ବୋହୂର ଅଭି-ଯୋଗ ଶଶୁର ମୋ ଅଣ୍ଟାରେ ହାତ ମା-ରୁଛନ୍ତି, ଘଟ-ଣାକୁ ନେଇ ଝାଡ଼ିଦେଲେ ଓକିଲ ବ୍ୟୋମିକେଶ ତ୍ରିପାଠୀ।

ବୟସର ଅପରାହ୍ନରେ ପହଞ୍ଚିଥିବା ବୃଦ୍ଧଙ୍କ ନାମରେ ନିଜ ବୋହୁ ଆଣିଲେ ସାଙ୍ଘା-ତିକ ଅଭି-ଯୋଗ। କହିଲେ ଶଶୁର ମୋ ଅଣ୍ଟାରେ ହାତ ମା-ରୁଛନ୍ତି। ମୁଁ ପ-ରିଶ୍ରା ଗଲେ ଶଶୁର ମତେ ଲୁ-ଚି ଲୁ-ଚି ଦେଖୁଛନ୍ତି। ଏହି ଘଟ-ଣାକୁ ନେଇ ଯେବେ ପ୍ରଥମେ ବୋହୁ ଅଭି-ଯୋଗ ଆଣିଥିଲେ ସେତେବେଳେ ନ ଜାଣିଥିବା ଲୋକେ ଉକ୍ତ ମହିଳାଙ୍କ ଶଶୁରଙ୍କୁ ଗା-ଳି କରିବା ସହିତ ଅସ-ଭ୍ୟ ଭାଷାରେ ସୋସିଆଲ ମିଡ଼ିଆରେ ସମସ୍ତେ କମେ-ଣ୍ଟ କରିଥିଲେ।ହେଲେ ବର୍ତ୍ତମାନ ଏହି ଘ-ଟଣା ଉପରୁ ପରଦା ଉଠାଇଛନ୍ତି ଓକିଲ ବ୍ୟୋମକେଶ ତ୍ରିପାଠୀ। ଆଉ କହିଛନ୍ତି ଏହି ଘ-ଟଣା ପଛର ପ୍ରକୃତ କାରଣ।

ପ୍ରଥମତଃ ବୋହୁ ଅଣ୍ଟାରେ ହାତ ମାରି-ବା ପୂର୍ବରୁ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ବୃଦ୍ଧା ଅଣ୍ଟା ସଲଖି ଚାଲିବାକୁ ଅସମର୍ଥ। ଯିଏ ବୟସର ଅପରାହ୍ନରେ ପହଞ୍ଚିଛନ୍ତି ତାଙ୍କ ବିରୋ-ଧରେ ଏଭଳି ଅଭି-ଯୋଗ ସଭ୍ୟ ସମାଜକୁ ଏକ ଭଲ ବାର୍ତା ଆଦୌ ଦେଉ ନାହିଁ। ବାପା ମା ପିଲାଟିଏ ଜନ୍ମ କରନ୍ତି ଓ ପିଲାଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି।

ସ୍ୱପ୍ନ ଦେଖିବା ବି ଶୋଭାବିକ କାରଣ ସେହି ବାପା ମା ପିଲାଟିଏ ଜନ୍ମ କରିବାକୁ ଅନେକ ମାନ-ସିକ ମନାସି ଥାନ୍ତି ଅନେକ ଭାବିଥାନ୍ତି।ପୁଅ ବଡ଼ ହେଲେ କାନ୍ଧରେ କାନ୍ଧ ମିଶାଇ ବାର୍ଦ୍ଧକ୍ୟ ସମୟରେ ସାଯିବ ଅନ୍ଧ ଦଉଡି। ମାତ୍ର ଏ କ୍ଷେତ୍ରରେ କିନ୍ତୁ ଘଟ-ଣା ଟିକେ ଅଲଗା ବୃଦ୍ଧା ବାପା ମାଙ୍କ ଅଭି-ଯୋଗ ଅନୁଯାୟୀ ପୁଅକୁ ବୋହୁ ଛେଳିର ନଟି ଗୋଡ଼ କହିଲେ ପୁଅ ବୋହୂ କଥାରେ ଯାଉଛି।

ଅଣ୍ଟାରେ ହାତ ମା-ରିବା ଲୁ-ଚି ଲୁ-ଚି ଦେଖିବାତ ଦୂରର କଥା ବିନା ଭୁଲରେ ସେ ଶାଶୁକୁ ମା-ଡ଼ ମା-ରି ଗୋଡ଼ ଛୋଟା କରିଦେଇଥିବା ଶାଶୁ ଶଶୁର ଅଭି-ଯୋଗ ଆଣିଛନ୍ତି। କହିଛନ୍ତି ପୁଅ ଆମ କଥା ଶୁଣୁ ନଥିବା ବେଳେ ଅବସର ପରେ ଶଶୁର ଯାହା ଟଙ୍କା ପାଇଥିଲେ ତାହା ପୁଅ ବୋହୂ ନେଇ ଗଲେ ଆଉ ଏବେ ସେମାନଙ୍କ ନଜର ଶାଶୁ ଶଶୁର ରହୁଥିବା ଭିଟାମାଟି ଉପରେ।

କାରଣ ତାକୁ ମଧ୍ୟ ନିଜ ଅକ୍ତିଆରକୁ ନେଇ ବିକ୍ରି କରିଦେବେ ବୋଲି ଶାଶୁ ଶଶୁର ଓକିଲ ବ୍ୟୋମକେଶ ତ୍ରିପାଠୀ ଙ୍କ ସମ୍ମୁଖରେ କହିଛନ୍ତି। ସେହି ଘର ପାଇଁ କୁଆଡେ ତାଙ୍କ ନାମରେ ଏତେ ଅଭି-ଯୋଗ ଆସିଥିବା ବେଳେ ଶେଷରେ ବୋହୁ ପାପ ଅଭି-ଯୋଗ ବି ଆଣିଲେ କି ଶଶୁର ତାଙ୍କ ଅଣ୍ଟାରେ ହାତ ମା-ରୁଛନ୍ତି।

ସେପଟେ ଏକ ଦୁଃ-ଖଦ କଥା ହେଉଛି ଏତେ ସବୁ ପରେ ବୋହୂର ଗଣ ମାଧ୍ୟମ ସମ୍ମୁଖରେ ବୃଦ୍ଧା ଶାଶୁ ଶଶୁରଙ୍କ ନାମରେ ସାଙ୍ଘା-ତିକ କଥା କହିବା ପରେ ଶାଶୁ ଶଶୁର ନିଜ ଗ୍ରାମରୁ ଧାଇଁ ଆସିଛନ୍ତି ନ୍ୟା-ୟ ପାଇଁ ସବୁବେଳେ ଲଢେଇ କରୁଥିବା ଓକିଲ ବ୍ୟୋମକେଶ ତ୍ରିପାଠୀଙ୍କ ପାଖକୁ। ଛୋଟେଇ ଛୋଟେଇ ଚାଲୁଛି ଶାଶୁ,ଶଶୁର ବି ଅଣ୍ଟା ସଲଖି ପାରୁ ନାହାଁନ୍ତି ହେଲେ ବି ଗୋଟିଏ କଥା ଭୁଲ ନକରି ସମାଜ ଆଖିରେ ଆମେ ଛୋଟ ନ ହୋଇଯାଉ ସେଥିପାଇଁ ନିଜ ଗ୍ରାମରୁ ଧାଇଁଆସିଛନ୍ତି ଭୁବନେଶ୍ୱର।

ଆଉ ଅନେକ ବିଶ୍ୱାସ ଭରସା ଅଛି କି ଓକିଲ ତାଙ୍କୁ ନ୍ୟା-ୟ ଦେବା ପାଇଁ ଲ-ଢେଇ କରିବେ। ସମାଜ ଜାଣିବ ବୋହୁ ଆଣୁଥିବା ଅଭି-ଯୋଗ ସମ୍ପୁର୍ଣ୍ଣ ମି-ଥ୍ୟା ବୋଲି। ଆମେ ଏ ବୟସରେ ସେ ପା-ପ କଥା କେବେ ଚିନ୍ତା କରିବୁନି ବୋଲି ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *