ମହିଳା ଜଣଙ୍କ ଖୋଲିଲେ ଢାବା
କୋରୋନା ପରେ ବହୁତ କିଛି ବଦଳି ଯାଇଛି। ଲୋକମାନଙ୍କ ଚାକିରି ଚାଲି ଯାଇଛି। କିଛି ଲୋକ ନିଜର ହିଁ କାମ ଆରମ୍ଭ କରି ଦେଇଛନ୍ତି। ଅନେକ ଲୋକ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ୟୁପିରେ ରହୁଥିବା ଜଣେ ମହିଳା କୋରୋନା ପରେ ନିଜର ଢ଼ାବା ଆରମ୍ଭ କରିଛନ୍ତି। ଏହି ମହିଳାଙ୍କର ଚାକିରି ଚାଲି ଯାଇଥିଲା। ଏହାପରେ ସେ ମଧ୍ୟ ନିଜ କାମ ଆରମ୍ଭ କରି ସାରିଛନ୍ତି। ସେ ଲୋକଙ୍କ ମଧ୍ୟରେ ନିଜ ଢାବା ଥାଳିର ଫଟୋ ଶେୟାର କରିଛନ୍ତି। ଯାହାକୁ ଲୋକମାନେ ବହୁତ ପ୍ରଶଂସା କରିଛନ୍ତି।
ଇନ୍ଦୁଙ୍କ ଢ଼ାବା
https://twitter.com/lostgirl005/status/1382267346891382786?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1382267346891382786%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Ftrending%2Fwoman-loses-her-job-and-open-dhaba-people-are-loving-her-idea-52979%2F
ଇନ୍ଦୁ ନାମକ ମହିଳା ଟୁଇଟରରେ ଏହି ଫଟୋ ଶେୟାର କରିଛନ୍ତି। ସେ ୟୁପିର କାନପୁରରେ ରହୁଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ‘ମୋ ଚାକିରି ଚାଲିଯିବା ପରେ ମୁଁ ନିଜର ନୂଆ କାମ ଆରମ୍ଭ କରିଛି।ଇନ୍ଦୁର ଢ଼ାବା ଥାଳି କେବଳ ୩୦ଟଙ୍କା, ମୋତେ ଆର୍ଶୀବାଦ ଦିଅନ୍ତୁ।’
ଲୋକମାନେ କହିଲେ- ଅଲ ଦ ବେଷ୍ଟ
https://twitter.com/lostgirl005/status/1382267346891382786?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1382587330796523521%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Ftrending%2Fwoman-loses-her-job-and-open-dhaba-people-are-loving-her-idea-52979%2F
ଲୋକମାନେ ଇନ୍ଦୁଙ୍କୁ ନୂଆ ବ୍ୟବସାୟ ପାଇଁ ଶୁଭକାମନା ଜଣାଇଛନ୍ତି।
Bhookh jaag gayi didi
— Ajay Kumar Yadav (अजेय) (@BeingAjay_Yadav) April 15, 2021
ଥାଳି ଦେଖି ହିଁ ଭୋକ ଲାଗୁଛି
https://twitter.com/lostgirl005/status/1382267346891382786?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1382342545343082501%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Ftrending%2Fwoman-loses-her-job-and-open-dhaba-people-are-loving-her-idea-52979%2F
ଲୋକମାନଙ୍କୁ ଥାଳି ପସନ୍ଦ ଆସିଛି
https://twitter.com/lostgirl005/status/1382401395257528321?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1382401395257528321%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Ftrending%2Fwoman-loses-her-job-and-open-dhaba-people-are-loving-her-idea-52979%2F
ସମସ୍ତଙ୍କୁ କହିଲେ ଧନ୍ୟବାଦ
ଇନ୍ଦୁ ଲୋକଙ୍କ ଫିଡବ୍ୟାକକୁ ଧନ୍ୟବାଦ କହିଛନ୍ତି। ଏମିତି କି ସେ ମଧ୍ୟ ଏହା କହିଛନ୍ତି କି ବହୁତ ଶୀଘ୍ର ସେ ହୋମ ଡେଲିଭରୀ ଆରମ୍ଭ ଆରମ୍ଭ କରିବାକୁ ଯାଉଛନ୍ତି।ତ ଦେଖିଲେ ଇନ୍ଦୁ ହାର ମାନି ନାହାନ୍ତି ସେ କିଛି ନା କିଛି କରିଛନ୍ତି। ଯଦି କୋରୋନା କାଳରେ ଆପଣଙ୍କର ମଧ୍ୟ ଚାକିରି ଚାଲି ଯାଇଛି ତାହେଲେ ହାରମାନି ବସି ଯାଅନାହିଁ କିଛି ନା କିଛି କରିବା ପାଇଁ ଚିନ୍ତା କର।