ମହାତ୍ମା ଗାନ୍ଧିଜୀଙ୍କ ଫଟୋ ଥିବା ଏହି ପାଞ୍ଚ ଟଙ୍କିଆ ନୋଟ ଖୋଲିପାରେ ଆପଣଙ୍କ ଭାଗ୍ୟ , ବାସ କେବଳ ଏହା ପାଖରେ ଏହି ନମ୍ବର ଲେଖାଥିବା ଦରକାର

ଭାରତ ରେ ପର୍ବପବାଣୀ ଆରମ୍ଭ ହୋଇସାରିଛି। ଦୁର୍ଗା ପୂଜା ସରିବାକୁ ବସିଲାଣି ଲୋକମାନେ ଦୀପାବଳୀ ପାଇଁ ସାଜସୁଜା ହେଲଣି। ଦୀପାବଳୀ ପାଇଁ ଆପଣ ମଧ୍ୟ ସାଯସୁଜା ହୋଇ ମା ଲକ୍ଷ୍ମୀ ଙ୍କୁ ଖୁସି କରି ଘରକୁ ଆଣିବାକୁ ଚାହୁଁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି କେମିତି ଆପଣ ଏହି ଦୀପାବଳୀ ରେ ମାଲାମାଲ ହୋଇ ପାରିବେ। ସେ ବି ଏମିତି ଉପାୟ ରେ ଯାହା ବିଷୟରେ ଆପଣ କେବେ ବି ଭାବି ନଥିବେ। ଆଜ୍ଞା ହଁ ଗାନ୍ଧିଜୀ ଫଟୋ ଥିବା ପାଞ୍ଚ ଟଙ୍କିଆ ନୋଟ ଆପଣଙ୍କୁ ଦେଇପାରେ ବହୁତ ଫାଇଦା। ଯଦି ଆପଣଙ୍କ ପାଖରେ ପାଞ୍ଚ ଟଙ୍କିଆ ନୋଟ ଅଛି ଯେଉଁଥିରେ ଗାନ୍ଧିଜୀ ଙ୍କର ଫଟୋ ଅଛି ତାହା ପାଖରେ ଏକ ଖାସ ନମ୍ବର ଲେଖା ହୋଇଛି ତେବେ ଆପଣ ଏହାର ଫାଇଦା ନେଇ ପାରିବେ। ଆସନ୍ତୁ ଆପଣଙ୍କୁ କହୁଛୁ ନୋଟ ର କେଉଁ ନମ୍ବର କୁ ଖୋଯି ଆପଣ ପାଇ ପାରିବେ ହଜାର ଲକ୍ଷ ର ଫାଇଦା।

ଭାରତ ରେ ଏବେ ସରକାର କ୍ୟାସ ଅପେକ୍ଷା ଲୋକମାନଙ୍କୁ ଡିଜିଟାଲ ହେବାକୁ କହୁଛନ୍ତି। କେତେ ପ୍ରକାର ର ଅନଲାଇନ ଆପ ଦ୍ବାରା ଏବେ ଲୋକ ଲେନ ଦେନ କରୁଛନ୍ତି। ଏଥିରେ ତାଙ୍କୁ କ୍ୟାସ ନେବାକୁ ପଡୁନି।

ଏହା ସହିତ ଯେବେ ଠାରୁ କୋରୋନା ଆସିଛି ସେବେଠାରୁ ଡିଜିଟାଲ ଟ୍ରାଜାକ୍ସନ କୁ ସୁରକ୍ଷିତ ମନାଯାଉଛି। ନୋଟ ଏବଂ କୟେନ ରେ ଏହି ଭାଇରସ ରହିଥାଏ ଏବଂ ଏଥିରେ କୋରୋନା ବ୍ୟାପିବାର ଆଶଂକା ଅଧିକ ଥାଏ। ଏହି କୋରନା ପାଇଁ ମଧ୍ୟ ଲୋକଙ୍କ ପାଖରେ କ୍ୟାସ ନାହିଁ।

ଭାରତରେ ବହୁ ଦିନ ଧରି ଅଲଗା ଅଲଗା ନୋଟ ଏବଂ କୟେନ ର ପ୍ରଚଳନ ହେଉଛି। କେତେଥର ଯେବେ ଇକୋନୋମିକ ର ଆବଶ୍ୟକତା ପଡେ ତ ସେତେବେଳେ କିଛି ଖାସ କୟେନ ଛପା ଯାଇଥାଏ। ଏବଂ ଯଦି ଏହା ଦରକାର ନାହିଁ ତେବେ ପୁରୁଣା କୟେନ କୁ ବନ୍ଦ କରାଯାଇଥାଏ।

ଏବେ ପୁରୁଣା ୫୦୦ ନୋଟ ଏବଂ ୧୦୦୦ ନୋଟ କୁ ଡିମାନେଟାଇଜେସନ ରେ ବନ୍ଦ କରା ଯାଇଥିଲା। ଏହା ପରେ ନୂଆ ନୋଟ ଛପା ଯାଇଥିଲା। ସେତେବେଳ ର ଏହି ଘଟଣା କଥା ଏବେ ବି ଲୋକ ମାନଙ୍କ ମନରେ ଆଛି କି କେମିତି ସରକାର ଏହି ନୋଟ କୁ ବନ୍ଦ କରିଥିଲେ।

ଦୁନିଆ ରେ ଏମିତି କେତେ ଲୋକ ଅଛନ୍ତି । ଯେଉଁ ମାନେ ବନ୍ଦ ହୋଇଯାଇ ଥିବା ପଇସା ରଖିବାର ସଉକିନ ଅଟନ୍ତି। ଏମାନେ ଏମାନଙ୍କ ଶୌକ ପୁରଣ କରିବା ପାଇଁ ପଇସା ଉଡାଇ ଥାନ୍ତି। କେତେକ ଓ୍ବେବସାଇଟ ଅଛି ଯେଉଁଠି ଏହି ନୋଟ ର ବହୁତ ଡିମାଂଡ ଥାଏ। ଏହିଠାରୁ ଏହି ପୁରଣା ନୋଟ କିଣା ଯାଇପାରିବ।

ଯଦିଓ କିଛି ନୋଟ କିଛି କାରଣ ରୁ ମୂଲବାନ ହୋଇଯାଇଥାଏ। ଏବେ ଗାନ୍ଧିଜୀ ଙ୍କର ଏହି ପାଞ୍ଚ ଟଙ୍କିଆ ନୋଟ ଚର୍ଚ୍ଚା ରେ ଅଛି। ଅନଲାଇନ ରେ ଏହି ନୋଟର ଦାମ ୨୫ ରୁ ୩୦ ହଜାର।

ଏବେ ଆପଣ ଭାବୁଥିବେ କି ଏହି ପାଞ୍ଚ ଟଙ୍କିଆ ନୋଟ ବହୁତ ଅମୁଲ୍ୟ ଅଟେ। ନହେଲେ ଏହା ବଦଳ ରେ କିଏ କଣ ପାଇଁ ଏତେ ଟଙ୍କା ଦେବ? ତେବେ ଆପଣଙ୍କୁ କହିଦଉଛୁ କି ଆମେ ଯେଉଁ ନୋଟ ର କଥା କହୁଛୁ ,ତା ତଳେ ୧୦ ଲକ୍ଷ ନମ୍ବର ଲେଖା ହୋଇଥିବା ଦରକାର।

ଏହି ନମ୍ବର ଥିବା ନୋଟ କୁ ବହୁତ ମୂଲ୍ୟବାନ ମନା ଯାଉଛି। ଯଦି ଏହି ପାଞ୍ଚ ଟଙ୍କିଆ ନୋଟ ର ତଳେ ଆପଣଙ୍କୁ ୧୦ ଲକ୍ଷ ନମ୍ବର ଲେଖା ମିଳେ ତେବେ ଆପଣ ତାକୁ ବିକ୍ରି କରିପାରିବେ। ଏବଂ ଏହା ବଦଳରେ ଆପଣଙ୍କୁ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ମିଳି ପାରେ।

ସବୁଠାରୁ ଭଲ କଥା ଏହା କି ଏହି ନୋଟ କୁ ବିକିବାକୁ କୌଣସି ବ୍ୟାଙ୍କ କିମ୍ବା ଦୋକାନ କୁ ଯିବାକୁ ପଡିବନି। ଆପଣ ଏହାକୁ ଅନଲାଇନ ରେ ବିକ୍ରି କରି ପାରିବେ। ଶାପକୁଲ ଏବଂ ଇଣ୍ଡିଆର୍ମାଟ ପରି ଏମିତି କତେ ସାଇଟ ରହିଛି। ଯେଉଁଥିରେ ଆପଣ ସେଲର ରେ ନାମ ରେଜିଷ୍ଟର କରି ଏହାକୁ ବିକ୍ରି କରି ପାରିବେ।

ତେବେ ଆରମ୍ଭ ହୋଇ ଯାଅନ୍ତୁ ଆପଣଙ୍କ ପୁରୁଣା ପଇସା କଲେକ୍ସନ ରେ ପାଞ୍ଚ ଟଙ୍କିଆ ଏହି ଖାସ ନୋଟ ଖୋଯିବା ପାଇଁ। ଯଦି ଏହି ନମ୍ବର ଆପଣଙ୍କୁ ମିଳିଗଲା ତେବେ ଆପଣ ଏହାକୁ ତୁରନ୍ତ ସେଲ ରେ ଲଗେଇ ଦିଅନ୍ତୁ। ଏବଂ ଲକ୍ଷ୍ମୀ ଙ୍କ ଅପେକ୍ଷା ରେ ରୁହନ୍ତୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *