ଭାଇ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଭଉଣୀକୁ ମା-ରିଦେଲେ ଶାଶୂଘର ଲୋକ,ଟଙ୍କା ପାଇଁ ମା-ରିଥିବା ଅଭି-ଯୋଗ

କିଏ ଜାଣେ ଆମ ସମାଜରେ ଏପରି ପ୍ରଥା ପାଇଁ ଆଉ କେତେ ଜୀବନ ଯିବ ? ବାସ୍ତବରେ ଏହା କୌଣସି ପ୍ରଥା ନୁହେଁ ଯେ , ବିବାହ ପାଇଁ ଝିଅର ପରିବାର ପୁଅ ପରିବାରକୁ ଯୌ-ତୁକ ଦେବାକୁ ବାଧ୍ୟ । କିନ୍ତୁ ସମୟ ଯେତେ ଆଧୁନିକ ଦିଗରେ ଗତି କଲେ ବି ଲୋଭି ମନୁଷ୍ୟ ସମାଜ କେବେବି ଯୌ-ତୁକ ଛାଡ଼ି ପାରିବ ନାହିଁ । ଯାହାଦ୍ୱାରା ଯୌ-ତୁକ ଜୁଇରେ ଆହୁରି ନିରୀହ ଝିଅଙ୍କ ଜୀବନ ଚାଲିଯିବ । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘ-ଟଣା ବିଷୟରେ କହିବୁ ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମିର୍ଜାପୁରରୁ ଏକ ଦୁଃ-ଖଦ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଘଟ-ଣା ଅନୁଯାୟୀ ଜଣେ ଭାଇ ରାସ୍ତାରେ ନିଜ ଭଉଣୀକୁ ଝୁରି ଝୁରି କା-ନ୍ଦିବାରେ ଲାଗିଛି । ଆଉ ଚି-ତ୍କାର କରି ଭାଇ ଜଣକ କହିଛି ଯେ ‘ ମୋ ଭଉଣୀକୁ କାହିଁକି ମା-ରିଦେଲ ‘ ମୋତେ କିଏ ରାକ୍ଷୀ ବାନ୍ଧିବ । ‘ ଏପରି ଦୁଃ-ଖଦ ଦୃ-ଶ୍ୟ ଦେଖିଲେ ଆପଣ ବି କା-ନ୍ଦି ପକାଇବେ । ତେବେ ବାପଘର ଲୋକଙ୍କ କହିବା ଅନୁଯାୟୀ ଶାଶୁ ଘର ଲୋକେ ଯୌ-ତୁକ ନିର୍ଯା-ତନା ଦେଇ ଶେଷରେ ଦଉଡ଼ିରେ ଝୁ-ଲାଇ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଧୁଷୁରୀ ଥା-ନା ଅନ୍ତର୍ଗତ କରୁଆ ଗ୍ରାମର ଅଧର ନାୟକଙ୍କ ଝିଅ ବର୍ଷାରାଣୀ ନାୟକ ତିହିଡ଼ି ଥା-ନା ଅନ୍ତର୍ଗତ ମିର୍ଜାପୁର ଅଞ୍ଚଳର ପ୍ରଭାକର ରାଉଳଙ୍କ ପୁଅ ପ୍ରକାଶ ରାଉଳଙ୍କ ସହିତ ଗତ ଡିସେମ୍ବର ୧୨ ରେ ବିବାହ କରିଥିଲେ ।

ସ୍ୱାମୀ ବେଙ୍ଗାଲୁରୁରେ ରହି କାର୍ଯ୍ୟ କରୁଥିଲେ ଏବଂ ବର୍ଷା ନିଜ ଶାଶୁ ଘରେ ରହୁଥିଲେ । କିନ୍ତୁ ଗତକାଲି ଝୁ-ଲନ୍ତା ଅବସ୍ଥାରେ ତାଙ୍କ ମୃ-ତ ଶରୀର ଜ-ବତ ହୋଇଛି । ତେବେ ମୃ-ତ୍ୟୁ ବିଷୟରେ ପ୍ରଥମେ ଦିଅର ବର୍ଷାଙ୍କ ବାପ ଘର ଲୋକଙ୍କୁ ସୂଚନା ଦେଇଥିଲେ । ଯାହା ଜାଣିବା ପରେ ପରିବାର ଲୋକେ ଆସି ପହଞ୍ଚି ଥିଲେ ।

ବପିଘର ଲୋକେ ଏହାକୁ ଆ-ତ୍ମହ-ତ୍ୟା ବୋଲି ମାନି ନାହାଁନ୍ତି ବରଂ ଏହାକୁ ହ-ତ୍ୟା ବୋଲି ଅଭି-ଯୋଗ ଆଣିଛନ୍ତି । ବର୍ଷାଙ୍କ ଭାଇଙ୍କ କହିବା କଥା ଯେ ବିବାହର କିଛି ଦିନ ପରେ ହିଁ ତାଙ୍କ ଭଉଣୀ ଉପରେ ଶାଶୁ ଘର ଲୋକେ ଯୌ-ତୁକ ନିର୍ଯା-ତନା ଦେବାକୁ ଆରମ୍ଭ କରିଥିଲେ । ଯେଉଁ କାରଣରୁ ତାଙ୍କ ଭଉଣୀ ସବୁବେଳେ ଚିନ୍ତିତ ରହୁଥିଲେ ।

କିନ୍ତୁ ତାଙ୍କ ମୃ-ତ୍ୟୁ ପରେ ଘଟ-ଣାସ୍ଥ-ଳର ପୁରା ଦୃ-ଶ୍ୟ ଦେଖି ସ-ନ୍ଦେହ ଆସିଛି ଯେ ନିଶ୍ଚିତ ଭାବରେ ଏହା କୌଣସି ଆ-ତ୍ମହ-ତ୍ୟା ନୁହେଁ ବରଂ ହ-ତ୍ୟା । ଯାହାପରେ ପରିବାର ଲୋକେ ରାସ୍ତା ଅବରୋଧ କରି ନ୍ୟା-ୟ ପାଇଁ ଦାବି କରିଛନ୍ତି । ପରେ ମୃ-ତ ଶରୀର ବ୍ୟବ-ଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠା ଯାଇଛି । ତେବେ ଦେଖିବାକୁ ବାକି ରହିଲା ଯେ ପୋ-ଲିସ ଏହି ଘ-ଟଣା ବିଷୟରେ କିପରି ତ-ଦନ୍ତ କରି ସତ୍ୟତାକୁ ପଦାକୁ ଆଣୁଛି ।

Leave a Reply

Your email address will not be published. Required fields are marked *