଟିଏ ରି-ପୋ-ର୍ଟ ଅନୁସାରେ,୩୩ବର୍ଷର ଏହି ମହିଳା କଥାବାର୍ତ୍ତାରେ ନିଜେ ଏହି କଥାର ଖୁ-ଲା-ସା କରିଥିଲେ କି କେମିତି ତାଙ୍କର ସ-ନ୍ଦେ-ହ ଠିକ ହୋଇଥିଲା ଏବଂ ତାଙ୍କୁ ସେ-କ୍ସ ଓ୍ବାର୍କରଙ୍କ ସହିତ ଧରିଥିଲେ। ମହିଳା ଜଣଙ୍କ କହିଥିଲେ ଏସବୁ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ମୁଁ ତାଙ୍କୁ ମୋବାଇଲରେ ଏହି ବିଷୟରେ ସର୍ଚ୍ଚ କରୁଥିବାର ଦେଖିଥିଲି।
ମୋବାଇଲରେ ଯେତେବେଳେ ସେ ଏହା ସର୍ଚ୍ଚ କରୁଥିଲେ ସେହି ସମୟରେ ମୁଁ ତାଙ୍କୁ ଦେଖିଥିଲି, ହେଲେ ସେତେବେଳେ ସେ ଓଲଟା କହିଥିଲେ ଏବଂ ମୋର ବିଶ୍ଵାସ ହୋଇ ଯାଇଥିଲା। କିନ୍ତୁ ମୁଁ ଏହା ଉପରେ ତ-ଦ-ନ୍ତ ଜାରି ରଖିଥିଲି ଏବଂ ପୁଣି ଶେ-ଷରେ ଜଣେ ବ୍ୟକ୍ତିଗତ ଗୁ-ପ୍ତଚ-ରଙ୍କ ସାହାଯ୍ୟ ନେଇଥିଲି। ମୁଁ ଗୁ-ପ୍ତଚ-ରଙ୍କୁ ନିଜ ଅଫିସର ସମୟ ଏବଂ ସ୍ବାମୀଙ୍କ ଅଫିସର ସମୟରେ ବିଷୟରେ ମଧ୍ୟ ଜଣାଇ ଦେଇଥିଲି।
ଏହାପରେ ଗୁ-ପ୍ତଚ-ର ବହୁତ ହିଁ ବୃତ୍ତିଗତ ଭାବରେ ଅନେକଦିନ ତାଙ୍କ ପିଛା କରିବା ପରେ, ଗୋଟିଏ ମାସରେ ତାଙ୍କ ଦୁ-ଷ୍କ-ର୍ମ-ର ଖୁ-ଲା-ସା ମୋର ସାମ୍ନାରେ କରିଦେଇଥିଲେ। ଗୁ-ପ୍ତ-ଚର ଏହା ମଧ୍ୟ କହିଥିଲେ କି ମୁଁ ଅଫିସ ଯିବାପରେ ଅନେକ ଝିଅ ମୋ ଘରକୁ ଆସୁଥିଲେ। ଘ-ଟ-ଣା ସେତେବେଳେ ହୋଇ ଯାଇଥିଲା ଯେତେବେଳେ ଗୁ-ପ୍ତଚର ସେ-କ୍ସି ଓ୍ବର୍କାରଙ୍କ ବିଷୟରେ କହିଥିଲେ।
ମହିଳା ଜଣଙ୍କ କହିଥିଲେ କି ଗୋଟିଏଦିନ ପୂର୍ବର ଘ-ଟ-ଣା ବିଷୟରେ ଜଣାଇବା ସମୟରେ ଗୁ-ପ୍ତଚ-ର ବିବରଣୀ ଏବଂ ପ୍ରମାଣ ଭାବରେ ଫଟୋ ଦେଇଥିଲେ କି ନିଜ ପା-ର୍ଟ-ନ-ର ଗତ ଗୋଟିଏ ମାସରେ କ’ଣ କ’ଣ କରିଛନ୍ତି। ମୁଁ ଆଗାମୀ ଦିନ ଅଫିସ ଯିବା ସମୟରେ ଫଟୋ ଘରେ ଲଗାଇ ଦେଇଥିଲି ଏବଂ ଅଫିସ ଚାଲି ଯାଇଥିଲି।
ଯେତେବେଳେ ମହିଳା ଜଣଙ୍କ ଅଫିସରୁ ଫେରି ଆସିଥିଲେ ତ ତାଙ୍କ ପା-ର୍ଟ-ନ-ର ଏକ-ଦମ ଶାନ୍ତ ହୋଇ ବସିଥିଲେ। ମହିଳା ଜଣଙ୍କ କହିଥିଲେ ସେହି ଫଟୋଗୁଡ଼ିକ ପୁଣିଥରେ ତାଙ୍କ ମୁହଁ ଉପରକୁ ଫିଙ୍ଗି ଦେଇଥିଲେ। ଏହାପରେ ମହିଳା ଜଣଙ୍କ ତାଙ୍କ ସହିତ କଥା ହେବା ମଧ୍ୟ ବ-ନ୍ଦ କରି ଦେଇଥିଲେ।
ମହିଳା ଜଣଙ୍କ କହିଥିଲେ କି ମୋର ଏବେ ପିଛା କରିବା ଏବଂ ତାଙ୍କ ପାଇଁ ରୋମାଞ୍ଚକର ଭାବନା ଚାଲି ଯାଇଛି। ମୁଁ କେବଳ ଏକୁଟିଆ ଏବଂ ବି-ଶ୍ବା-ସ-ଘା-ତ-କତା ଅନୁ-ଭବ କରୁଛି, ମୁଁ ପୁଣି କେମିତି ତାଙ୍କ ଉପରେ ଭ-ର-ସା କରିପାରିବି। ରି-ପୋ-ର୍ଟ ଅନୁଯାୟୀ ମହିଳା ଏହବୁ କହିବା ସମୟରେ କା-ନ୍ଦୁଥିଲେ। ଏହି ମହିଳାଙ୍କ ପରିଚୟ ବିଷୟରେ ଜଣାଯାଇ ନାହିଁ।